Browsing Tag

patanagarh news

ତୁର୍ଲ୍ଲା ଗାଁରେ ପାଟଣାଗଡ଼ ଅବକାରୀ ବିଭାଗର ଚଢ଼ାଉ : ୨୫୫ ଲିଟର ଦେଶୀ ମଦ ଜବତ, ୩ ଗିରଫ

ପାଟଣାଗଡ଼, (ସଦାଶିବ ସରାଫ) : ତୁର୍ଲ୍ଲା ଗାଁରେ ପାଟଣାଗଡ଼ ଅବକାରୀ ବିଭାଗ ଚଢ଼ାଉ କରି ୨୫୫ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ପାଟଣାଗଡ଼ ଅବକାରୀ ବିଭାଗ ତରଫରୁ ଖପ୍ରାଖୋଲ ଥାନା ଅନ୍ତର୍ଗତ
Read More...

ଡାଙ୍ଗବାହାଲ ଗାଁରେ ନିଆରା ଢଙ୍ଗରେ ୭୬ତମ ସ୍ଵାଧୀନତା ଦିବସ ଓ ଆଜାଦୀ କା ଅମୃତ ମହୋତ୍ସବ ପାଳିତ

ଛାତ୍ରଛାତ୍ରୀଙ୍କ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକି ଉଠିଲା ମଞ୍ଚ ପାଟଣାଗଡ଼, (କେପିଏନ୍‌ଏସ୍‌) : ରାଜ୍ୟ ତଥା ସାରା ଦେଶରେ ୭୫ ବର୍ଷ ପୂର୍ତ୍ତି ଅବସର ଆଜାଦୀ କା ଅମୃତ ମହୋତ୍ସବ ଓ ୭୬ତମ ସ୍ଵାଧୀନତା ଦିବସକୁ ମହାଆଡମ୍ବର ପୂର୍ଣ୍ଣ ଭାବରେ ପାଳନ କରାଯାଉଥିବା ବେଳେ ପାଟଣାଗଡ଼
Read More...

ଶିକ୍ଷକ ପଦବୀ ପୂରଣ ଦାବୀ ନେଇ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ସ୍କୁଲ କମିଟି

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଗେର୍ଡା ପଞ୍ଚାୟତର ରେଙ୍ଗାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପଦବୀ ଖାଲିଥିବାରୁ ପାଠପଢ଼ାରେ ନାନା ପ୍ରକାର ଅସୁବିଧା ଦେଖା ଦେଉଥିବା ଅଭିଯୋଗ କରି ଛାତ୍ରଛାତ୍ରୀମାନେ ଆଜି ସ୍କୁଲଗେଟରେ ତାଲା ପକାଇ ବିଭିନ୍ନ ପ୍ରକାର ସ୍ଲୋଗାନ
Read More...

ଅମୃତ କଳସ ସୁନା ଦୋକାନରେ ଡକାୟତି ଘଟଣା : ୪ ଡକାୟତଙ୍କୁ କୋର୍ଟ ଚାଲାଣ, ମାଷ୍ଟର ମାଇଣ୍ଡ ସ‌ହ ୩ ଫେରାର

ପାଟଣାଗଡ଼, (ଗୋରେଖନାଥ ବରିହା) : ଗତ ଅଗଷ୍ଟ ୫ ତାରିଖ ପାଟଣାଗଡ଼ ସହର ମଧ୍ୟସ୍ଥଳୀରେ ଥିବା ଅମୃତ କଳସ ସୁନା ଦୋକାନରୁ ୬ ଜଣ ବନ୍ଧୁକଧାରୀ ଡକାୟତ ସ୍ପଷ୍ଟ ଦିବାଲୋକରେ ଦୋକାନ ମାଲିକ ମୁକେଶ ଜୈନଙ୍କୁ ଗନ ପଏଣ୍ଟରେ ରଖି ପାଖାପାଖି ୨ କେଜି ସୁନା ଓ ୫୦ ହଜାର ଟଙ୍କା ଲୁଟି ନେଇଥିଲେ । ଦିନ
Read More...

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏଲ୍‌ଆଇସି କ୍ରିକେଟ ପକ୍ଷରୁ ଆଜାଦୀ କା ଅମୃତ ମହୋତ୍ସବ ପାଳନ ସହ ୭୬ତମ…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଏଲ୍‌ସି କ୍ରିକେଟ କ୍ଲବ ପକ୍ଷରୁ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କ୍ଲବର ସଦସ୍ୟମାନେ ଉକ୍ତ ବଙ୍ଗଳା ପରିସର ୭୬ତମ ସ୍ଵାଧୀନତା ଦିବସ ପାଳନ କରାଯାଇଥିଲା ଦେଶ ମାତୃକାର
Read More...

ତମିଆଁ ବ୍ରିଜ ଉପରୁ ୨୮୦ ବୋତଲ କଫ ସିରଫ ଜବତ : ଜଣେ ଗିରଫ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ଲରମ୍ଭା ଥାନା ଅନ୍ତର୍ଗତ ତମିଆଁ ବ୍ରିଜଠାରେ ଅବକାରୀ ବିଭାଗ ପକ୍ଷରୁ ଜଣେ ୧୯ ବର୍ଷିଆ ଯୁବକଙ୍କଠାରୁ ୨୮୦ ବୋତଲ ବେଆଇଅନ କଫ ସରିଫ ଜବତ କରିବା ସହ ଯୁବକକୁ ଗିରଫ କରିଛି । ଗରିଫ ହୋଇଥିବା ଯୁବକ ଜଣକ ହେଲେ ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ
Read More...

ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ତରଫରୁ କବିତା ପାଠ ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ପାଟଣେଶ୍ୱରୀ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ପାଟଣାଗଡଠାରେ ସ୍ୱରଚିତ ଦେଶାତ୍ମବୋଧକ କବିତା ପାଠ ଅନୁଷ୍ଠିତ ହୋଇଯାଇଛି । ଆଯୋଜକ ଦିଲ୍ଲୀପ କୁମାର ମିଶ୍ର ଓ ସଂଯୋଜକ ଆଶିଷ କୁମାର
Read More...

କୁତମୁଣ୍ଡାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ଉପଲକ୍ଷେ ବାଇକ ରାଲି ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ପାଟଣାଗଡ଼, (ପୁସ୍ତମ ଯୁଆଡି) : ଆଜି ସାରା ଦେଶରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ହେଉଥିବା ବେଳେ କୁତମୁଣ୍ଡା ଗ୍ରାମର ସ୍ୱେଚ୍ଛାସେବୀ ଯୁବକମାନେ ବି‌ ପଛରେ ନ ରହି ହର ଘର ତ୍ରିରଙ୍ଗା ବାର୍ତ୍ତା ଦେଇ ମୋଟର ସାଇକେଲରେ ଚାରିଗୋଟି ଗ୍ରାମ ପରିକ୍ରମା
Read More...

ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ଦମକିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସବିତା ଭୋଇ ଅମୃତ
Read More...

ପାଟଣାଗଡ଼ ଉପଖଣ୍ଡସ୍ତରୀୟ ୭୬ତମ ସ୍ଵାଧିନତା ଦିବସ ପାଳନ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡସ୍ତରୀୟ ୭୬ତମ ସ୍ଵାଧିନତା ଦିବସ ସ୍ଥାନୀୟ ରମାଇଁ ହାଇସ୍କୁଲ ଖେଳ ପଡିଆଠାରେ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ କୋଭିଡ କଟକଣା ଓ ସାମାଜିକ ଦୂରତା ମଧ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରତ୍ୟୁଷରୁ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ
Read More...