Browsing Tag

padmapur news

ବ୍ୟାଟେରୀ ଚୋରି ଅଭିଯୋଗରେ ୨ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଲଖମରା ପଞ୍ଚାୟତ ବମ୍ରିତ ଗ୍ରାମଠାରେ ଏୟାର୍ଟେଲ ଟାୱାର ଠାରୁ ବ୍ୟାଟେରୀ ଚୋରି କରିଥିବା ଅଭିଯୋଗରେ ଜଗଦଲପୁର ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଚନ୍ଦ୍ରହାଶ ପଟେଲ, ପ୍ରମୋଦ ରଣା । ସୂଚନା…
Read More...

ଏକାଦଶାହ ଶ୍ରଦ୍ଧାଞ୍ଜଳି : ଜଣେ ନିସ୍କାମ ଓ ନିରୋଳା ସାଧକ ଅଧ୍ୟାପକ ରମାକାନ୍ତ ସା’

ସମୟ ତା'ର ପ୍ରତି ବିମ୍ବିତ କାନ୍‌ଭାସ୍‌ରେ ସାଇତି ରଖିଛି ବରଗଡ଼ ଜିଲ୍ଲା କୁଚିପାଲି ଗ୍ରାମର ଅଧ୍ୟାପକ ସ୍ୱର୍ଗତ ରମାକାନ୍ତ ସା'ଙ୍କୁ । ନିରୋଳା ମାନବିକତାର ପ୍ରତିଛବି । ହିଂସା, ପରଶ୍ରୀକାତରତା, ପ୍ରତିଯୋଗୀ ଚିନ୍ତାଧାରାରୁ ବହୁ ଦୂରରେ ଥିଲେ ସେ । ପ୍ରଖର ପ୍ରଜ୍ଞାର ଅଧିକାରୀ, ମେଳାପୀ ତଥା…
Read More...

ବୁକୁରାମୁଣ୍ଡାରେ କଳାକାର ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ସ୍ଥିତ କ୍ରିକେଟ ପଡିଆ ଠାରେ ପାଇକମାଲ ଅଞ୍ଚଳର ସମସ୍ତ କଳାକାର ମାନଙ୍କୁ ନେଇ ପାଇକମାଲ ବ୍ଲକ ଲୋକ କଳା ସାଂସ୍କୃତିକ ସଂଘ ପକ୍ଷରୁ ଏକ ସଭାର ଆୟୋଜନ ହୋଇଯାଇଛି । କୋଶଲ କଳାକାର ସଂଘର ସଭାପତି ଶାନ୍ତିଲାଲ…
Read More...

ପଦ୍ମପୁର ଓକିଲ ସଂଘ ନିର୍ବାଚନ : ସନ୍ତୋଷ ଶତପଥୀ ସଭାପତି, ପ୍ରଶାନ୍ତ ମାଝୀ ସଂପାଦକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶା ରାଜ୍ୟ ବାର କାଉନସିଲ୍‌ର ନିର୍ଦ୍ଦେଶ ଅନୁସାରେ ପଦ୍ମପୁର ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ଓକିଲ ସଂଘର ସଭାପତି ରୂପେ ସନ୍ତୋଷ କୁମାର ଶତପଥୀ ନିର୍ବାଚନ ହୋଇଥିବା ବେଳେ ପ୍ରଶାନ୍ତ ମାଝୀ ସଂପାଦକ ରୂପେ ନିର୍ବାଚିତ ହୋଇଛନ୍ତି ।…
Read More...

କଳା ସଂସ୍କୃତି ସାଧକ‌ଙ୍କୁ ସହାୟତା ପ୍ରଦାନରେ ଅବହେଳା କଲେ ଆନ୍ଦୋଳନ ହେବ : ଭୋଜରାଜ ବାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାର କଳା ସଂସ୍କୃତି ଓ ପରମ୍ପରା ସାରା ବିଶ୍ବରେ ନିଆରା । ଓଡିଶାର ଲୋକକଳା, ଲୋକନୃତ୍ୟ, ଲୋକଗୀତ, ଲୋକବାଦ୍ୟ, ଢଗଢମାଳି ସାରା ମଣିଷ ସମାଜକୁ ମନୋରଞ୍ଜନ କରିବା ପୂର୍ବକ ତତ୍ ସଙ୍ଗେ କଳା ସଂସ୍କୃତି କ୍ଷେତ୍ରରେ ଓଡିଶା ମାଟିର ପରିଚୟକୁ ଦ୍ବିଗୁଣିତ କରିଛି…
Read More...

ଅକାମୀ ହୋଇ ପଡି ରହିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟାଳୟକୁ ଜେଏମ୍‌ଏଫ୍‌ସି କୋର୍ଟ କରାଯିବା ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ତହସିଲ କାର୍ୟ୍ୟାଳୟ ନିକଟରେ ଜର୍ଜଗଡ ଠାରେ ଅକାମୀ ହୋଇ ପଡି ରହିଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ୟ୍ୟାଳୟକୁ ଜେଏମ୍‌ଏଫ୍‌ସି କୋର୍ଟ କରାଯିବା ପାଇଁ ଦାବୀ ହେଉଛି । ପାଇକମାଲ ଓକିଲ ସଂଘ ଓ ନାଗରିକ କମିଟି ତରଫରୁ ଏକ ଦାବୀ ପତ୍ର…
Read More...

ଅସହାୟ ଗରିବ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ସାତ ସପନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅସହାୟ ଗରିବ ପରିବାରମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ସରକାର ମାଳ ମାଳ ଯୋଜନା ପ୍ରଣୟନ କରିଛନ୍ତି । ମାତ୍ର ଅଧିକାଂଶ ସ୍ଥାନରେ ଲୋକାଭିମୁଖୀ ଯୋଜନା ବାଟବଣା ହୋଇ ପ୍ରକୃତ ହିତାଧିକାରୀ ପାଖରେ ପହଞ୍ଚି ପାରୁନାହିଁ । ଏପରି ଏକ ଅଭାବନୀୟ ଦୃଶ୍ୟ…
Read More...

ବସୁଧା ପାନୀୟ ଜଳ ଯୋଗାଣ ଅବ୍ୟବ‌ସ୍ଥା : ଫାଟି ଯାଇଛି ଟାଙ୍କି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକର ବାଦିକଟା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ସାପଲହର ଗ୍ରାମ ବାସିନ୍ଦାଙ୍କ ଉତ୍କଟ ପାନୀୟ ଜଳ ସମସ୍ୟା ଯୋଗୁଁ ପ୍ରାୟ ଦୁଇ ବର୍ଷ ହେଲା ପଂଚାୟତ ରାଜ ବିଭାଗ, ବରଗଡ଼ ଏକ ପାଣି ଟାଙ୍କି ନିର୍ମାଣ କରିଥିଲେ । କିନ୍ତୁ ପାଣି ଟାଙ୍କି ନିର୍ମିତ ହେବା…
Read More...

୨୪ ଡିସେମ୍ବରରୁ ଛିନ୍ଦେଇକେଲା କପ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଇଜିଙ୍ଗ ଷ୍ଟ୍ରାର କ୍ରିକେଟ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ୨୬ତମ ଛିନ୍ଦେଇକେଲା କପ ଆସନ୍ତା ୨୪ ତାରିଖରୁ ୩୦ ତାରିଖ ପର୍ୟ୍ୟନ୍ତ ଖେଳାଯିବ । ରାଇଜିଙ୍ଗ ଷ୍ଟ୍ରାର କ୍ରିକେଟ କ୍ଲବ ସଭାପତି ଆନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ଉଦୟନାଥ ଫର୍ଣ୍ଣିଚର୍‌ର ୧୩ତମ ଲକି ଡ୍ର ଉଠାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହର କପ୍‌ସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୧୩ତମ ଲକି ଡ୍ର ଉଠାଣ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଡ୍ର'ର ବିଜେତା ହେଉଛନ୍ତି ଭରସୁଜାର ଅନାଦି ଭୋଇ ଭୋଇ । ଏହି ଉଠାଣ…
Read More...