Browsing Tag

patanagarh news

ପାଟଣାଗଡ କେନ୍ଦୁପତ୍ର କର୍ମଚାରୀଙ୍କ ବୈଠକ : କେନ୍ଦୁପତ୍ର ଅଧିକ ଉତ୍ପାଦନ କରିବା ପାଇଁ ଯତ୍ନଶୀଳ ହେବାକୁ ନିଷ୍ପତ୍ତି

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ କେନ୍ଦୁପତ୍ର ରେଞ୍ଜ ବିଭାଗର କର୍ମଚାରୀମାନଙ୍କୁ ନେଇ ଏକ ସାଧାରଣ ବୈଠକ ରେଞ୍ଜ ଅଫିସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଟଣାଗଡ଼ ଡିଏଫ୍‌ ଓ ସୁରେଶ ସେଠୀ ଯୋଗ ଦେଇ ଚଳିତ ବର୍ଷ କିପରି ଭାବରେ କିପରି ଭାବେ କେନ୍ଦୁପତ୍ରରେ ଅଧିକ ପତ୍ର…
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀଙ୍କୁ ନେଇ ସଚେତନତା ବୈଠକ ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀଙ୍କୁ ନେଇ ବ୍ଲକ ପ୍ରଶାସନ ତରଫରୁ ବ୍ରହ୍ମପୁରାସ୍ଥିତ ସୁରନ୍ଦ୍ର ଭବନଠାରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ ବିଡିଓ ତଥା ବ୍ଲକ ନିର୍ବାଚନ ଅଧିକାରୀ ନୀଳମାଧବ ସୁନାଙ୍କ ତତ୍ୱାବଧାନରେ ଆୟୋଜିତ…
Read More...

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଏନ୍‌ଏସି ୱାଡ ନମ୍ବର ୧ ଅନ୍ତର୍ଗତ ଭାଟିଶାଳପଡାର ଜଣେ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମୃତକ ଜଣକ ପଙ୍କଜ ମେହେର(୩୬) ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତକାଲି ରାତିରେ ହିଟରରେ ପାଣି ଗରମ କରୁଥିବା ସମୟରେ…
Read More...

କେନ୍ଦୁପତ୍ର କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଡ଼ିଏଫ୍‌ଓଙ୍କ ସହିତ ପଶ୍ଚିମାଞ୍ଚଳ କେନ୍ଦୁପତ୍ର…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ କେନ୍ଦୁପତ୍ର ଡିଭିଜନରେ ନୂତନ ଭାବେ ଯୋଗଦେଇଥିବା ଡ଼ିଏଫ୍‌ଓଙ୍କ ସହିତ ପଶ୍ଚିମାଞ୍ଚଳ କେନ୍ଦୁପତ୍ର କର୍ମଚାରୀ ସଂଘର ସୌଜନ୍ୟମୂଳକ ସାକ୍ଷାତକାର ସମୟରେ କେନ୍ଦୁପତ୍ର କର୍ମଚାରୀମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଆଲୋଚନା ହୋଇଥିଲା । ସେଗୁଡିକ…
Read More...

ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ରମାଇଁ ହାଇସ୍କୁଲ ଖେଳ ପଡିଆ ପରିସରରେ କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି । ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠି ମୁଖ୍ୟ ଅତିଥି, ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା, ସହକାରୀ…
Read More...

ରେଙ୍ଗାଲଜୁରୀ ଜୟତରୁଣ ଯୁବକ ସଂଘ ପକ୍ଷରୁ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭାତୃଭାବ ରଖି ଗାଁ ଓ ଦେଶ ମାତୃକାର ସେବା କରିପାରିଲେ ହିଁ ମହାପୁରୁଷମାନଙ୍କ ସ୍ୱପ୍ନ ସାକାର କରିପାରିବା : ସ୍ଵେଚ୍ଛାସେବୀ ସଞ୍ଜିବ କୁମାର ପୁଟେଲ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମର ଜୟତରୁଣ ଯୁବକ ସଂଘ…
Read More...

ଅଧିକ ସନ୍ତାନ ଥିବା ପିତାମାତାକୁ ନିର୍ବାଚନରୁ ବାଦ ଦେବାକୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ପାଟଣାଗଡ଼, (ଗୋରେଖନାଥ ବରିହା) : ଚଳିତ ପଞ୍ଚାୟତ ନିର୍ବାଚନରେ ପାଟଣାଗଡ଼ ବ୍ଲକ ଫଟାମୁଣ୍ଡା, ତମିଆ, ଖୁଣ୍ଟସମଲେଇ ଆଦି ୩ଟି ପଞ୍ଚାୟତରେ ୩ରୁ ଅଧିକ ପୁଅଝିଅ ଥିବାର ବାପା ମା' ନିର୍ବାଚନ ଲଢ଼ୁଥୁବାରୁ ସେମାନଙ୍କ ନିର୍ବାଚନ ପାର୍ଥୀପତ୍ର ନାକଜ କରିବା ଦାବୀରେ ପାଟଣାଗଡ଼ ବ୍ଲକ କାର୍ଯ୍ୟାଳୟ…
Read More...

ଶେଷ ଦିନରେ ଜିଲ୍ଲା ପରିଷଦ ପାଇଁ ୧୯ ଜଣ ପାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ପାଟଣାଗଡ, (ଗୋରେଖନାଥ ବରିହା) : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ସରଗରମ ହୋଇ ଉଠୁଛି ପାଟଣାଗଡ ଅଚଂଳ । କିନ୍ତୁ ଚଳିତ ବର୍ଷ କୋଭିତ କଟକଣା ଯୋଗୁଁ ସିମିତ ଲୋକଙ୍କୁ ନେଇ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପାଟଣାଗଡ ଉପଖଣ୍ଡର ବେଲପଡା, ଖପ୍ରାଖୋଲ, ପାଟଣାଗଡ ଆଦି ୩ଟି…
Read More...

ପ୍ରଦୀପ ବେହେରା ବାଗଦୋର ସରପଞ୍ଚ ପଦବୀରେ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟୀ

ପାଟଣାଗଡ, (କେପିଏନ୍‌ଏସ୍‌) : ପ୍ରଦୀପ ବେହେରା ବାଗଦୋର ସରପଞ୍ଚ ପଦବୀରେ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟ ହାସଲ କରିଥିବା ଜଣାପଡିଛି । ତାଙ୍କ ବିଜୟ ପାଇଁ ସେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି ।
Read More...

ଦାଏମନୀ ବେହେରା ନୁନହାଡ ପଞ୍ଚାୟତ ସମିତି ସଭ୍ୟ ପଦବୀରେ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟୀ

ପାଟଣାଗଡ, (କେପିଏନ୍‌ଏସ୍‌) : ଦାଏମନୀ ବେହେରା ବେଲପଡା ବ୍ଲକ ନୁନହାଡ ଗ୍ରା.ପ. ସମିତି ସଭ୍ୟ ପଦବୀରେ ଅପ୍ରତିଦ୍ୱନ୍ଦୀ ଭାବେ ବିଜୟ ହାସଲ କରିଥିବା ଜଣାପଡିଛି । ତାଙ୍କ ବିଜୟ ପାଇଁ ସେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି ।
Read More...