ଅମୃତ କଳସ ସୁନା ଦୋକାନରେ ଡକାୟତି ଘଟଣା : ୪ ଡକାୟତଙ୍କୁ କୋର୍ଟ ଚାଲାଣ, ମାଷ୍ଟର ମାଇଣ୍ଡ ସହ ୩ ଫେରାର
ପାଟଣାଗଡ଼, (ଗୋରେଖନାଥ ବରିହା) : ଗତ ଅଗଷ୍ଟ ୫ ତାରିଖ ପାଟଣାଗଡ଼ ସହର ମଧ୍ୟସ୍ଥଳୀରେ ଥିବା ଅମୃତ କଳସ ସୁନା ଦୋକାନରୁ ୬ ଜଣ ବନ୍ଧୁକଧାରୀ ଡକାୟତ ସ୍ପଷ୍ଟ ଦିବାଲୋକରେ ଦୋକାନ ମାଲିକ ମୁକେଶ ଜୈନଙ୍କୁ ଗନ ପଏଣ୍ଟରେ ରଖି ପାଖାପାଖି ୨ କେଜି ସୁନା ଓ ୫୦ ହଜାର ଟଙ୍କା ଲୁଟି ନେଇଥିଲେ । ଦିନ!-->…
Read More...
Read More...