Browsing Tag

rayagada news

ୟୁନିସେଫ୍ ସହଯୋଗରେ ଭାରତ ଜ୍ଞାନ ବିଜ୍ଞାନ ସମିତି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ଦଶଟି ବିଦ୍ୟାଳୟରେ ଜଳ ଓ ପରିମଳ ବ୍ୟବସ୍ଥାର ସୁଧାରୀକରଣ ପାଇଁ ଶିକ୍ଷା ବିଭାଗ ଓ ୟୁନିସେଫ୍ ସହଯୋଗରେ ଭାରତ ଜ୍ଞାନ ବିଜ୍ଞାନ ସମିତି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ଏହି
Read More...

ପାଳଗଦାରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ

ରାୟଗଡ଼ା : ପାଳ ଗଦାରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଲାକରିସ ଗାଁରେ ଏହି ଦୁଃଖଦ ଘଟଣା ଘଟିଛି । ଦୁଇ ଜଣ ଶିଶୁ ହେଳେ ୫ ବର୍ଷର କୁମାରୀ ମାଝୀ ଏବଂ ୩ ବର୍ଷର ବିଦ୍ୟା ମାଝୀ । ମିଳିଥିବା ସୂଚନା ଅନୁସାରେ ଗୁରୁବାର ମଧ୍ୟାହ୍ନ ସମୟରେ ଦୁର୍ଯ୍ୟୋଧନ
Read More...

ଓଲଟିଲା ବସ୍‌ : ଜଣେ ମୃତ, ୯ ଗୁରୁତର

ରାୟଗଡ଼ା : ଗତକାଲି ରାତିରେ ବସ୍‌ ଦୁର୍ଘଟଣାରେ ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଞ୍ଚଳରେ ବସ୍‌ ଓଲଟି ଜଣେ ଯାତ୍ରୀ ଆଖି ବୁଜିଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଧରି (ଓଡି ଓ୨ ଏସ୍‌ ୨୯୪୮) 'ରଘୁନାଥ' ବସ୍ ଗତକାଲି କଟକରୁ ଜୟପୁର
Read More...

ପୁଣି ଯନ୍ତ୍ରଣାରେ ଜନନୀ, ଖଟିଆରେ ବୁହାହେଲେ ଗର୍ଭବତୀ : ରାସ୍ତା ଖରାପ ଥିବାରୁ ଆସିବାକୁ ମନାକଲା ଆମ୍ବୁଲାନ୍ସ

ରାୟଗଡ଼ା : ଖଟିଆରେ ବୁହାହେଲେ ଗର୍ଭବତୀ । ଗାଁକୁ ଭଲ ରାସ୍ତା ନଥିବାରୁ ୩ କିଲୋମିଟର ଖଟିଆରେ ବୋହିନେଲେ ପରିବାର ଲୋକେ । ରାୟଗଡ଼ା କାଶିପୁର ବ୍ଲକ ବଣ୍ଡାଦୋରା ଗାଁର ଲକ୍ଷ୍ମୀ ମାଝିଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ପରିବାର ଲୋକ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସଟି ଗର୍ଭବତୀଙ୍କୁ
Read More...

ହୁ ହୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରକ

ରାୟଗଡା : ହୁ ହୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରକ ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଟ୍ରକଟି ବିଶାଖାପାଟଣାରୁ କୋଇଲା ନେଇ ରାୟଗଡାକୁ ଆସୁଥିବା ବେଳେ ପ୍ରତାପପୁର ନିକଟରେ ଆଜି ସକାଳେ ଟ୍ରକଟିରେ ନିଆଁ ଲାଗି ଯାଇଥିବା ଦେଖି ଡ୍ରାଇଭର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ
Read More...

ରାୟଗଡାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ : ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଲେ ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ

ରାୟଗଡା, (କେପିଏନ୍‌ଏସ୍‌) : ରାୟଗଡାରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ମନ୍ତ୍ରୀ
Read More...

କୋଭିଡ ଟୀକା ନେଲେ ସିଡିଏମଓ

ରାୟଗଡା : କୋଭିଡ ବିରୋଧରେ ଚାଲିଥିବା ଟୀକା ଅଭିଯାନରେ ସାମିଲ ହୋଇଛନ୍ତି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ) ଡାକ୍ତର ଆର୍ତ୍ତବନ୍ଧୁ ନାୟକ । ନିଜେ ଟୀକା ନେଇ ସେ ଅନ୍ୟ ଅନ୍ୟମାନଙ୍କୁ ଉତ୍ସାହିତ କରିଛନ୍ତି । ରାୟଗଡ଼ା ଜିଲ୍ଲାରେ ୮୦୩୮ ଯୋଦ୍ଧାଙ୍କୁ ଟୀକା ଦେବା ପାଇଁ
Read More...

ଭାରସାମ୍ୟ ହରାଇ ଓଲଟି ପଡିଲା କପା ବୋଝେଇ ଟ୍ରାକ୍ଟର : ୨ମୃତ, ୨ ଗୁରୁତର

ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟି ପଡିଲା କପା ବୋଝେଇ ଟ୍ରାକ୍ଟର ଫଳରେ ୨ମୃତ, ୨ ଗୁରୁତର ବୋଲି ଖବର ମିଳିଛି । । ସୂଚନା ଯୋଗ୍ୟ ଯେ, ବିଳମ୍ବିତ ରାତିରେ ଟ୍ରାକ୍ଟରଟି ମାଝିଗୁଡା ଗାଁରୁ ପାଖରେ ଥିବା ବେଲକଣା ଗାଁକୁ ଯାଉଥିଲା । କିନ୍ତୁ ରାସ୍ତାରେ ମାତ୍ରାଧିକ ଲୋଡ଼ ଯୋଗୁଁ ଟ୍ରାକ୍ଟରଟି
Read More...

ଏସ୍‌ଟିଏଫ୍‌କୁ ମିଳିଲା ବଡ଼ ସଫଳତା : ଗଞ୍ଜେଇ ଧରିବାକୁ ଯାଇ ଜବତ କଲେ ଦେଢ଼ କୋଟିର ରତ୍ନପଥର

ରାୟଗଡ଼ା : ଏସ୍‌ଟିଏଫ୍‌କୁ ମିଳିଛି ବଡ଼ ସଫଳତା । ଗଞ୍ଜେଇ କାରବାରର ତଦନ୍ତ ପାଇଁ ଯାଇଥିବା ବେଳେ ମିଳିଲା ୨୦ ପ୍ରକାରର ୧୫୧ କେଜି ରତ୍ନ ପଥର । ଏହାର ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି । ସୂଚନା ଅନୁସାରେ ରାୟଗଡ଼ା ସହରର ଭିଆଇପି ରୋଡ୍‌ରେ ଥିବା ଜଗନ୍ନାଥ
Read More...

ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ପାଳନ ଚଳିତ ମାସ ୮ ତାରିଖ ପର୍ଯ୍ୟନ୍ତ ଚାଲିବ

ରାୟଗଡା : ପ୍ରତିବର୍ଷ ପାଳନ କରନ୍ତି ମାଓବଦୀମାନେ ପିଏଲଜିଏ ସପ୍ତାହ । ଚଳିତ ବର୍ଷ ଗତ ୨ ତାରିଖରୁ ଆରମ୍ଭ ହୋଇଛି ଓ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଳୁ ରହିବ ବୋଲି କୁହାଯାଇଛି । ଏହା ପୂର୍ବରୁ ମାଓବାଦୀମାନେ ପାର୍ଶଲିଠାରେ ପୋଷ୍ଟର ମାରି ଏହି ସପ୍ତାହ ପାଳନ କରିବେ ବୋଲି ଆହ୍ୱାନ ଦେଇଥିଲେ ।
Read More...