ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ଉଦଘାଟିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳରେ ପ୍ରଥମ ଥର ପାଇଁ ଏକ ୟୁକେ କରିକୁଲୁମ୍ ପ୍ଲେ ସ୍କୁଲ ଉଦଘାଟିତ ହୋଇଯାଇଛି । ଯାହାର ନାମ ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ରଖାଯାଇଛି । ଆଜିର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୋପପୁର ମହିମା!-->…
Read More...
Read More...