Browsing Tag

padmapur news

ସମ୍ପିଆରେ ନୂତନ ସ୍କୁଲ ଗୃହ ପାଇଁ ଜେଇଙ୍କ ପ୍ରତିଶ୍ରୁତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ କଂସର ଗ୍ରାମ ପଞ୍ଚାୟତ ସଂପିଆ ଗ୍ରାମର ସ୍କୁଲ ଗୃହ ଭାଙ୍ଗି ପଡିରହିଛି । ଏ ଦିଗରେ ପ୍ରଶାସନର ଦୃଷ୍ଟି ପଡୁନାହିଁ । ଦେଖିବାକୁ ଭୟଙ୍କର ଅବସ୍ଥାରେ ଶ୍ରେଣୀ କୋଠରୀ । ଶିକ୍ଷା ବିଭାଗ ସଂପିଆ ସ୍କୁଲ ଗୃହ ପାଇଁ ସମ୍ପୂର୍ଣ୍ଣ ଭାବେ ଆଖିବୁଜି…
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବା ସାତ ସପନ ହେଲା କରନ ବାଗଙ୍କୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ଓ ରାଜ୍ୟ ସରକାର ଦେଶରେ ଓ ରାଜ୍ୟରେ ପ୍ରତ୍ୟେକ ହିତାଧିକାରୀଙ୍କୁ ପକ୍କାଘର ନିର୍ମାଣ କରି ଯୋଗାଇ ଦେବାକୁ ଘୋଷଣା କରିଥିବା ବେଳେ ରାଜ୍ୟରେ କେତେକ ସ୍ଥାନରେ ପ୍ରକୃତ ହିତାଧିକାରୀ ଅଫିସର ମାନଙ୍କ ଓ ପଞ୍ଚାୟତ ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ…
Read More...

ଡିସେମ୍ବର ୨୨ରୁ କ୍ରିଷ୍ଣା କପ୍ କ୍ରିକେଟ୍

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡ଼ିଆରେ ଆସନ୍ତା ଡିସେମ୍ବର ୨୨ ତାରିଖରୁ ୧୯ତମ କ୍ରିଷ୍ଣା କପ କ୍ରିକେଟ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଅଛି । ଏଥିପାଇଁ କ୍ରିଷ୍ଣା କ୍ରିକେଟ କ୍ଲବର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମତିଲ ସାହୁଙ୍କ…
Read More...

ବାଲୁକା ଶିଳ୍ପୀଙ୍କୁ ଆର୍ଥିକ ସହାୟତା କଲେ ଡାକ୍ତର ଦମ୍ପତ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରସିଦ୍ଧ ବାଲୁକା ଶିଳ୍ପୀ କାର୍ତ୍ତିକ ନାଏକଙ୍କ ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକତା ଥିବା ବିଷୟ ଖବରକାଗଜରେ ପ୍ରକାଶିତ ହେବା ପରେ ଆଜି ବରଗଡ଼ର ଜଣାଶୁଣା ସମାଜସେବୀ ଦମ୍ପତ୍ତି ଡାକ୍ତର ରାଜେଶ ତ୍ରିପାଠୀ ଏବଂ ଡାକ୍ତର ସୁସ୍ମିତା ତ୍ରିପାଠୀ କାର୍ତ୍ତିକଙ୍କୁ…
Read More...

ଘେଁସରେ ହଲଧର ନାଗ ଗବେଷଣା କେନ୍ଦ୍ରର ଭୂମି ପୂଜନ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ସହୀଦ ପୀଠ ଘେଁସ ସ୍ଥିତ କଲେଜ ପରିସରରେ ପଦ୍ମଶ୍ରୀ ହଲଧର ନାଗ କୋଶଲୀ/ସମ୍ବଲପୁରୀ ଭାଷା, ସାହିତ୍ୟ ଗବେଷଣା କେନ୍ଦ୍ର ଏବଂ ସ୍ଥାନୀୟ ମହାବିଦ୍ୟାଳୟର ନୁତନ ଶ୍ରେଣୀ ଗୃହ, ପ୍ରଶାସନିକ ଭବନ ଓ କ୍ୟାନ୍‌ଟିନ୍‌ ଗୃହର ଭିତ୍ତି ପ୍ରସ୍‌ସ୍ତର ସ୍ଥାପିତ…
Read More...

ମାଣ୍ଡୋସିଲ୍ ଧାନ ମଣ୍ଡିରେ ଚାଷୀଙ୍କ ମଧ୍ୟରେ ଆଶଙ୍କା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ମାଣ୍ଡୋସିଲ୍ ଧାନମଣ୍ଡିରେ ଚାଷୀ ମାନଙ୍କ ମଧ୍ୟରେ ଆଶଙ୍କା ଦେଖାଦେଉଛି । ସରକାରଙ୍କ ନିୟମ ଅନୁସାରେ ଟୋକନର ବ୍ୟବସ୍ଥା କରି ତାରିଖ ଧାର୍ୟ୍ୟ କରାଯାଇ ଧାନ ଉଠାଇବାର ବ୍ୟବସ୍ଥା କରାଯାଇଛି । ଧାନ ଉଠାଇବାରେ…
Read More...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପିଇଓ.ଙ୍କ ଘରେ ଭିଜିଲାନ୍ସ ଚଢାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜ ବୋଡାସମ୍ବର ବ୍ଲକ ଦହିତା ପଂଚାୟତ ପିଇଓ.ଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ବରଗଡ ଭିଜିଲାନ୍ସ ଟିମ୍‌ର ଚଢାଉ ଜାରି ରହିଛି । ପିଇଓ ପୁରନ୍ଦର ସାହୁଙ୍କ ନିଜସ୍ୱ ବାସଭବନ ସହିତ ପଦ୍ମପୁରରେ…
Read More...

ସାମ୍ବାଦିକ ଝସକେତନ ସାହୁଙ୍କ ଅଜା ଚାଲିଗଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ଗାଇସିଲେଟ ବ୍ଲକ ତାଲପାଲି ନିବାସୀ ସାମ୍ବାଦିକ ଝସକେତନ ସାହୁଙ୍କ ଅଜା ଅଲେଖ ମହିମା ଧର୍ମର ଭକ୍ତ ରାଘବ ସାହୁଙ୍କ ଆଜି ରାତ୍ର ୭.୩୦ ସମୟରେ ପରଲୋକ ହୋଇଯାଇଛି । ସେ ତାଲପାଲି ଗ୍ରାମରେ ବୟୋଜ୍ୟେଷ୍ଟ ବ୍ୟକ୍ତି ଥିଲେ। ମହିମା…
Read More...

ମାନବିକତା ଦେଖାଇଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଗାଇସିଲେଟ ମାଁ ବହଲ୍‌ତଲିଏନ୍‌ ଡ୍ରାଇଭର ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଡ୍ରାଇଭର ମାନେ ମାନବିକତା ଦେଖାଇଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଗାଇସିଲେଟ ମାଁ ବହଲ୍‌ତଲିଏନ ଡ୍ରାଇଭର ସଂଘ । ସଂଘର ସଭାପତି ରାମଚନ୍ଦ୍ର ବାଗଙ୍କ ନିଆରା ଚିନ୍ତାଧାରାରେ ସମସ୍ତ ଡ୍ରାଇଭରମାନେ ଅନୁପ୍ରାଣିତ ହୋଇ ୫୦ ୟୁନିଟ ରକ୍ତଦାତା ରକ୍ତଦାନ…
Read More...

‘ଭାରତ ବନ୍ଦ’ରେ ପଦ୍ମପୁର ସହରର ସମସ୍ତ ଦୋକାନ ବଜାର ତଥା ଯାନବାହନ ବନ୍ଦ

ପଦ୍ମପୁର, (ନିରୋଜ କୁମାର ପାଣୀ) : କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ତିନିଗୋଟି ବିଲର ପ୍ରତିବାଦ କରି ଆଜି ଚାଷୀ ସମାଜ ରାଜରାସ୍ତାରେ । ଏହି ତ୍ରୁଟିପୂର୍ଣ୍ଣ କୃଷି ବିଲକୁ ଫେରେଇ ନେବା ପାଇଁ ଗତ ଏଗାର ଦିନ ହେଲା ବିଭିନ୍ନ କୃଷକ ସଙ୍ଗଠନର ହଜାର ହଜାର ଚାଷୀ ଦେଶର ରାଜଧାନୀକୁ ଘେରି…
Read More...