Browsing Tag

padmapur news

ପାଇକମାଲ ବ୍ଲକ ସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ପ୍ରସ୍ତୁତି ବୈଠକ ଓ ସ୍ଵାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଳା ପାଇକମାଲ ବ୍ଲକ ଅନ୍ତର୍ଗତ ମିଠାପାଲି ପଞ୍ଚାୟତ ଲଉଡମାଲ ଗ୍ରାମରେ ଅବସରପ୍ରାପ୍ତ ଉଚ୍ଚ ବିଭାଗ ଅଧିକାରୀ ତଥା ସମାଜସେବୀ କ୍ଷେତ୍ରୀ ଲୁହାରଙ୍କ ସଭାପତିତ୍ବରେ ଏକ ଲକ୍ଷେ ଘର ଗଣ୍ଡା ସମାଜର ପ୍ରସ୍ତୁତି ବୈଠକ ତଥା ସ୍ୱାଗତ ସମ୍ବର୍ଦ୍ଧନା ସଭା…
Read More...

କୋଶଳିଆ ମାଳି ସମାଜ ବରଗଡ଼ ଜିଲ୍ଲା କମିଟି ତରଫରୁ ସମ୍ବର୍ଦ୍ଧନା ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଶଳିଆ ମାଳି ସମାଜ ବରଗଡ଼ ଜିଲ୍ଲା କମିଟି ତରଫରୁ ଆଜି ବୁଧବାର ଦିନ ପାଇକମାଲ ବ୍ଲକ ମାଣ୍ତୋସିଲ ପଞ୍ଚାୟତ ଭୂତମୁଣ୍ତା ଗ୍ରାମରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ବର୍ଦ୍ଧନା ସଭାରେ ଭ୍ରମରାଜ ପଟେଲ (ପିତା - ଲମ୍ବୋଦର ପଟେଲଙ୍କ ତୃତୀୟ…
Read More...

ଯୁବ ଇଞ୍ଜିନିୟରଙ୍କ ଅକାଳ ବିୟୋଗ : ଅଂଚଳରେ ଶୋକର ଛାୟା

ପଦ୍ମପୁର, (ନିରୋଜ କୁମାର ପାଣୀ) :ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ତ ଝାରବନ୍ଧ ବ୍ଲକ ବଡକୁଞ୍ଜାରୀ ଗ୍ରାମର ଶିକ୍ଷକ ବିନୋଦ ଚୋଖିଂକ ଏକମାତ୍ର ପୁଅ ଯୁବ ଇଞ୍ଜିନିୟର ହରିଶ୍ଚନ୍ଦ୍ର ଚୋଖିଂକ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କୁ ୨୩ ବର୍ଷ ହେଉଥିଲା । ଫାଇନାଲ ପରୀକ୍ଷା ପରେ ସେ ନିଜସ୍ବ…
Read More...

ଦିଲ୍ଲୀ ଦରବାରରେ ଚାଲିଥିବା କିଷାନ ଆନ୍ଦୋଳନକୁ ସମର୍ଥନ ଜଣାଇ ଚାଷୀଙ୍କ ସତ୍ୟାଗ୍ରହ ଓ ଧାରଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ସୋହେଲା, ଗାଇସିଲେଟ, ପଦ୍ମପୁର,ଝାରବନ୍ଧ ଓ ପାଇକମାଳ ବ୍ଲକ୍ ଅଞ୍ଚଳର ଚାଷୀ ସଂଗଠନ ଗୁଡ଼ିକ ତରଫରୁ ଦିଲ୍ଲୀରେ ଚାଲିଥିବା କିଷାନ ଆନ୍ଦୋଳନକୁ ସମର୍ଥନ କରି ଚାଷୀଙ୍କ ସତ୍ୟାଗ୍ରହ ଗଣ ଧାରଣା ଆନ୍ଦୋଳନ ଆଜି ପଦ୍ମପୁର ଉପଖଣ୍ଡରେ ଆରମ୍ଭ ହୋଇଛି…
Read More...

ଧନୁଯାତ୍ରା ବନ୍ଦ ଘୋଷଣାକୁ ବିରୋଧ କଲେ କୋସଲ ସେନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହାମାରୀ କରୋନା ଯୋଗୁଁ ୭୨ତମ ଧନୁଯାତ୍ରା ମହୋତ୍ସବକୁ ବାତିଲ ଘୋଷଣା କରିଛି ବରଗଡ଼ ଜିଲ୍ଲା ପ୍ରଶାସନ । ଏହି ବାତିଲ ଘୋଷଣାକୁ ବିରୋଧ କରିଛି କୋସଲ ସେନା । ଧନୁଯାତ୍ରା କେବଳ ଯାତ୍ରା ନୁହେଁ, ଅଞ୍ଚଳର ଭାବାବେଗ ସହିତ ଜଡ଼ିତ ଅଛି । ଏହାକୁ ବନ୍ଦ କରାନଯାଉ…
Read More...

ଏଚଆଇଭି ଓ ସିଫଲିସ୍ ପରୀକ୍ଷା କାର୍ଯ୍ୟକ୍ରମ ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାରଙ୍କ ପକ୍ଷରୁ ସାରା ରାଜ୍ୟରେ ମା ଓ ଶିଶୁ ମୃତ୍ୟୁହାର ରୋକିବା ପାଇଁ ଅନେକ ଗୁଡିଏ କାର୍ଯ୍ୟକ୍ରମ ସମସ୍ତ ଜିଲ୍ଲା ସହର ଠୁ ଆରମ୍ଭ କରି ଗ୍ରାମାଂଚଳ ମାନଙ୍କୁ ଯୋଗାଇ ଦିଆଯାଇଛି l ତନ୍ ମଧ୍ୟରୁ ଆଜି ତା.୧୫.୧୨.୨୦୨୦ ମଙ୍ଗଳବାର ଦିନ ସାରା ରାଜ୍ୟର…
Read More...

ନିଜ ପରିଶ୍ରମରେ ସ୍ଥାନୀୟ ଯୁବକଙ୍କ ମାଧ୍ୟମରେ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି ଶିକ୍ଷକ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋରୋନା ମହାମରୀ କାରଣରୁ ଗତ ମାର୍ଚ୍ଚ ମାସ ଠାରୁ ବନ୍ଦ ରହିଛି ଓଡ଼ିଶାର ସମସ୍ତ ଶିକ୍ଷାନୁଷ୍ଠାନ । ଯାହା ଫଳରେ ମୁଖ୍ୟତଃ ଗ୍ରାମାଞ୍ଚଳରେ ଥିବା ସରକାରୀ ବିଦ୍ୟାଳୟ ଉପରେ ନିର୍ଭର କରୁଥିବା ଛାତ୍ରଛାତ୍ରୀ ମାନଙ୍କର ପାଠପଢ଼ାରେ ବହୁତ ବ୍ୟାଘାତ ଦେଖାଦେଇଛି ।…
Read More...

ସବ୍-ଇନ୍ସପେକ୍ଟର ଜଗନ୍ନାଥ ତାଣ୍ଡିଙ୍କୁ ଜନ୍ମମାଟିରେ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପୋଲିସ ସବ-ଇନ୍ସପେକ୍ଟର ପରୀକ୍ଷାରେ ରାଜ୍ୟରେ କୃତକାର୍ୟ୍ୟ ହୋଇଥିବା ଜଗନ୍ନାଥ ତାଣ୍ଡିଙ୍କୁ ଆଜି କାଂସଡା ପଞ୍ଚାୟତ ତାଙ୍କ ଜନ୍ମମାଟି ଢେଙ୍କିମୁଣ୍ଡାରେ ଗ୍ରାମବାସୀ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଶ୍ରୀ ତାଣ୍ଡି ସିଟି ଟ୍ରେନିଂ ସାରିବା ପରେ…
Read More...

ନୂତନ ଉପସଭାପତି ଲଲିତ ଜଗତଙ୍କୁ କଳାକାର ମହାସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ନୃସିଂହନାଥ ଧର୍ମଶାଳା ଠାରେ ପାଇକମାଲ ବ୍ଲକ କଳାକାର ମହାସଂଘର ବରିଷ୍ଠ କଳାକାର ତ୍ରିଲୋଚନ ମେହେରଙ୍କ ସଭାପତିତ୍ବରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ମାଣ୍ଡୋସିଲ୍ ଗ୍ରାମର ଲଲିତ ଜଗତ ପାଇକମାଲ ବ୍ଲକ କଳା ସଂସ୍କୃତି…
Read More...

ନିରାମୟ କେ‌ନ୍ଦ୍ରରେ ଦୁଇ ମାସର ଶିଶୁକୁ ଦିଆଗଲା ଏ‌କ୍ସପାଏରୀ ଔଷଧ : ସାଧାରଣରେ ଅସନ୍ତୋଷ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗରିବ ଅସହାୟ ଲୋକ ସରକାରୀ ଡାକ୍ତରଖାନାରେ ବିନାମୂଲ୍ୟରେ ଚିକିତ୍ସିତ ହେବା ପାଇଁ ବିଭିନ୍ନ ଯୋଜନା ମାନ କରିଛନ୍ତି । ନିରାମୟ ଯୋଜନାରେ ଲୋକେ ଚିକିତ୍ସିତ ହେଲେ ବିନାମୂଲ୍ୟରେ ଔଷଧ ପାଇପାରିବେ । ଔଷଧ ଖାଇବା ଦ୍ବାରା ଲୋକଙ୍କ ରୋଗ ଭଲ ହୋଇଥାଏ, ହେଲେ ନିରାମୟ…
Read More...