pakka

୧୦ କ୍ଵିଣ୍ଟାଲ ଖଇର କାଠ ଜବତ କଲା ଲୋଇସିଂହା ବନ ବିଭାଗ

bbehera

ଲୋଇସିଂହା, (ବିମଳେନ୍ଦୁ ସାହୁ ) : ଲୋଇସିଂହା ଫରେଷ୍ଟ ରେଞ୍ଜ ଅଧୀନ ସାଲେଭଟା ସେକ୍ସନର ନେଗିପାଲି ଫରେଷ୍ଟ ବିଟର ବୁଢ଼ିପଦର୍‌ଠାରେ ସ୍ଥାନୀୟ ବନ ବିଭାଗ ଏକ ନମ୍ବର ବିହୀନ ବୋଲେରୋ ପିକ୍‌ଅଫ୍‌ରୁ ପାଖାପାଖି ୧୦ କ୍ଵିଣ୍ଟାଲ ଖଇର କାଠ ଜବତ କରିଛି । ତେବେ ଡ୍ରାଇଭର ଜଣକ ଗାଡ଼ି ଛାଡ଼ି ଫେରାର ହେବାରେ ସକ୍ଷମ ହୋଇଥିବା ଜଣାଯାଇଛି । ସାଲେଭଟା ବନପାଳ ଇନ୍ଦ୍ରମଣି ବେହେରା, ବନରକ୍ଷୀ ସଞ୍ଜୀବ କୁମାର ନାୟକଙ୍କ ସମେତ ନେଗିପାଲି ବିଟ୍‌ର ପାରା ୱାଚରମାନେ ଏହି ଚଢ଼ାଉ ସମୟରେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

14 − twelve =