Browsing Tag

puintala news

ବିଦେଶୀ ମଦ ବିକ୍ରି ସମୟରେ ମାଡି ବସିଲା ପୁଲିସ

ପୁଇଁତଲା, (ଦେବାଶିଷ ମିଶ୍ର) : ପୁଇଁତଲା ଥାନାର ପେଟ୍ରୋଲିଂ ଟିମ୍ ପୁଡାପାଲିଠାରେ ବିଦେଶୀ ମଦ ବିକ୍ରି କରୁଥିବା ସମୟରେ ଜଣେ ଅଭିଯୁକ୍ତକୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ଜଣକ ଔରଙ୍ଗାବାଦ (ବିହାର) ନିବାସୀ ଗୌରବ କୁମାର ଗୁପ୍ତା ହୋଇଥିବା ବେଳେ ​ତଲାସି ସମୟରେ ଅଭିଯୁକ୍ତଙ୍କ ପାଖରୁ ମୋଟ
Read More...

ଭାଗବତ କଥା ଜ୍ଞାନଯଜ୍ଞ ସମାପନ

ପୁଇନ୍ତଲା, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ବୁବେଲ ସ୍ଥିତ ମହିମା ରାଇସ୍ ମିଲ୍ ଠାରେ ଚଳିତ ୧୦ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ବ୍ୟାସ ସରୋଜ କୁମାର ବେଦବାକ୍‌ଙ୍କ ଦ୍ଵାରା ସୁମଧୁର ବାଣୀରେ ଭାଗବତ ପାଠ କରାଯାଇଥିଲା । ଗୁରୁପ୍ରସାଦ ମିଶ୍ରଙ୍କ ଦ୍ଵାରା ସାତଦିନ ଧରି ପଠନ, ପ୍ରବଚନ, ପୂଜା
Read More...

ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା

ପୁଇଁତଲା, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଗଇନ୍ତଲାପଡିଆଠାରେ ପୁଇଁନ୍ତଲା ବ୍ଲକର ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁଇନ୍ତଲା ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତରୁ ୫୦୦ ରୁ ଅଧିକ ମତ୍ସ୍ୟଜୀବୀ ଏବଂ ପ୍ରାଣୀପାଳକ ତଥା ସ୍ଵୟଂ ସହାୟକ ଗୋଷ୍ଠୀ ଦଳର ମାଁ
Read More...

ପୁଇଁତଲା ବ୍ଲକ ସ୍ତରୀୟ ଫୁଟବଲ ଚୟନ ଶିବିର

"ଫୁଟବଲ ଖେଳ ଆମକୁ ଏକତା ଶିକ୍ଷା ଦିଏ" ପୁଇଁତଲା, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡ଼ା ଖେଳ ପଡିଆ ଠାରେ ୧୭ବର୍ଷରୁ କମ ବାଳକ ଓ ବାଳିକା ମାନଙ୍କର ବ୍ଲକ ସ୍ତରୀୟ ଫୁଟବଲ ଖେଳାଳି ଚୟନ ଶିବିର ଅନୁଷ୍ଠିତ ହୋଇଥିଲା । ବ୍ଲକର ୪ଟି ଜୋନ ବିଲେଇସର୍ଡା, ବହଲପଦର,
Read More...

ପୁଇଁତଲା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ

ପୁଇଁତଲା, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଅଟଗାଁ ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁଇଁତଲା ବ୍ଲକ ଶିକ୍ଷା ଅଧିକାରୀ ରତ୍ନମୟୀ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ସବ୍‌ କଲେକ୍ଟର
Read More...

ମହିମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୩୫ତମ ପ୍ରତିଷ୍ଠା ଦିବସ ପାଳିତ

ପୁଇଁତଲା : ପୁଇଁତଲା ବ୍ଲକ ଅନ୍ତର୍ଗତ ମହିମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହିମୁଣ୍ଡା ୧୯ ସେପ୍ଟେମ୍ବରରେ ତାର ୩୫ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଅନୁଷ୍ଠାନର ମୁଖ୍ୟ ଦୁର୍ଯ୍ୟୋଧନ ପ୍ରଧାନଙ୍କ ସଭାପତିତ୍ୱରେ ପ୍ରତିଷ୍ଠାତା ସଦସ୍ୟ ରମାରଞ୍ଜନ ପଧାନ, ଲୋକନାଥ ପ୍ରଧାନ, ରାମ ପ୍ରସାଦ
Read More...

ବିଶ୍ଵକର୍ମା ପୂଜା ପାଳିତ

ପୁଇଁତଲା, (ରାଜେଶ ଦଣ୍ଡସେନା) : ଟିପିଡବ୍ଲୁଓଡିଏଲ୍‌ର ଆର୍‌ଇସି ସେକ୍ସସନ ପୁଇଁତଲା ଗ୍ରୀଡ଼ରେ ମହା ସମାରୋହରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ଏଥିରେ ଆର୍‌ଇସି ସେକ୍ସନର ସେକ୍ସସନ ଅଫିସର ରିଆଜୁଲା ହକ, କମରସିଆଲ ଜେଇ ମନୋଜ କୁମାର ପାତ୍ର, ତଥା ବରିଷ୍ଠ ଲାଇନମେନ ପବିତ୍ର ଖୁଣ୍ଟିଆ,
Read More...

ମଲମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୭୯ତମ ସ୍ଵାଧୀନତା ଦିବସ ପାଳନ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୯ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନନ୍ଦଲାଲ ସେଠ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି
Read More...

ପୁଇଁନ୍ତଲା ବ୍ଲକ ସ୍ତରୀୟ ଶିକ୍ଷଣ ଉପକରଣ ପ୍ରସ୍ତୁତି କର୍ମଶାଳା

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ତିନି ଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାର ଉଦଘାଟନୀ ସଭାରେ ରତ୍ନମୟୀ ପୁରୋହିତ, ଗୋଷ୍ଠୀ ଶିକ୍ଷା ଅଧିକାରିଣୀ,
Read More...

ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ

ପୁଇଁନ୍ତଳା, (କେପିଏନ୍‌ଏସ୍‌) : ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ପିପଲବାହାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ପ୍ରମୋଦ କୁମାର ପଟେଲଙ୍କ ତତ୍ତ୍ୱାବଧାନରେ କ୍ଲଷ୍ଟର
Read More...