Browsing Tag

patanagarh news

ଆଭାସୀ ଶୁଣାଣି କାର୍ଯ୍ୟକ୍ରମରେ କିନ୍ନରମାନଙ୍କୁ ଜାଗା ଦେବା ପାଇଁ ପ୍ରତିଶ୍ରୁତି ଦେଲେ ତହସିଲ୍‌ଦାର୍‌

ପାଟଣାଗଡ, (ସଦାଶିବ ସରାଫ) : ପାଟଣାଗଡ ତହସିଲ କାର୍ଯ୍ୟାଳୟ ପରିସର ମଧ୍ୟରେ ଗତକାଲି ଏକ ଆଭାସୀ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଠାରେ କିନ୍ନରମାନଙ୍କୁ ଜାଗା ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ତହସିଲ୍‌ଦାର୍‌ ଲକ୍ଷ୍ମଣ ମାଝି । ଏହି କାର୍ଯ୍ୟକ୍ରମରେ ପ୍ରଥମେ
Read More...

ଧୁଙ୍ଗିଆମୁଣ୍ଡାରେ ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ

ପାଟଣାଗଡ, (ସଦାଶିବ ସରାଫ୍‌) : ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ଅନ୍ତର୍ଗତ ବେହେରାମୁଣ୍ଡା ପଞ୍ଚାୟତର ଧୁଙ୍ଗିଆମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବଲାଙ୍ଗିର ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଜିଲ୍ଲା
Read More...

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ

ପାଟଣାଗଡ, (କେପିଏନ୍‌ଏସ୍‌) : ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ସେଗୁଡିକ ମଧ୍ୟରେ ଜଙ୍ଗଲ ସୀମାନ୍ତ ଗ୍ରାମଗୁଡିକ ମଧ୍ୟରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଜିଲ୍ଲାସ୍ତରରୁ ଗ୍ରାମସ୍ତର ପର୍ଯ୍ୟନ୍ତ ସମ୍ବେଦନଶୀଳ
Read More...

ଅଖିଳ ଭାରତୀୟ ଘୋଷ ଦିବସ ପାଳନ

ପାଟଣାଗଡ଼, (ସଦାଶିବ ସରାଫ) : ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ତରଫରୁ ପାଟଣାଗଡ଼ରେ ପବିତ୍ର ଶିବରାତ୍ରି ଦିନରେ ଅଖିଳ ଭାରତୀୟ ଘୋଷ ଦିବସ ପାଳନ କରାଯାଇଛି । ଏହି ଅବସରରେ ପାଟଣାଗଡ଼ ଗଡ଼ ଭିତରରୁ ଜିଲ୍ଲାସ୍ତରୀୟ ଘୋଷ ବାଦନ ଓ ପଥ ସଞ୍ଚାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରେ ଗଡ଼ ଭିତର
Read More...

ବିଜେଡି ପକ୍ଷରୁ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ

ପାଟଣାଗଡ଼, (ସଦାଶିବ ସରାଫ୍‌) : ୫ କେଜି ଚାଉଳ କାଟିବା ପରେ ତାତିଛି ବିଜେଡି । ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କରି ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟର ଗରିବ ଲୋକମାନଙ୍କ ପାଇଁ
Read More...

ବସ୍-ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ନୁଆପଡା ଗାଁର ଦୁଇ ବନ୍ଧୁ ଏକ ବାହାଘରରେ ଯୋଗ ଦେବାକୁ ଆସୁଥିବା ବେଳେ ପାଟଣାଗଡ଼ ରାମପୁର ପେଟ୍ରୋଲ ପମ୍ପ ନିକଟରେ ଏକ ବସ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ,
Read More...

ସାଲେପାଲିରେ ମାଗଣା ସ୍ଵାସ୍ଥ୍ୟ ଶିବିର

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସାଲେପାଲି ଗାଁର ବିଶିଷ୍ଟ ଧର୍ମ ପରାୟଣା ମହିଳା ସ୍ୱର୍ଗତ ନୁରା ରାଓଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପାଟଣାଗଡ଼ର ମୁମୁର୍ଷ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତାମାନେ
Read More...

ବାନ୍ଧନବାଡି ଓ ରେଙ୍ଗଟାସିଲରେ ଜଙ୍ଗଲ ସୁରକ୍ଷା ଉପରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ, (କେପିଏନ୍‌ଏସ୍‌) : ଧୁବଲପଡା ଗ୍ରାମ ପଞ୍ଚାୟତର ବାନ୍ଧନବାଡି ଓ ରେଙ୍ଗଟାସିଲରେ ପାଟଣାଗଡ ଜଙ୍ଗଲ ବିଭାଗ ପକ୍ଷରୁ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜଙ୍ଗଲରେ କିପରି ନିଆଁ ନଲାଗିବ ତା’ ଉପରେ ଜଙ୍ଗଲ ବିଭାଗର କର୍ମଚାରୀମାନେ ଦାଶକାଠିଆ ମାଧ୍ୟମରେ ଲୋକଙ୍କୁ
Read More...

ଲାୟନ୍ସ ଭୋକେସନାଲ୍‌ ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ସ୍ଥିତ ସର୍ବପୁରାତନ ଘରୋଇ ସ୍କୁଲ ଲାୟନ୍ସ ଭୋକେସନାଲ୍‌ ପବ୍ଲିକ ସ୍କୁଲ ପରିସରରେ ବାର୍ଷିକ କ୍ରୀଡା ଉତ୍ସବ ଦୁଇଦିନ ଧରି ଉତ୍ସାହ ଉଦ୍ଦୀପନାରେ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ଉତ୍ସବକୁ ପ୍ରଥମ ଦିନରେ ସ୍କୁଲର ସଭାପତି ତଥା ଲାୟନ୍ସ କ୍ଲବର
Read More...

ଲାୟନ୍ସ ଭୋକେସନାଲ ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଉଦ୍‌ଘାଟିତ

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ସ୍ଥିତ ସର୍ବପୁରାତନ ଘରୋଇ ସ୍କୁଲ ଲାୟନ୍ସ ଭୋକେସନାଲ ପବ୍ଲିକ ସ୍କୁଲ ପରିସରରେ ବାର୍ଷିକ କ୍ରୀଡା ଉତ୍ସବ ଉତ୍ସାହ ଉଦ୍ଦୀପନା ସହ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡା ଉତ୍ସବକୁ ସ୍କୁଲର ସଭାପତି ତଥା ଲାୟନ୍ସ କ୍ଲବର ସଭାପତି କେଶବ ଛାପାଡ଼ିଆ
Read More...