Browsing Tag

rourakela news

ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ ; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ଅନ୍ତର୍ଗତ ଜାମୁଢ଼ି ଟୋଲ୍ ପ୍ଲାଜା ନିକଟରେ ଜଳିଗଲା ଲୌହ ଖଣି ବୋଝେଇ ଟ୍ରେଲର । ଡ୍ରାଇଭର ଓ ହେଲପର୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ମୁତାବକ, କୋଇଡା ଖଣି ସେକ୍ଟରରୁ ଖଣି ନେଇ ଟ୍ରେଲରଟି ବାହାର
Read More...

ଭାରତ ବିକାଶ ପରିଷଦର ପ୍ରସ୍ତୁତି ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତ ବିକାଶ ପରିଷଦ ମହିଳା ଓ ବାଳବିକାଶ ବିଭାଗର ଚଳିତ ଜୁନ ମାସର ଆସନ୍ତା କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ରାଉରକେଲା କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଅଶୋକ କକ୍କଡଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ବନ୍ଦିତା ମହନ୍ତଙ୍କ
Read More...

ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଗଡିଲା

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଜିଲ୍ଲାରେ ୧୫ ଦିନ ବ୍ୟାପି ଶିଶୁ ଶ୍ରମ ନିରାକରଣ ଅଭିଯାନରେ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ ଆଜି ଜିଲ୍ଲା ଶ୍ରମ କାର୍ଯ୍ୟାଳୟଠାରୁ ଆରମ୍ଭ ହୋଇ ରାଉରକେଲା ମହାନଗର ନିଗମ ଅଂଚଳ, ଲାଠିକଟା ବ୍ଲକ ବିଭିନ୍ନ
Read More...

ରାଜ୍ୟ ସରକାରଙ୍କ ଏକ ବର୍ଷର ଉପଲବ୍ଧିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ରାଉରକେଲାରେ ଗଡିଲା ବିକାଶ ବାହନ

ରାଉରକେଲା, (ସସ୍ମିତା ପ୍ରଧାନ) : ୧୨ ଜୁନ୍ ୨୦୨୪: ରାଜ୍ୟ ସରକାରଙ୍କ ଏକ ବର୍ଷର ସଫଳତାର ଯାତ୍ରାକୁ ଲୋକାଭିମୁଖୀ କରିବା ତଥା ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧରେ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ବିକାଶ ବାହନର ଶୁଭାରମ୍ଭ କରାଯାଇଛି । ଏହି
Read More...

ହମିରପୁରରେ ରେଭେନ୍ୟୁ କ୍ୟାମ୍ପ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ସ୍ଥିତ ତାରିଣୀ ମନ୍ଦିର ପ୍ରାଙ୍ଗଣରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ଏକ ରେଭେନ୍ୟୁ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ହମିରପୁର ଉନ୍ନୟନ ପରିଷଦର ସଭାପତି ଡ଼ଃ ସୁମନ ଦତ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କ୍ୟାମ୍ପରେ ଆରଆଇ ଦୀପମାଲା
Read More...

ଜଙ୍ଗଲରୁ ଅଚିହ୍ନା ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର : ହତ୍ୟା ସନ୍ଦେହ

ରାଉରକେଲା : ଜଙ୍ଗଲରୁ ଅଚିହ୍ନା ଯୁବକଙ୍କ ଅର୍ଦ୍ଧଦଗ୍ଧ ଶବ ଉଦ୍ଧାର । ସୁନ୍ଦରଗଡ ଜିଲ୍ଲା ରାଉରକେଲା ସହରର ସେକ୍ଟର-୧୭ ସ୍ଥିତ ହୋମ୍ ଆଣ୍ଡ ହୋପ୍ କାର୍ଯ୍ୟାଳୟ ପଛପାର୍ଶ୍ୱ ଜଙ୍ଗଲରୁ ଏକ ଦରପୋଡ଼ା ଶବ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ଜୋନାଲ ଡିଏସପିଙ୍କ ସମେତ ସାଇଣ୍ଟିଫିକ୍ ଟିମ୍ ପହଁଚି ତଦନ୍ତ
Read More...

ଧର୍ମପରାୟଣ ମହିଳାଙ୍କ ବିୟୋଗରେ ଶୋକ

ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ କଲୋନୀ ବାସିନ୍ଦା ସୁରୁଚି ସାହୁଙ୍କ ୯୫ ବର୍ଷ ବୟସରେ ଗତ ୨୯ ତାରିଖରେ ପରଲୋକ ହୋଇଯାଇଥିଲା । ଜଣେ ଅମାୟିକ ଓ ଧର୍ମପରାୟଣ ମହିଳା ଭାବେ ସେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ । ଏହି ଉପଲକ୍ଷେ ଆଜି ସେକ୍ଟର ୧୪ ଲକ୍ଷ୍ମୀ ନାରାୟଣ ମନ୍ଦିରଠାରେ ଆୟୋଜିତ
Read More...

ଇସ୍ପାତ ନଗରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲାଠାରେ ବିଭିନ୍ନ ଶ୍ରୀଜଗନ୍ନାଥ ମନ୍ଦିରରେ ମହାସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ସହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ରୀତିନୀତି ସକାଳୁ ଆରମ୍ଭ ହୋଇ ରାତିରେ ଅନବସର ଘରକୁ ପହଣ୍ଡିବିଜେ ପର୍ଯ୍ୟନ୍ତ ସୁରୁଖୁରୁରେ
Read More...

ପଶ୍ଚିମ ଓଡିଶା ସାାଂସ୍କୃତିକ ପରିଷଦ ରାଉରକେଲା ଦ୍ୱାରା ଗୃହ ସୁରକ୍ଷା ସଚେତନତା କର୍ମଶାଳା

ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ରାଉରକେଲା ଓ ଦୀପିକା ଇଂରାଜି ମାଧ୍ୟମ ବିଦ୍ୟାଳୟ ସହଯୋଗ ଦ୍ଵାରା ଦୀପିକା ଇଂରାଜୀ ମାଧ୍ୟମ ବିଦୟାଳୟର ଲାଇବ୍ରେରୀ କକ୍ଷରେ ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦର ଗୃହୀଣିମାନଙ୍କ ଓ ବିଦ୍ୟାଳୟର ଶିକ୍ଷୟତ୍ରୀମାନଙ୍କ ପାଈଁ
Read More...

ସ୍ୱର୍ଗତ ନିତ୍ୟାନନ୍ଦ ନାୟକଙ୍କ କାବ୍ୟାକୃତି କଳିଙ୍ଗର ବୀରାଙ୍ଗନା ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣେ ଜଣାଶୁଣା ସାହିତ୍ୟିକ, କବି ନିତ୍ୟାନନ୍ଦ ନାୟକ (କାଶ୍ୟପ)ଙ୍କ ବିୟୋଗ ପରେ, ତାଙ୍କର ଗଙ୍ଗାଭୋଜି ଅବସରରେ ତାଙ୍କ ଦ୍ୱାରା ରଚିତ କାବ୍ୟାକୃତି "କଳିଙ୍ଗର ବୀରାଙ୍ଗନା" ସେକ୍ଟର ୧୮ ସ୍ଥିତ ସୋସିଆଲ ହୋମଠାରେ ଉନ୍ମୋଚିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ
Read More...