Browsing Tag

rourakela news

ଦିଲ୍ଲୀ ନ୍ୟାସନାଲ ପାୱାର ଲିଫ୍ଟିଂ ଡେଡଲିଫ୍ଟ ଚ୍ୟାମ୍ପିୟନସିପ୍ -୨୦୨୫ରେ ରୋହିତ ରାଜ ଭଟ୍ଟଙ୍କ ସ୍ୱର୍ଣ୍ଣ ପଦକ ଲାଭ

ରାଉରକେଲା, (ସସ୍ମିତା ପ୍ରଧାନ) ରାଉରକେଲା ଦିଲ୍ଲୀଠାରେ ଆୟୋଜିତ ନ୍ୟାସନାଲ ପାୱାର ଲିଫ୍ଟିଂ ଡେଡଲିଫ୍ଟ ଚ୍ୟାମ୍ପିୟନସିପ - ୨୦୨୫ ପ୍ରତିଯୋଗୀତାରେ ରାଉରକେଲା ସହରର ରୋହିତ ରାଜ ଭଟ୍ଟ ସ୍ୱର୍ଣ୍ଣ ପଦକ ଲାଭ କରି ଓଡିଶାର ଗୌରବ ଆଣିବା ସହିତ ରାଉରକେଲାର ଗୌରବ ଆଣିଛନ୍ତି । ଏହି ଗୌରବକୁ
Read More...

ଭଗବାନ ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସରେ ବିଜେପିର ଶ୍ରଦ୍ଧାଞ୍ଜଳି

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ତା ୦୯.୦୬.୨୦୨୫ ରାଉରକେଲା ବିଶ୍ରା ଗୋଲ ଛକରେ ଥିବା ଭଗବାନ ବିଶ୍ରା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ବିଜେପି ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ନେତୃତ୍ୱରେ ବିଜେପିର ନେତ୍ରୁ ବୃନ୍ଦ ତାଙ୍କର ବଳିଦାନ ଦିବସରେ ଶ୍ରଦ୍ଧାଞ୍ଜଳି ପୂର୍ବକ
Read More...

ଯୁବ ହଷ୍ଟେଲର ସନ୍ତରଣ ପ୍ରତିଯୋଗିତା ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ଓ ରାଉରକେଲା କ୍ଲବର ମିଳିତ ଆନୁକୂଲ୍ୟରେ ସନ୍ତରଣ ପ୍ରତିଯୋଗିତା କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ହଷ୍ଟେଲର ସଭାପତି ପ୍ରତାପ କୁମାର ସ୍ୱାଇଁଙ୍କ ସଭାପତିତ୍ୱ ଓ ଆଶିଷ ବିର୍ସା ହେମ୍ରମଙ୍କ ସଂଯୋଜନାରେ ଆୟୋଜିତ ଏକ
Read More...

ତ୍ରିଦିବସୀୟ ଗ୍ରୀଷ୍ମକାଳୀନ ଆର୍ଟ ଓ କ୍ରାଫ୍ଟ କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଯାଜ୍ଞସେନୀ ଅନୁଷ୍ଠାନ ତରଫରୁ ତ୍ରିଦିବସୀୟ ଗ୍ରୀଷ୍ମ କାଳୀନ ଆର୍ଟ ଏବଂ କ୍ରାଫ୍ଟ  କର୍ମଶାଳା ଶିକ୍ଷୟିତ୍ରୀ ଉଷା ରାଣୀ ଶତପଥୀଙ୍କ ତତ୍ୱାବଧାନରେ ନିଜସ୍ୱ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପ୍ରଥମ ଦିନରେ
Read More...

ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କ ସ୍ମୃତି ଚାରଣ ଓ ସାହିତ୍ୟ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅନ୍ୟତମ ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କ ପୂଣ୍ୟତିଥି ପାଳନ ଉପଲକ୍ଷେ ସାରସ୍ୱତ ଆଲୋଚନା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂସଦର ସେକ୍ଟର-୭ ସ୍ଥିତ
Read More...

ନାଗ୍ରା ତନ୍ତୀ ସମାଜର ଅଭିଯୋଗ ଶୁଣିଲେ ବିଧାୟକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୧୬ ସ୍ଥିତ କ୍ଵାଟର ନମ୍ବର ବି /୧୮୨, ନାଗ୍ରା ତନ୍ତୀ ସମାଜ କେନ୍ଦ୍ର କାର୍ଯ୍ୟାଳୟର ସଭା ଗୃହରେ ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଏକ ସାମାଜିକ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସୁନ୍ଦରଗଡ଼
Read More...

ରାଉରକେଲା ମହାନଗରରେ ଆରଏସଏସ ଦ୍ୱାରା ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମହେଶ୍ୱରୀ ଭବନ, ରାଉରକେଲାଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ରାଉରକେଲା ମହାନଗର ବ୍ୟବସ୍ଥାପନାରେ ମହେଶ୍ୱରୀ ଭବନରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ କରାଯାଇଛି । ଏହି ଦିନଟି ଛତ୍ରପତି ଶିବାଜୀ ମହାରାଜଙ୍କ ରାଜ୍ୟାଭିଷେକ ଦିବସ ଅତୁଟ ସ୍ମୃତିରେ ପାଳନ
Read More...

କେଦାରନାଥ ପ୍ରଧାନଙ୍କ ସ୍ମୃତିଚାରଣ ସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ ଛେଣ୍ଡସ୍ଥିତ ମଧୁସୂଦନ ପାଠାଗାର ପରିସରରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଓ କବି ବଳରାମ ରାଉଳଙ୍କ ଅଧ୍ୟକ୍ଷତାରେ କେଦାରନାଥ ପ୍ରଧାନଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି ।
Read More...

ଭାରତୀୟ ଜନତା ପାର୍ଟି ରାଉରକେଲା ସାଙ୍ଗଠନିକ

ଓଡ଼ିଶା କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ରାଉରକେଲା ଗ୍ରସ୍ତ ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାରଙ୍କର ମାନ୍ୟବର ରାଜ୍ୟ କ୍ରୀଡା ଉଚ୍ଚଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମହୋଦୟ ଆଜି ରାଉରକେଲା ଗ୍ରସ୍ତରେ ଆସି ପୂର୍ବାହ୍ନ ୯.୩୦ ଘଟିକା ସମୟରେ ପାନପୋଷ
Read More...

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ପାଳନ

ଭଞ୍ଜ ସାହିତ୍ୟ ଓ ସଂସ୍କୃତି ଆମ ଅସ୍ମିତାର ପରିଚୟ ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସର୍ବ ପୁରାତନ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ଓ ଭଞ୍ଜ ସାଂସ୍କୃତିକ ନ୍ୟାସର ମିଳିତ ଆନୁକୂଲ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଆଦର୍ଶ ସାହିତ୍ୟ ଘରଠାରେ ମହାସମାରୋହରେ ପାଳିତ
Read More...