Browsing Tag

patanagarh news

ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ମହୁରୁଣ୍ଡିଠାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଗ୍ରାମ ପରିସରରେ ୭୫ତମ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହୁରୁଣ୍ଡି ଗାଁର ଡୋଳାମଣି ଷାଣ୍ଢ, ଅଭିଳାଷ ଭୋଇ, ଛାୟାକାନ୍ତ ଭୋଇ, ରୁପେନ୍ଦ୍ର ମୁଣ୍ଡା, ଜଳନ୍ଦ୍ରର ଲୁହା,…
Read More...

ପିପଲଡାବରରୁ ମଣ୍ଡୋମହୁଲ ପଞ୍ଚାୟତ ପର୍ଯ୍ୟନ୍ତ ରାସ୍ତା ପାଣି କାଦୁଅରେ ପଚ୍‌ପଚ୍‌

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକର ମଣ୍ଡୋମହୁଲ ପଞ୍ଚାୟତକୁ ସଂଯୋଗ କରୁଥିବା ଏହି ରାସ୍ତା ଏବେ ପାଣି କାଦୁଅ ପଚପଚ ହୋଇ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ଏହି ରାସ୍ତା କେବଳ ଚିନ୍ତାଡୁଙ୍ଗୁରୀ ଏବଂ ପିପଲଡାବରରୁ ମଣ୍ଡୋମହୁଲକୁ ସଂଯୋଗ କରିଥାଏ ତାହା ନୁହେଁ, ଏହି ପିପଲଡାବର…
Read More...

ଗନ୍ଧମାର୍ଦ୍ଧନ ପାଦ ଦେଶରେ ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଧନ ପାଦ ଦେଶରେ ଏକ ବିରଳ ପ୍ରଜାତିର ଏଣ୍ଡୁଅ ଦେଖିବାକୁ ମିଳିଛି । ଏଣ୍ଡୁଅର ରଙ୍ଗ ସବୁଜ ହୋଇଥିବା ବେଳେ ଏହା ଖୁବ୍‌ କମ ଦେଖାଯାଏ । ହରିଶଙ୍କର ରେଞ୍ଜର ଗନ୍ଧମାର୍ଦ୍ଧନ ପାଦ ଦେଶର ନନ୍ଦୁପଳା ଗାଁର ପାଖରେ…
Read More...

କାଦୁଅ ପଚ ପଚ ରାସ୍ତା ପାଲଟିଛି ଡିଆଡୁମ୍ବେର ଗ୍ରାମବାସୀଙ୍କ ପାଇଁ ସାହାରା

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁନାମୁଦୀ ଗ୍ରାମ ପଂଚାୟତର ଡିଆଡୁମ୍ବେର ଗାଁରେ ଏଯାଏଁ ନିର୍ମାଣ ହୋଇପାରିନି ରାସ୍ତା । ଏହି ଗାଁର ଲୋକମାନଙ୍କ ପାଇଁ ଏହି କାଦୁଅ ପଚ ପଚ ରାସ୍ତା ହିଁ ସାହାର ପାଲଟିଛି । ଏହି ଗାଁରୁ ଅନେକ…
Read More...

ଗ୍ରାମ ସଭାରେ ସମସ୍ୟା ଉପସ୍ଥାପନ ପାଇଁ ଜନସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକର ବିଭିନ୍ନ ପଞ୍ଚାୟତଗୁଡିକରେ ଗ୍ରାମ ସଭାରେ ସମସ୍ୟା ଉପସ୍ଥାପନ ପାଇଁ ଆଜାଦୀର ଅମୃତ ମହୋତ୍ସବ ପାଳନ ଅବସରରେ ତୃଣମୂଳ ସ୍ତରରେ ଲୋକମାନଙ୍କ ରାଜନୈତିକ ସଶକ୍ତିକରଣ ଏବଂ ଲୋକ ମାନଙ୍କର ମୌଳିକ ସମସ୍ୟାକୁ ଉପସ୍ଥାପନ କରିବା ପାଇଁ ଏକ ପ୍ରୟାସ ଆରମ୍ଭ…
Read More...

ପାଟଣାଗଡ଼ଠାରେ ଅମୃତ ମହୋତ୍ସବ ପାଳନ ସହ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଲାୟନ କ୍ଲବ ଅନୁକୂଲ୍ୟରେ ପାଟଣାଗଡ଼ଠାରେ ଅମୃତ ମହୋତ୍ସବ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପଞ୍ଚମୂଖୀ ହନୁମାନ ମନ୍ଦିରଠାରୁ ହାତରେ ତ୍ରିରଙ୍ଗା ଧରି ଶତାଧିକ ଜନସାଧାରଣ ଏକ ଶୋଭାଯାତ୍ରାରେ ବାହାରି…
Read More...

ଷ୍ଟ୍ରିଟ ଲାଇଟ୍‌ ବ୍ୟବସ୍ଥା ଦାବୀରେ ଏନ୍‌ଏସି ଘେରାଓ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ୱାଡର଼୍ ନଂ ୧ ଭାଟିଶାଳପଡ଼ାବାସୀଙ୍କ ପାଇଁ ଷ୍ଟ୍ରିଟ ଲାଇଟ୍ ବ୍ୟବସ୍ଥା ଦାବୀରେ ଆଜି ଜନମଞ୍ଚ ସିଭିଲ ସୋସାଇଟିର ସଭାପତି ଡିଙ୍ଗର କୁମ୍ଭାରଙ୍କ ନେତୃତ୍ୱରେ ଆଜି ସଂନ୍ଧ୍ୟା ୫ ଘଣ୍ଟା ସମୟରେ ଶତାଧିକ ମହିଳା ପୁରୁଷ…
Read More...

ବେଲପଡାରେ ଗଙ୍ଗାଧର ଜୟନ୍ତୀ ଓ ଆଲୋଚନାଚକ୍ର ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ବେଲପଡା ଆନୁକୂଲ୍ୟରେ ପବିତ୍ର ରକ୍ଷା ବନ୍ଧନ ଓ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସାରସ୍ଵତ ସଭାରେ କଣ୍ଟାବାଞ୍ଜି କେ.ଭି କଲେଜର ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ସଂଜୟ କୁମାର ମିଶ୍ର ମୁଖ୍ୟ…
Read More...

ଦୀପ ତଳ ଅନ୍ଧାର : ସ୍ଵାଧୀନତାର ୭୫ ବର୍ଷ ପରେ ବି ମୌଳିକ ସୁବିଧାରୁ ବଞ୍ଚିତ ଅତିଥିପଡା ବାସିନ୍ଦା

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ବର୍ଥଲା ପଞ୍ଚାୟତ ପାଟଣାଗଡ଼ରୁ ହରିଶଙ୍କର ଯିବା ରାସ୍ତାରେ ପଢୁଥିବା ଅତିଥିପଡ଼ା ସ୍ୱାଧୀନତାର ୭୫ ବର୍ଷ ବିତିବାକୁ ଯାଉଥିବା ବେଳେ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ଥିବା ନେଇ ବାରମ୍ବାର ବ୍ଲକ ପ୍ରଶାସନକୁ ପଡ଼ା ବାସିନ୍ଦା ଅଭିଯୋଗ କରି…
Read More...

ପାଟଣାଗଡ ଥାନାରେ ରାକ୍ଷୀ ବାନ୍ଧିଲେ ନାଇସ କିଡସ୍‌ ଇଣ୍ଟର୍‌ନ୍ୟାସନାଲ୍‌ ସ୍କୁଲର କୁନିକୁନି ଛାତ୍ରଛାତ୍ରୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ସକାଳ ୧୦ଟା ସମୟରେ ନାଇସ କିଡସ୍‌ ଇଣ୍ଟର୍‌ନ୍ୟାସନାଲ୍‌ ସ୍କୁଲର କୁନିକୁନି ଛାତ୍ରଛାତ୍ରୀମାନେ ପାଟଣାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ଏସଡିପିଓ ଜ୍ୟୋର୍ତିମୟ ଭୁକ୍ତାଙ୍କୁ ଛାତ୍ରୀମାନେ ରାକ୍ଷୀ ବାନ୍ଧିଥିଲେ ।…
Read More...