pakka

ପଦ୍ମପୁର ଓକିଲ ସଂଘ ନିର୍ବାଚନ : ଆନନ୍ଦ କୁମାର ପଣ୍ଡା ସଭାପତି ଓ ଚିନ୍ମୟ କୁମାର ପଣ୍ଡା ସମ୍ପାଦକ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଓକିଲ ସଂଘ କାର୍ଯ୍ୟାଳୟ ଠାରେ ପଦ୍ମପୁର ଓକିଲ ସଂଘର ନୂତନ କର୍ମକର୍ତ୍ତା ମନୋନୀତ କରାଯାଇଛି । ସର୍ବସମ୍ମତି କ୍ରମେ ସଭାପତି ଆନନ୍ଦ କୁମାର ପଣ୍ଡା, ଉପସଭାପତି କେଶବ ସାହୁ, ସମ୍ପାଦକ ଚିନ୍ମୟ କୁମାର ପଣ୍ଡା, ସହସମ୍ପାଦକ ରୋହିତ କୁମାର ଭୋଇ ଓ କୋଷାଧ୍ୟକ୍ଷ ଭାବରେ ଲକ୍ଷଣ ସାହୁ ମନୋନୀତ ହୋଇଛନ୍ତି । ନବ ନିର୍ବାଚିତ ସଦସ୍ୟମାନଙ୍କୁ ସମସ୍ତ ଓକିଲମାନେ ଶୁଭେଚ୍ଛା ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

three × 5 =