Browsing Tag

patanagarh news

ଶୁକ୍ରୁ ସୁନାନୀ ବାଲିଖମାର ଗ୍ରା.ପ. ସମିତି ସଭ୍ୟ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ

ପାଟଣାଗଡ, (କେପିଏନ୍‌ଏସ୍‌) : ଶୁକ୍ରୁ ସୁନାନୀ ବେଲପଡା ବ୍ଲକ ବାଲିଖମାର ଗ୍ରା.ପ. ସମିତି ସଭ୍ୟ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବେଲପଡା ବ୍ଲକ ବିଡିଓ ଭିକ୍ଟର ସୋରେନଙ୍କ ଠାରେ ସେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡିଛି ।
Read More...

ପାଟଣାଗଡ଼ : ଦ୍ଵିତୀୟ ଦିନରେ ଜିଲ୍ଲା ପରିଷଦ ନାମାଙ୍କନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀ ନେଲେ ୧୭ ଗୋଟି ଫର୍ମ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡରେ ହେବାକୁ ଯାଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମଙ୍ଗଳବାର ଦ୍ଵିତୀୟ ଦିନରେ ଜିଲ୍ଲା ପରିଷଦ ପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଫିଜ୍ ଦାଖଲ କରି ୧୭ ଗୋଟି ଫର୍ମ ନେଇଥିବା ବେଳେ…
Read More...

ପାଟଣାଗଡ଼ ଜିଲ୍ଲା ପରିଷଦ ନାମାଙ୍କନ ପାଇଁ ୩ଟି ଦଳର ପ୍ରାର୍ଥୀ ନେଲେ ୭ ଗୋଟି ଫର୍ମ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡରେ ହେବାକୁ ଯାଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାର ପ୍ରଥମ ଦିନରେ ଜିଲ୍ଲାପରିଷଦ ପାଇଁ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଫିଜ୍ ଦାଖଲ କରି ୭ ଗୋଟି ଫର୍ମ ନେଇଥିବା ବେଳେ କଂଗ୍ରେସ…
Read More...

ପଂଚାୟତ ସଂରକ୍ଷଣରୁ ବାଦ ପ୍ରତିବାଦରେ କେନ୍ଦୁମୁଣ୍ଡି ପଂଚାୟତରେ ତାଲା ପକାଇଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ

ପାଟଣାଗଡ଼, (ଗୋରେଖନାଥ ବରିହା) : ପଂଚାୟତ ନିର୍ବାଚନରେ ଆଦିବାସୀମାନଙ୍କୁ ସଂରକ୍ଷଣରୁ ବାଦ ଦେଇଥିବା ପ୍ରତିବାଦରେ ଆଜି ପାଟଣାଗଡ ବ୍ଲକର ପ୍ରାୟ ୩୦ଟି ପଂଚାୟତକୁ ଗଣ ଧାରଣା ସମେତ ଆଜି କେନ୍ଦୁମୁଣ୍ଡି ଘୁଛେପାଲି ଏବଂ ମୁଣ୍ଡମହୁଲ ପଂଚାୟତରେ ଗଣ ଧାରଣା ଆଦିବାସୀ କଲ୍ୟାଣ ସଂଘ ସରକାର…
Read More...

ସଂରଣକ୍ଷରୁ ବାଦ ପ୍ରତିବାଦରେ ଗେର୍ଡା ପଞ୍ଚାୟତରେ ତାଲା : ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣରୁ ବାଦ ଦେଇଥିବା ପ୍ରତିବାଦରେ ଆଜି ପାଟଣାଗଡ଼ ବ୍ଲକର ଗେର୍ଡା ପଞ୍ଚାୟତରେ ତାଲା ପକାଇଛି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ । ସରକାର ଆଦିବାସୀଙ୍କ ରାଜନୈତିକ ସଂରକ୍ଷଣ ପଦବୀ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ ଓ…
Read More...

ଯୋଗୀମୁଣ୍ଡା ଏସ୍‌ଏମ୍‌ସି ଚାଉଳ ଗୋଦାମରେ ଚଢାଉ : ୧୬ ଶହ ୪୦ ପ୍ୟାକେଟ ଚାଉଲ ଗଚ୍ଛିତ ଥିଲା

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ଯୁଗୀମୁଣ୍ଡାଠାରେ ଥିବା ଏସ୍‌ଏମ୍‌ସି ଚାଉଳ ଗୋଦାମ ଉପରେ ଯୋଗାଣ ବିଭାଗର ଚଢାଉ କରିଥିଲା । ଏହି ଚଢାଉରେ ଉକ୍ତ ଗୋଦାମରେ ୧୬ ଶହ ୪୦ ପ୍ୟାକେଟ ଚାଉଲ ଗଚ୍ଛିତ ଥିବା ପାଟଣାଗଡ଼ ସପଲାଏ ଇନ୍‌ସ୍ପେକ୍ଟର ରାଜାରାମ…
Read More...

ଅଦିନିଆ ବର୍ଷା ଓ ମେଘୁଆ ପାଗ ଯୋଗୁଁ ପରିବା ଚାଷ ନଷ୍ଟ : ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଗତ ଜାନୁୟାରୀ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ତିନି ଧରି ଅଦିନିଆ ବର୍ଷା ହେବା ଫଳରେ ବ୍ୟାପକ ମାତ୍ରାରେ ଟମାଟୋ, କୋବି, ବାଇଗଣ, ସୋରିଷ, ଆଳୁ, ଝୁଡଙ୍ଗ ଆଦି ପନିପରିବା ଫସଲ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପାଟଣାଗଡ଼ ଉପଖଣ୍ଡ ବେଲପଡା…
Read More...

ରୁଗ୍‌ଣ ନିମ୍ନ ପ୍ରାଥମିକ ବିଦ୍ୟାଳୟ ପ୍ରତି ପ୍ରଶାସନର ଦୃଷ୍ଟି ପଡିବ କେବେ ?

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଥିବା ବେଳେ ଏହି ସ୍ଥଳେ ଆଜି ବି ନିମ୍ନ ପ୍ରାଥମିକ ବିଦ୍ୟାଳୟରେ ଚାଲିଥିବା ଶିକ୍ଷା ବ୍ୟବସ୍ଥା ପ୍ରତି ଉପହାସ ସୃଷ୍ଟି କରୁଛି । ଏପରି ଏକ ଦୃଷ୍ଟାନ୍ତ…
Read More...

ନିର୍ବାଚନ ସମୟରେ ୩ ବର୍ଷରୁ ଅଧିକ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଜିଲ୍ଲାପାଳ କେବେ ବଦଳି କରିବେ ?

ପାଟଣାଗଡ଼, (ଗୋରେଖନାଥ ବରିହା) : ଏବେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି । ତେବେ କିଛି ଅଧିକାରୀ ୩ ବର୍ଷ କ'ଣ ୧୦/୧୫ ବର୍ଷ ଧରି ପାଟଣାଗଡ଼ ଉପଖଣ୍ଡ ବେଲପଡା, ଖପ୍ରାଖୋଲ ଆଦି ବ୍ଳକର ବିଭିନ୍ନ ବିଭାଗରେ ଗୋଟିଏ ସିଟ୍‌ରେ ରହିଲେଣି । ଏହି…
Read More...

ଆସନ୍ତା ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ହରିଶଙ୍କରରେ ଦେବ ଦର୍ଶନ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆସନ୍ତା ୧୪ରୁ ୧୭ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବ ହରିଶଙ୍କରରେ ଦେବ ଦର୍ଶନ । ଏ ନେଇ ପାଟଣାଗଡ ଉପଜିଲ୍ଲାପାଳ ତଥା ପାଟଣାଗଡ଼ ଦେବୋତ୍ତର ବିଭାଗର କାର୍ୟ୍ୟନିର୍ବାହୀ ଅଧିକାରୀ ଏକ ଆଦେଶନାମା ଜାରି କରିଛନ୍ତି । ଜିଲ୍ଲାରେ ବଢ଼ି ଚାଲିଥିବା କରୋନା ସଂକ୍ରମଣକୁ…
Read More...