pakka

ଗନ୍ଧମାର୍ଦ୍ଧନ ପାଦ ଦେଶରେ ବିରଳ ପ୍ରଜାତିର ଏଣ୍ଡୁଅ ଉଦ୍ଧାର

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଧନ ପାଦ ଦେଶରେ ଏକ ବିରଳ ପ୍ରଜାତିର ଏଣ୍ଡୁଅ ଦେଖିବାକୁ ମିଳିଛି । ଏଣ୍ଡୁଅର ରଙ୍ଗ ସବୁଜ ହୋଇଥିବା ବେଳେ ଏହା ଖୁବ୍‌ କମ ଦେଖାଯାଏ । ହରିଶଙ୍କର ରେଞ୍ଜର ଗନ୍ଧମାର୍ଦ୍ଧନ ପାଦ ଦେଶର ନନ୍ଦୁପଳା ଗାଁର ପାଖରେ ଏହାକୁ ଦେଖିବାକୁ ପାଇଥିବା ବେଳେ ବନ କର୍ମଚାରୀମାନେ ତାକୁ ଉଦ୍ଧାର କରି ଜଙ୍ଗଲ ଭିତରେ ନେଇ ଛାଡି ଦେଇଥିଲେ । ହରିଶଙ୍କର ରେଞ୍ଜର ଗିରିଧାରୀ ନାଗଙ୍କୁ ପଚାରିବାରୁ ଇଣ୍ଡିଆନ ଚେମିଲିଏନ୍ ପ୍ରଜାତିର ଏଣ୍ଡୁଅ ବୋଲି କହିଛନ୍ତି ।

jay balangir
Leave A Reply

Your email address will not be published.

3 × five =