ବିଜୁ ଏକ୍ସପ୍ରେସ ୱେରେ ମନଇଚ୍ଛା ଗଛକଟା ଚାଲିଥିବା ଅଭିଯୋଗ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଜୁ ଏକ୍ସପ୍ରେସ ୱେ ପାଇକମାଲ, ସାଲେପାଲି, ଖମାର ଘର ରାସ୍ତା କଡରେ ସୁଖିଲା ଗଛ ଗୁଡିକ ବିପଦ ସଂକୁଳ ଅବସ୍ଥାରେ ଅଛି । ଗଛ ପଡିଯାଇ ଧନ, ଜୀବନ ହାନି ହୋଇ ପାରେ ବୋଲି ଜନସାଧାରଣଙ୍କ ଅଭିଯୋଗ । ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ଏବଂ ସରକାରଙ୍କ ଦୃଷ୍ଟି!-->…
Read More...
Read More...