ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ପକ୍ଷରୁ ‘ଅନୁଦାନ ପରିଚାଳନା’ ସେମିନାର ଅନୁଷ୍ଠିତ
ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀର ଅନୁଦାନ ପରିଚାଳନା ଓ ପ୍ରକଳ୍ପ ପ୍ରଭାବକୁ ସୁଦୃଢ଼ କରିବା ଲକ୍ଷ୍ୟରେ “ଅନୁଦାନ” ଥିମରେ ଗ୍ରାଣ୍ଟ ମ୍ୟାନେଜମେଣ୍ଟ ସେମିନାର ଆଜି ରାଉରକେଲା କ୍ଲବରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଜୀକରଣ ପରେ ପୂର୍ବାହ୍ନରେ ଉଦଘାଟନୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।!-->…
Read More...
Read More...