Browsing Tag

rourakela news

ବିଧାୟକ ଦୁର୍ଗା ତନ୍ତୀଙ୍କ ଦ୍ୱାରା ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଉଦ୍‌ଘାଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରର ସେକ୍ଟର-୧୫/୧୬ ନିକଟରେ ଥିବା ତୁମକେଲା ବସ୍ତିରେ ରହୁଥିବା ଲୋକମାନେ ଶୁଦ୍ଧ ପାନୀୟ ଜଳ ଟୋପାଏ ପାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଆସୁଥିଲେ । ତେବେ ଦୁର୍ଗା ଚରଣ
Read More...

ବାସନ୍ତୀ ସାଂସ୍କୃତିକ ପରିଷଦର ୪୧ ତମ ବାର୍ଷିକଉତ୍ସବ ଓ ରଜଉତ୍ସବ ପାଳନ

ମଞ୍ଚସ୍ଥ ହେଲା ନାଟକ ହେଲୋ ନୀଲେଶ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ବାସନ୍ତୀ ସାଂସ୍କୃତିକ ପରିଷଦର ୪୧ ତମ ବାର୍ଷିକଉତ୍ସବ ଓ ରଜଉତ୍ସବ ୨୦୨୬ ମହାସମାରୋହରେ ପାଳିତ ହୋଇଯାଇଛି । ତ୍ରିଦିବସୀୟ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ
Read More...

ମା’ ଭୁବନେଶ୍ୱରୀ ମନ୍ଦିରରେ ଶିବ ବିବାହ ଓ ଶୀତଳଷଷ୍ଠୀ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଫେଜ ୨ରେ ଥିବା ମା' ଭୁବନେଶ୍ୱରୀ ମନ୍ଦିର ଠାରେ ଚଳିତ ବର୍ଷ ଶିବଙ୍କର ୨୧ତମ ବିବାହ ବାର୍ଷିକୀ ଓ ଶୀତଳଷଷ୍ଠୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଶିବଙ୍କର ପିତା ମାତା ଭାବେ ସେକ୍ଟର ୯ର ବାସିନ୍ଦା ପ୍ରସନ୍ନ କୁମାର ବେହେରା ଓ
Read More...

ବସ୍ତିଆ ସ୍ମୃତି ସଦନରେ ଚାଲୁଥିବା ମହିଳା ଭଲିବଲ ଓ ଯୋଗର ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦଯାପିତ

ପ୍ରଶିକ୍ଷଣ ନେଉଥିବା ଛାତ୍ରୀମାନଙ୍କୁ ଏକାଗ୍ରତା ଓ ଲକ୍ଷ୍ୟ ନେଇ ଖେଳିବା ପାଇଁ ଆହ୍ୱାନ ଦେଲେ ବିଧାୟକ ସାରଦା ପ୍ରସାଦ ନାୟକ ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୬ ସ୍ଥିତ ବସ୍ତିଆ ସ୍ମୃତି ସଦନରେ ଚାଲୁଥିବା ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି ।
Read More...

ୟୁନିଭର୍ସାଲ୍ ଓଡିଶା ପକ୍ଷରୁ ୨୦୨୬ ଜୁନ୍ ୨୭ ଓ ୨୮ରେ ରାଉରକେଲା ଭଞ୍ଜ ଭବନରେ ଅଲ୍-ଓଡିଶା ପ୍ରିମିୟର ସୌନ୍ଦର୍ଯ୍ୟ…

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ଜୁନ୍ ୨୭ ଓ ୨୮ ତାରିଖରେ ୟୁନିଭର୍ସାଲ ଓଡିଶା-୨୦୨୬ ପକ୍ଷରୁ ଏକ ଅଲ୍-ଓଡିଶା ପ୍ରିମିୟର ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଆଜି ହୋଟେଲ ପିୟର୍ଲ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି । ୟୁନିଭର୍ସାଲ ଓଡିଶାର
Read More...

ମୃତ ତୋଫାନଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ଯୋଗାଇଦେଲେ ବିଧାୟକ ଦୁର୍ଗା ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରାଞ୍ଚଳରେ ଥିବା ସେକ୍ଟର-୭ ଥାନା ଅନ୍ତର୍ଗତ ସେକ୍ଟର-୫ ଅଞ୍ଚଳରେ ଥିବା ଗୋଲଘର ନିକଟସ୍ଥ ରାମେଶ୍ୱରପଲ୍ଲୀରେ ରହୁଥିବା ତୋଫାନ ବିନ୍ଧାଣିଙ୍କୁ କେହି ଦୁର୍ବୃତ୍ତତ୍ତ ସେକ୍ଟର,-୬ ସ୍ଥିତ ସରସ୍ଵତୀ ଶିଶୁ ମନ୍ଦିର ପଛପଟେ ଥିବା ଜଙ୍ଗଲରେ ତଂଟି କାଟି
Read More...

ଗରିମା ପରିବାର ଓ ଲାୟନ୍ସ ଇଣ୍ଟରନ୍ୟାସନାଲ ମିଳିତ ସହଯୋଗରେ ରଜ ରାଜକୁମାରୀ ସିଜିନ୍-୫ ଅନୁଷ୍ଠିତ

ବିଶେଷ ଆକର୍ଷଣ ସିନେଷ୍ଟାର ଭୂମିକା ଏବଂ ପୁପିନ୍ଦର ରାଉରକେଲା, (ସସ୍ମିତା ପ୍ରଧାନ) : ଗରିମା ପରିବାର ଏବଂ ଲାୟନ୍ସ ଇଣ୍ଟରନ୍ୟାସନାଲ ରାଉରକେଲା ପକ୍ଷରୁ ରଜ ମଉଜ - ରଜ ରାଜକୁମାରୀ ସିଜିନ ୫ ସ୍ଥାନୀୟ ସିଭିକ ସେଣ୍ଟର୍ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗରିମା ପରିବାରର ପ୍ରତିଷ୍ଠାତା
Read More...

ୟୁନିଭର୍ସାଲ୍ ଓଡିଶା ପକ୍ଷରୁ ଚଳିତ ମାସ ଜୁନ୍ ୨୭ ଓ ୨୮ରେ ରାଉରକେଲା ଭଞ୍ଜ ଭବନରେ ଅଲ୍-ଓଡିଶା ପ୍ରିମିୟର ସୌନ୍ଦର୍ଯ୍ୟ…

ରାଉରକେଲା, (କେପିଏନ୍‌ଏସ୍‌) : ଚଳିତ ଜୁନ୍ ୨୭ ଓ ୨୮ ତାରିଖରେ ୟୁନିଭର୍ସାଲ ଓଡିଶା-୨୦୨୬ ପକ୍ଷରୁ ଏକ ଅଲ୍-ଓଡିଶା ପ୍ରିମିୟର ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ହୋଟେଲ ପିୟର୍ଲ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି ଯେ, ୟୁନିଭର୍ସାଲ୍ ଓଡିଶା ୨୦୨୬
Read More...

କୁଆରମୁଣ୍ଡା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

ରାଉରକେଲା, (କେପିଏନ୍‌ଏସ୍‌) : କୁଆରମୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ସୁରଜ ପଟ୍ଟନାୟକ ଓ ସୁନ୍ଦରଗଡ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ କୌର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ ।
Read More...

ଆସନ୍ତା ୨୨ ରାଉରକେଲାରେ ପ୍ରଦର୍ଶିତ ହେବ ଓଡ଼ିଆ ଚଳଚ୍ଚିତ୍ର ଜଙ୍ଗଲ ଜଲୁଛେ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ନୂଆ ସଂଯୋଜନ ଭାବେ ଏସସିଟିଏସ୍ ପ୍ରଡକ୍ସନର ପ୍ରଥମ ଅବଦାନ ମା' ମାଟିର କଥା ଆଧାରିତ ଚଳଚ୍ଚିତ୍ର "ଜଙ୍ଗଲ ଜଲୁଛେ" ଆସନ୍ତା ୨୨ ଜୁନ ୨୦୨୬ ତାରିଖରେ ରାଉରକେଲା ସ୍ଥିତ କ୍ରସ ମଲର ସିନେ କାର୍ଣ୍ଣିଭାଲ ଠାରେ ଅପରାହ୍ନ ୨.୩୦
Read More...