Browsing Tag

rourakela news

ରନ୍ଧନଗ୍ୟାସର କଳାବଜାରୀ : ୧୬୧ଟି ଗ୍ୟାସ ସିଲିଣ୍ଡର ଜବତ କଲା ରାଉରକେଲା ଯୋଗାଣ ବିଭାଗ

ରାଉରକେଲା, (ସସ୍ମିତା ପ୍ରଧାନ) : ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲର ଯୁଦ୍ଧ ଆରମ୍ଭ ଏବଂ ପରବର୍ତ୍ତୀ ସମୟରେ ଏହା ସମଗ୍ର ମଧ୍ୟପ୍ରାଚ୍ୟକୁ ବ୍ୟାପିବା ଫଳରେ ଷ୍ଟ୍ରେଟ୍ଅପ ଫରମୁସ୍ ଇରାନର ନିୟନ୍ତ୍ରଣରେ ଥିବାରୁ ଏଲପିଜି ଗ୍ୟାସ୍ ସଙ୍କଟ ଓ ତୈଳ ସଙ୍କଟ ଦେଖାଦେଇଛି । କିନ୍ତୁ ଇରାନ୍ ଭାରତର
Read More...

ବିଜେପିର ୪୭ତମ ପ୍ରତିଷ୍ଠା ଦିବସ ମଧୁବାବୁ ଓ ଆମ୍ବେଦକର ମଣ୍ଡଳ ତରଫରୁ ପାଳିତ

ରାଉଲକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ କ୍ଷେତ୍ରର ମଧୁବାବୁ ମଣ୍ଡଳ ଆନୁକୂଲ୍ୟରେ ବିଜେପିର ୪୭ ତମ ପ୍ରତିଷ୍ଠା ଦିବସ ମଣ୍ଡଳ ସଭାପତି ପ୍ରତିମା ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ସେକ୍ଟର -୬ ସ୍ଥିତ ଟେଲିଫୋନ ଭବନ ନିକଟସ୍ଥ ଛକ ଠାରେ ପାଳନ କରାଯାଇଥିଲା ।
Read More...

ସହରର ବିଭିନ୍ନ ସ୍ଥାନରେ ମା’ ମଙ୍ଗଳାଙ୍କ ‘ପନ୍ଥେଇ’ ପୂଜା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପୂର୍ବ ବର୍ଷଗୁଡିକ ଭଳି ଚଳିତ ବର୍ଷ ମଧ୍ୟ ମହିଳାମାନଙ୍କ ଦ୍ୱାରା କାକଟପୁର ବାସିନୀ ମା' ମଙ୍ଗଳାଙ୍କ ପୂଜା ସହରର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ମାର୍ଚ୍ଚ ଓ ଏପ୍ରିଲ ମାସର ମଧ୍ୟଭାଗରେ ପ୍ରତି ମଙ୍ଗଳବାର ଦିନ ପନ୍ଥେଇ ପୂଜା ମହିଳା ମାନଙ୍କ ଦ୍ୱାରା
Read More...

ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଆର୍‌ଇସି କ୍ୟାମ୍ପସ ତରଫରୁ ପ୍ରବେଶ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଶନିବାର ସକାଳ ୮.୦୦ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ତରଫରୁ ପ୍ରଥମରୁ ନୂତନ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱାଗତ ଉତ୍ସବ ଖୁବ ଜାକଜମକରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରାଙ୍କ ତତ୍ୱାବଧାନରେ
Read More...

ହ୍ୟୁମାନିଟି ଫାଉଣ୍ଡେସନର ପଖାଳ ଦିବସ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ଦ ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି । ଉପସ୍ଥିତ ସଭ୍ୟମାନେ ପଖାଳ ସହ ଅନ୍ୟାନ୍ୟ ସୁଆଦିଆ ବ୍ୟଞ୍ଜନର ମଜା ଉଠାଇଥିଲେ । ଅନୁଷ୍ଠାନର ଅଧ୍ୟକ୍ଷା ଦୀପ୍ତି ସୁନ୍ଦରାୟଙ୍କ ଆବାହକତ୍ୱରେ ଆୟୋଜିତ ଏହି
Read More...

ନୃତ୍ୟାଳୟ କଥକ କଳାକେନ୍ଦ୍ର ଦ୍ୱାରା ଆୟୋଜିତ ନୃତ୍ୟ ତରଙ୍ଗ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ପି ସୌଜନ୍ୟାଙ୍କ ଆବାହକତ୍ୱରେ କାଞ୍ଚନ ଧରଙ୍କ ସଂଯୋଜନାରେ ରାଉରକେଲା କ୍ଲବ ଠାରେ ମହାଆଡମ୍ବରରେ ନୃତ୍ୟ ତରଙ୍ଗ ଆୟୋଜନ କରାଯାଇଥିଲା । ଏହି ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଆଇ. ପି. ଏସ ବ୍ରିଜେଶ କୁମାର ରାୟ (ଡି. ଆଇ. ଜି) ରାଉରକେଲା,
Read More...

ଭାଗବତ ଅଗଣାରେ ରାମ କଥାମୃତ ସଂଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ବରଟୋଲି ସ୍ଥିତ ଶ୍ରୀ ଶ୍ରୀ ରାମେଶ୍ୱର ବାଟିକା, ଭାଗବତ ଅଗଣା ଏବଂ ବରଟୋଲି ସାଂସ୍କୃତିକ ପରିଷଦର ମିଳିତ ଆନୁକୂଲ୍ୟରେ ଏକ 'ରାମ କଥାମୃତ' ସଂଧ୍ୟା ଅନୁଷ୍ଠିତ ହୋଇଯାଇଛି । ଏହି କଥାମୃତ ସଂଧ୍ୟାଟି ବରଟୋଲି ସାଂସ୍କୃତିକ ପରିଷଦର ସଭାପତି ରମାକାନ୍ତ
Read More...

ମାଆ ଏକ ମନ୍ଦିରର ଅଡିସନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସାମାଜିକ ଅନୁଷ୍ଠାନ ଉପହାର ତରଫରୁ ଆୟୋଜିତ ଶୁଭମ୍ ସିନେ ପ୍ରଡକ୍ସନ ଦ୍ଵାରା ପ୍ରସ୍ତୁତ ଓଡ଼ିଆ ସିନେମା "ମାଆ ଏକ ମନ୍ଦିର"ର ଅଡିସନ ସେକ୍ଟର ୨୦ ସ୍ଥିତ କଳିଙ୍ଗ କଳା ପରିଷଦ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଡିସନ୍‌ରେ ଓଡ଼ିଆ, ହିନ୍ଦୀ,
Read More...

ଧାମରା ସାହିତ୍ୟ ସଂସଦର ବସନ୍ତ କାବ୍ୟ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡସ୍ଥିତ ଧାମରା ସଂଘ ପରିସରରେ ଧାମରା ସାହିତ୍ୟ ସଂସଦର ବସନ୍ତ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱ ଓ ସାଂସ୍କୃତିକ ସଂପାଦକ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି ଆସରରେ ବରେଣ୍ୟ ବକ୍ତା
Read More...

ଆପୋଲୋ ହସ୍ପିଟାଲରେ ଜାତୀୟ ସ୍ତରୀୟ ଶଲ୍ୟ ଚିକିତ୍ସା ସମ୍ମିଳନୀ

ରାଉରକେଲା, (କେପିଏନ୍‌ଏସ୍‌) : ସେକ୍ଟର ୧୯, ଓଡିଶା - ଭାରତୀୟ ସର୍ଜନସ୍ ଆସୋସିଏସନ୍ (ଏଏସଆଇ), ରାଉରକେଲା ଚାପ୍ଟର, ୪ ଏବଂ ୫ ମାର୍ଚ୍ଚ ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ଏକ ପ୍ରତିଷ୍ଠିତ ଜାତୀୟ ସ୍ତରୀୟ ସମ୍ମିଳନୀ "ଏଡବ୍ଲୁଆର୍‌ ବିପ୍ଳବ: ମରାମତି ଏବଂ ବିଅଣ୍ଡ ୨୦୨୬" ଆୟୋଜନ କରିଥିଲା ।
Read More...