Browsing Tag

padmapur news

ଆଗାମୀ ବୈଶାଖ ମେଳା ପାଇଁ ସମୀକ୍ଷା ବୈଠକରେ ବରଗଡ଼ ଜିଲ୍ଲାପାଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିର ପରିସରରେ ଶୁକ୍ରବାର ଆଗକୁ ହେବାକୁ ଥିବା (ମଇ ୧ରୁ ୫ ତାରିଖ) ବୈଶାଖ ମେଳାର ୩୫ ଜଣିଆ ପରିଚାଳନା କମିଟି ସହ ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ ବୈଠକରେ ଯୋଗ ଦେଇ ସମୀକ୍ଷା କରିଥିଲେ
Read More...

ସାପ କାମୁଡାରେ ମହିଳା ମୃତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଥାନା ଚାଣ୍ଟିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେର୍ମେଲି ଗ୍ରାମର ମଥୁରା ସାହୁ(୪୮) ଘର ଓଲେଇବା ପାଇଁ ଝାଡୁ ଆଣିବା ସମୟରେ ଝାଡୁରେ ଲୁଚି ରହିଥିବା ଏକ ବିଷଧର ସାପ ତାଙ୍କ ହାତରେ କାମୁଡି ଦେଇଥିଲା । ତେବେ ଗୁରୁତର
Read More...

ବଡଭାଇର ତାୱା ମାଡ଼ରେ ସାନଭାଇର ମୃତ୍ୟୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ ଡୁଙ୍ଗୁରିପାଲି ଗ୍ରାମରେ ବଡଭାଇଙ୍କ ଲୁହା ତାୱା ମାଡରେ ସାନଭାଇଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ମନୋଜ ସୁନା(୨୫) । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ମନୋଜ
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଓଡ଼ିଶା ସରକାର, ବିଦ୍ୟାଳୟ ଓ ଗଣଶିକ୍ଷ ବିଭାଗର ଆଦେଶ ଅନୁଯାୟୀ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି । ନବାଗତ ପିଲାମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ଚୂଡାମଣି ବାରିକଙ୍କ ନିର୍ଦେଶ ମତେ
Read More...

ଅଙ୍ଗନୱାଡି କେନ୍ଦ୍ରସ୍ତରୀୟ ପୋଷଣ ପଖୱଡା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ବରତୁଣ୍ଡା ପଞ୍ଚାୟତ ଖପୁରିଡ଼ିହି କଲ୍ୟାଣ ମଣ୍ଡପଠାରେ ଅଙ୍ଗନୱାଡି କର୍ମୀ ସଲମା ବେଗମଙ୍କ ନେତୃତ୍ୱରେ କେନ୍ଦ୍ରସ୍ତରୀୟ ପୋଷଣ ପଖୱଡ଼ା ଦିବସ ପାଳନ କରାଯାଇଥିଲା । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଦୁର୍ଯ୍ୟୋଧନ ବିଶି, ଗନ୍ଧମାର୍ଦ୍ଦନ
Read More...

କୃତି ଶିକ୍ଷକ ଦ୍ୱାଦଶ ପ୍ରଧାନଙ୍କୁ ରାଜ୍ୟ ପୁରସ୍କାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ୮୮ତମ ଓଡ଼ିଶା ଦିବସ ତଥା ବରଗଡ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ ସମାରୋହରେ ବିଦ୍ୟାଳୟ ଓ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପ୍ରଧାନଙ୍କୁ ରାଜ୍ୟ
Read More...

ଚର୍ଚ୍ଚାରେ କଟାବାହାଲ ସରପଞ୍ଚ ଅର୍ପିତା ପଣ୍ଡା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜନୀତିରେ ପାଦ ଦେବାର ମାତ୍ର ଗୋଟାଏ ବର୍ଷ ହୋଇଛି ହେଲେ ତାଙ୍କୁ ନେଇ ଚର୍ଚ୍ଚା ଏବେ ଖୁବ୍ । ଏ ଚର୍ଚ୍ଚା କେବଳ ତାଙ୍କ ନିଷ୍ଠା, ପରିଶ୍ରମ ଓ କାମ ପାଇଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ନିଜ ଅଞ୍ଚଳରେ ତାଙ୍କର କାମ କରିବାର ଶୈଳୀ ଓ ଜନତା ସହ ସମ୍ପର୍କ
Read More...

ପ୍ରିୟମ୍ବଦା ଦେବୀଙ୍କ ଦ୍ୱାଦଶାହ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ମେଲଛାମୁଣ୍ଡାର ପୂର୍ବତନ ବିଧାୟକ ସ୍ୱର୍ଗତ ବିରେନ୍ଦ୍ର କୁମାର ସାହୁଙ୍କ ଧର୍ମପତ୍ନୀ ତଥା ବୁରୋମୁଣ୍ଡା ଗୌନ୍ତିଆଣୀ ଶ୍ରୀମତୀ ପ୍ରିୟମ୍ବଦା ସାହୁଙ୍କ ବିୟୋଗରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ଜଣେ ଦରଦୀ, ଧର୍ମପରାୟଣା ଏବଂ ଅତ୍ୟନ୍ତ ସ୍ନେହୀ
Read More...

ତୈଳିକ ବୈଶ୍ୟ ସମାଜର ବାର୍ଷିକ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠ ଠାରେ ପାଇକମାଲ ବ୍ଲକ ତୈଳିକ ବୈଶ୍ୟ ସମାଜର ଦ୍ୱିତୀୟ ବାର୍ଷିକ ମହୋତ୍ସବ ଯୁବ ଆଇନଜୀବୀ ରାଜ କିଶୋର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମହାସମୁନ୍ଦ ସାଂସଦ
Read More...

ଲଉଡ଼ିଦରହା ସମବାୟ ସମିତିର ବାର୍ଷିକ ସଭା ଓ ଋଣ ସଚେତନ କର୍ମଶାଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡ଼ିଦରହା ସ୍ଥିତ ସେବା ସମବାୟ ସମିତି ଆନୁକୂଲ୍ୟରେ ଓ ନାବାର୍ଡ ସହାୟତାରେ ଆଜି ଶନିବାର ଏକ ବ୍ୟାଙ୍କ ଋଣ ସଚେତନ କର୍ମଶାଳା ଜଗଦଳପୁର ଧାନମଣ୍ଡିଠାରେ ଅନୁଷ୍ଠିତ ହୋଇଯାଇଛି । ସମିତି ସଭାପତି ମନୋଜ ଭୋଇଙ୍କ ଅଧ୍ୟକ୍ଷତାରେ
Read More...