Browsing Tag

padmapur news

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କ ସୁପୁତ୍ର ଅକ୍ଷିତ ପଣ୍ଡା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ତଥା ସମ୍ବଲପୁର ସହର ଅମ୍ବିରା ନଗରର ମୂଳନିବାସୀ ବାଳଗୋପାଳ ପଣ୍ଡା ଓ ଧର୍ମପତ୍ନୀ ସୌମ୍ୟ ସୁଲେଖା ପଣ୍ଡାଙ୍କ ସୁପୁତ୍ର ଅକ୍ଷିତ ପଣ୍ଡାଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ
Read More...

ମାଣ୍ଡୋସିଲ ଗ୍ରାମର ପିଙ୍କୁ ସାହୁଙ୍କ ହତ୍ୟାକାଣ୍ଡରେ ଆହୁରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ମାଣ୍ଡୋସିଲ ଗ୍ରାମର ବହୁ ଚର୍ଚ୍ଚିତ ପିଙ୍କୁ ସାହୁ ହତ୍ୟାକାଣ୍ଡ ଘଟଣାରେ ପୋଲିସ ଆଗରୁ ୩ ଜଣଙ୍କୁ ଗିରଫ କରିଥିବା ବେଳେ ସେହି ହତ୍ୟାକାଣ୍ଡରେ ଲିପ୍ତ ଥିବା ୨ ଜଣ ଅଭିଯୁକ୍ତଙ୍କୁ ପାଇକମାଲ ପୋଲିସ ଗିରଫ କରି ଆଜି କୋର୍ଟ
Read More...

ବଞ୍ଚିବା ପାଇଁ ଗଛଟିଏ ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମ ପଞ୍ଚାୟତର ଭେଲୁଆଁପଦର, ଲୁହାଖାନ, ବୁଡାମାଲ, ଗୁଠୁର୍ଲା ଓ ଖଇରପାଲି ପ୍ରଭୃତି ଗ୍ରାମରେ ବଞ୍ଚିବା ପାଇଁ ଗଛଟିଏ ଅଭିଯାନ ଆରମ୍ଭ ହୋଇଯାଇଛି । ଜିଲ୍ଲା ପରିବେଶ ସୁରକ୍ଷା ମଞ୍ଚ ବରଗଡର ସଂପାଦକ ପ୍ରକୃତିବନ୍ଧୁ
Read More...

ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିକ୍ଷା ସପ୍ତାହ ପାଳନ ଅବସରରେ ଆଜି ଦ୍ୱିତୀୟ ଦିବସରେ ପଦ୍ମପୁର ଉପଖଣ୍ଡ ପୁରେନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରେଣୁଧର ସାହୁ
Read More...

ପ୍ରଧାନ ଶିକ୍ଷକ ସୌକିଲାଲ ନାଏକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବେହେରା ଡୁବୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌକିଲାଲ ନାଏକଙ୍କ‌ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବସୁଦେବ ପୋଢଙ୍କ ସଭାପତିତ୍ୱରେ
Read More...

ମୁହଁରେ ପ୍ଲାଷ୍ଟିକ୍‌ ଡବା ଲାଗିଥିବା କୁକୁରକୁ ଉଦ୍ଧାର କଲେ ପ୍ରାଣୀ ବିଭାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ବୁଡାମାଲ ଗ୍ରାମ ପଞ୍ଚାୟତର ଲୁହାଖାନ ଗ୍ରାମରେ ଗୋଟିଏ ବୁଲା କୁକୁରର ମୁହଁରେ ଏକ ପ୍ଲାଷ୍ଟିକ ଡବା ପଶି ଯାଇଥିବାରୁ ଲୋକଙ୍କ କହିବା ଅନୁସାରେ ୧୫ ଦିନ ଧରି ନଖାଇ ଗ୍ରାମରେ ଘରକୁ ଘର ପଶି ଯାଉଥିଲା । ଆଖି ପର୍ଯ୍ୟନ୍ତ ଡବା ପଶି
Read More...

ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ଉଦ୍ୟମ କ୍ରମେ ମୁଖ୍ୟମନ୍ତ୍ରୀ ବସ୍‌ ସେବା ଲଖମରା ଗାନ୍ଧୀ ଛକରୁ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସୋମବାର ଦିନ ୮ଟା ସମୟରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ତଥା ପାଇକମାଲ ବିଡିଓଙ୍କ ଉଦ୍ୟମ କ୍ରମେ ଆଜି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲଖମରାରୁ ମୁଖ୍ୟମନ୍ତ୍ରୀ ବସ୍‌ ସେବା ଆରମ୍ଭ ହୋଇଛି । ଏହି ବସ୍‌ ଆଗରୁ ସାପଲହର ପର୍ଯ୍ୟନ୍ତ ଚାଳୁଥିଲା । ଏହି
Read More...

ପୁରେନାରେ ଶିକ୍ଷଣ ସାମଗ୍ରୀ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶିକ୍ଷା ସପ୍ତାହ ପାଳନ ଅବସରରେ ଆଜି ପଦ୍ମପୁର ଉପଖଣ୍ଡ ପୁରେନା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷଣ ସାମଗ୍ରୀ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ସଭାପତିତ୍ୱ କରିଥିଲେ ପ୍ରଧାନଶିକ୍ଷକ ରେଣୁଧର ସାହୁ । ଅତିଥି ଶିକ୍ଷକ ଭାବରେ ଆଜି ଯୋଗଦାନ
Read More...

ପଦ୍ମପୁରରେ କ୍ୟାନ୍ସର୍‌ ଯାଞ୍ଚ ଶିବିର : ଯାଞ୍ଚ କଲେ ୭୦ ଜଣ ଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମାରୱାଡି ଧର୍ମଶାଳାରେ ଏକ ଦିବସୀୟ କ୍ୟାନ୍ସର ଯାଞ୍ଚ ଶିବିର ଅନୁଷ୍ଠିତ ହୋଇଯାଇଛି । ମାରୱାଡି ଯୁବାମଞ୍ଚ ଓ ବାଲକୋ କ୍ୟାନ୍ସର ହସ୍‌ପିଟାଲ୍‌ ରାୟପୁର ଦ୍ୱାରା ଆୟୋଜିତ ଏହି ଶିବିରକୁ ଉକ୍ତ ଧର୍ମଶାଳାର ଅଧ୍ୟକ୍ଷ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ ଓ
Read More...

ମୁକୁଳା ଟ୍ରାନ୍ସଫର୍ମର ପାଇଁ ଚାଲିଗଲା ଗୋମାତାର ଜୀବନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବିଦ୍ୟୁତ୍‌ ବିଭାଗର ଅବହେଳା ଯୋଗୁଁ ଚାଲିଗଲା ଗୋମାତାର ଜୀବନ । ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ କୋତନା ଗ୍ରାମରେ । ବହୁ ଦିନରୁ ପଡ଼ିରହିଛି ମୁକୁଳା ଟ୍ରାନ୍ସଫର୍ମର, ବାରମ୍ବାର
Read More...