Browsing Tag

padmapur news

ପଦ୍ମପୁରରେ ବୁଲୁଛି ଭୋଟର୍ ସଚେତନତା ରଥ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଗଣତନ୍ତ୍ରର ମେରୁସ୍ତମ୍ଭ ହେଲେ ଭୋଟର୍ । ତେଣୁ ନୂତନ ଭୋଟର୍ ମାନଙ୍କୁ ଭୋଟର୍ ପଞ୍ଜିକରଣ ବାବଦରେ ସବିଶେଷ ସୂଚନା ଦେବା ପାଇଁ ପଦ୍ମପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଗଡିବା ଆରମ୍ଭ କରିଛି ଭୋଟର୍‌ ସଚେତନତା ରଥ । ପଦ୍ମପୁର ଉପ-ଜିଲ୍ଲାପାଳଙ୍କ…
Read More...

ଦିବ୍ୟାଙ୍ଗ ନେତା କ୍ଷେତ୍ରମଣିଙ୍କ ଦେହାନ୍ତ : କାନ୍ଧଦେଲେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଛେତଗାଁ ଗ୍ରାମରେ କ୍ଷେତ୍ରମଣି ପଟେଲ ଜଣେ ଦିବ୍ୟାଙ୍ଗ, ଜନ୍ମରୁ ଦିବ୍ୟାଙ୍ଗ ହୋଇଥିଲେ ସୁଦ୍ଧା ମନରେ ଗଭୀର ଆତ୍ମା ବିଶ୍ୱାସ ଯୋଗୁଁ ଗାଁରେ ଏକ ପାନ ଦୋକାନ କରି ବାପା, ମାଁ ପରିବାରଙ୍କ ସହ ରହୁଥିଲେ । ଏକ ତିନି…
Read More...

ବରଗଡ଼ରେ ଜିଲ୍ଲାସ୍ତରୀୟ ରେଡକ୍ରସ ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମଲା ଡିଗ୍ରୀ ମହା ବିଦ୍ୟାଳୟରେ ବରଗଡ଼ ଜିଲ୍ଲା ଯୁବ ରେଡ଼୍‌କ୍ରସର ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଯୁବ ରେଡ଼୍‌କ୍ରସ ସଂଯୋଜକ ପରମାନନ୍ଦ ରଥ ଯୋଗଦାନ କରି କିଭଳି…
Read More...

ପାଇକମାଲ ବ୍ଲକର ନୂତନ ବିଡିଓଙ୍କୁ କଳାକାରଙ୍କ ତରଫରୁ ସ୍ଵାଗତ ସମ୍ୱର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁରେନ୍ଦ୍ର ନାଥ ସାହୁ ବଦଳି ହେବା ପରେ ନୂତନ ବିଡିଓ ପ୍ରଫୁଲ୍ଲ କୁମାର ଓଡୁ ଯୋଗଦାନ କରିଛନ୍ତି । ତାଙ୍କୁ ବ୍ଲକ କଳାକାର ସଂସ୍କୃତି ସଂଘର ଉପସଭାପତି ଲଳିତ ଜଗତଙ୍କ ନେତୃତ୍ୱରେ ସମ୍ୱର୍ଦ୍ଧିତ…
Read More...

ପାଇକମାଲରେ “ମୋ ମାଟି, ମୋ ଦେଶ” ସ୍ୱାଧୀନତା ସଂଗ୍ରାମୀ ପୀଠରୁ ମାଟି ସଂଗ୍ରହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ଠାରେ ଭାରତୀୟ ଜନତା ପାର୍ଟିର ନେତୃତ୍ୱରେ " ମୋ ମାଟି, ମୋ ଦେଶ" କାର୍ଯ୍ୟକ୍ରମରେ ସ୍ୱାଧୀନତା ସଂଗ୍ରାମୀ ପୀଠ ଓ ଘରୁ ଘରୁ ମାଟି ସଂଗ୍ରହ ଅଭିଯାନ କରାଯାଇଛି । ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଭାରତୀୟ ଜନତା…
Read More...

ପଦ୍ମପୁରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ପଦ୍ମପୁର, ( ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲାର ପଦ୍ମପୁର ରାଜବୋଡ଼ସମ୍ବର ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜି, ଆରକ୍ଷୀ ଅଧିକ୍ଷକ ପିଏସ ମିନା, ପଦ୍ମପୁର ଉପଜିଲ୍ଲାପାଳ ଆଲୋକ ପଟେଲ, ଏସଡିପିଓ…
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଚୁଡାମଣି ବାରିକଙ୍କ ଦିଗଦର୍ଶନରେ ଏହି ଅବସରରେ ବ୍ୟାଣ୍ଡର ତାଳେ ଏକ ସଚେତନତା ରେଲି ସହର ବୁଲି ନାରୀ ସଚେତନତାର ବାର୍ତା…
Read More...

ବିଜେପୁର ବ୍ଲକ ଯାଦବ ସମାଜ ନୂଆଖାଇଁ ଭେଟଘାଟ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ଯାଦବ ସମାଜର ବିଜେପୁର ବ୍ଲକ ସଭାପତି ଝାସକେତନ ବଗର୍ତ୍ତିଙ୍କ ସଭାପତିତ୍ୱରେ ପୁଖାମୁଣ୍ଡା ଶିବମନ୍ଦିର ଠାରେ ବ୍ଲକ ସ୍ତରିୟ ନୂଆଖାଇଁ ଭେଟଘାଟ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଞ୍ଚଟି ବ୍ଲକ ପଦ୍ମପୁର, ଝାରବନ୍ଧ, ଗାଇସିଲେଟ, ବିଜେପୁର, ବରପାଲି ଏବଂ…
Read More...

“ସହଯୋଗ” ପକ୍ଷରୁ ଉପକାରାଗାରରେ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପକାରାଗାରରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ "ସହଯୋଗ" ତରଫରୁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଜେଲ ସୁପରିଟେଣ୍ଡେଣ୍ଟ ଦଶମୀ ବାଗ, ଜେଲ ଡାକ୍ତର କୈଳାସଚନ୍ଦ୍ର ମେହେର ଅତିଥି ଭାବେ ଯୋଗ ଦେଇଥିଲେ । ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର…
Read More...

ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମେହେର ଜୟନ୍ତୀ ସହ ରକ୍ଷା ବନ୍ଧନ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ସ୍ଥିତ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମେହେର ଜୟନ୍ତୀ ସହ ରକ୍ଷା ବନ୍ଧନ ଉତ୍ସବ ବୁଧବାର ପାଳିତ ହୋଇ ଯାଇଛି । ସ୍କୁଲ ପରିସରରେ ଅନୁଷ୍ଠିତ ଏକ ସଭାରେ ଛାତ୍ରୀ ପ୍ରିୟାରାଣୀ, ରୀତା କାରେ, ଆଫ୍ରିନ ବନୋ ଓ ସୁଦ୍ଧାଞ୍ଜଳୀ ଭୋଇ ପ୍ରମୁଖ…
Read More...