ସନ୍ରାଇଜ୍ କପ୍ କ୍ରିକେଟ୍ ଉଦ୍ଯାପିତ : ଭେଉଁରିଆ ଚମ୍ପିୟାନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ଜମଲାଠାରେ ଚାଲିଥିବା ୨୪ତମ ସନ୍ରାଇଜ୍ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ରବିବାର ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ମେଲଛାମୁଣ୍ଡା ଦଳକୁ ହରାଇ ଭେଉଁରିଆ ଦଳ ଚମ୍ପିୟାନ ହୋଇଛନ୍ତି । ମ୍ୟାଚ୍ ପରେ ଅନୁଷ୍ଠିତ!-->…
Read More...
Read More...