ଝାରବନ୍ଦ ବିଜାଡୋଲରେ ନାଗବାଚା ପର୍ବ ଉଦ୍ଯାପିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ସ୍ଥିତ ଝାରବନ୍ଦ ଥାନାର ବିଜାଡୋଲ ଗ୍ରାମରେ ଗତ ସାତ ବର୍ଷ ଧରି ନାଗବାଚା ପର୍ବ ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ଶତାଧିକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଗୁରୁ କାର୍ତ୍ତିକ ଦାସଙ୍କ ନେତୃତ୍ବରେ ଏହି ପର୍ବ ପାଳିତ ହୋଇଥିଲା ।ସରଗୁଲ,!-->…
Read More...
Read More...