Browsing Tag

rayagada news

ସାବଧାନ, ଇୟର୍‌ ଫୋନ୍‌ ଯୋଗୁଁ ଚାଲି ଯାଉଛି ଅମୂଲ୍ୟ ଜୀବନ : ଇୟର୍ ଫୋନ୍ ଲଗାଇ ଗୀତ ଶୁଣିବା ସମୟରେ ମାଡିଗଲା ଟ୍ରେନ୍,…

ରାୟଗଡ଼ା, (କେପିଏନ୍‌ଏସ୍‌) : ସାବଧାନ, ଇୟର୍‌ ଫୋନ୍‌ ଯୋଗୁଁ ଚାଲି ଯାଉଛି ଅମୂଲ୍ୟ ଜୀବନ । ଇୟର୍ ଫୋନ୍ ଲଗାଇ ଗୀତ ଶୁଣିବା ସମୟରେ ମାଡିଗଲା ଟ୍ରେନ୍‌ । ଏଭଳି ‌ସ୍ଥିତିରେ ଜଣେ ଯୁବତୀଙ୍କ ପ୍ରାଣହାନୀ ଘଟିଥିବା ଖବର ମିଳିଛି । ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି ।
Read More...

ପାରିବାରିକ କଳହ ଯୋଗୁଁ ଟ୍ରେନ୍ ଆଗକୁ ପୁଅ ଓ ଝିଅଙ୍କୁ ଠେଲି ବାପା କଲା ଆତ୍ମହତ୍ୟା

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଲକ୍ଷ୍ମୀପୁର ଥାନା ସିଙ୍ଗରାମ ରେଳ ଷ୍ଟେସନ ନିକଟରେ ଘଟିଛି ଏକ ଅଭାବନୀୟ ଘଟଣା । ଟ୍ରେନ୍ ଆଗକୁ ପୁଅ ଓ ଝିଅଙ୍କୁ ଠେଲି ବାପା ଟ୍ରେନରେ ଆତ୍ମହତ୍ୟା କରିଥିବା ସୂଚନାରେ କୁହାଯାଇଛି । ରେଳଧାରଣାରୁ ରେଳବାଇ ପୋଲିସ ପୁଅ, ଝିଅ ଓ ବାପାର ମୃତ ଦେହ ଉଦ୍ଧାର କରି ତଦନ୍ତ
Read More...

ଭୁଷୁଡି ପଡିଲା ହୋଟେଲ : ୨ ଗୁରତର, ବହୁ ସମ୍ପତ୍ତି ନଷ୍ଟ

ରାୟଗଡା : ରାୟଗଡା ଟାଉନ୍‌ ରେ ଥିବା ନିକଟସ୍ଥ ମହାଲକ୍ଷ୍ମୀ ହୋଟେଲ ଭୁଷୁଡି ପଡି ହୋଟେଲ ମାଲିକ ଏବଂ କର୍ମଚାରୀ ଗୁରୁତର ହୋଇଥିବା ଜଣାପଡ଼ିଛି । ସୁଚନା ଅନୁସାରେ ଗତକାଲି ଠୁ ଲାଗି ରହିଥିବା ବର୍ଷା ଯୋଗୁଁ ବିଳମ୍ବିତ ରାତିରେ ହୋଟେଲର କାନ୍ଥ ଭୁଷୁଡି ଯାଇଥିଲା । ଫଳରେ ଗୁଡାଏ ସାମଗ୍ରୀ ନଷ୍ଟ
Read More...

ରାୟଗଡ଼ା ଜିଲ୍ଲା ମହିଳା ବିଜୁ ଜନତା ଦଳର ସମୀକ୍ଷା ବୈଠକ ଅନୁଷ୍ଠିତ

ଗୁଣୁପୁର, (ନବୀନ ଚନ୍ଦ୍ର ନାୟକ) : ରାୟଗଡ଼ା ଜିଲ୍ଲା ସଦରମହକୁମା ସର୍କିଟହାଉସ ଠାରେ ଜିଲ୍ଲା ମହିଳା ବିଜୁ ଜନତା ଦଳର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ରାୟଗଡ଼ା ଜିଲ୍ଲା ମହିଳା ବିଜୁ ଜନତା ଦଳର ପର୍ୟ୍ୟବେକ୍ଷିକା ସ୍ନିଗ୍ଧା ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଆସି ସରକାରଙ୍କ ବିଭିନ୍ନ
Read More...