Browsing Tag

padmapur news

୭୦ ବର୍ଷ ବୟସ୍କ ବୃଦ୍ଧାଙ୍କୁ ଭତ୍ତା ମିଳୁନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପରିଣତି ବୟସରେ ବୃଦ୍ଧ ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ପାଇଁ ସରକାର ପକ୍ଷରୁ ବିଭିନ୍ନ ଯୋଜନା ପ୍ରଣୟଣ କରୁଛନ୍ତି । ହେଲେ ସରକାରୀ ବାବୁ ହେଉ କି ପଞ୍ଚାୟତ ପ୍ରଶାସନର ଦୂର ଦୃଷ୍ଟି ଅଭାବରୁ ପ୍ରକୃତ ହିତାଧିକାରୀ ସରକାରୀ ଯୋଜନାରୁ ବଞ୍ଚିତ…
Read More...

ମାନସିକ ରୋଗୀ ରାଜୁ ଧରୁଆର ଚିକିତ୍ସା କେବେ ହେବ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ରାଜ ବୋଡାସମ୍ବର ବ୍ଲକ ବୁଡାମାଲ ଗ୍ରାମର ରାଜୁ ଧରୁଆ ନାମକ ଜଣେ ବ୍ୟକ୍ତି ମାନସିକ ଅସୁସ୍ଥ ହୋଇ ପାଗଳ ହୋଇ ଯାଇଛି । ବହୁ ବର୍ଷ ଧରି ଏଣେ ତେଣେ ବୁଲିବାରୁ ପଦ୍ମପୁର ସହରର ସମାଜସେବୀ ଆଶିଷ ନାଥ ତାଙ୍କ ଘରକୁ ଆସି ପଚରା ଉଚରା କରି…
Read More...

ଅତି ଶୀଘ୍ର ଆରମ୍ଭ ହେବ ୨୦୨୧ ତୃତୀୟ ବୋଡ଼ାସମ୍ବର ଡ଼ିପି କଂଟେଷ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦୀର୍ଘ ଦୁଇ ବର୍ଷ ହେଲା ପଦ୍ମପୁର ସହରରେ ଚାଲି ଆସୁଛି ଯୁବକ ମାନଙ୍କର ସୁନ୍ଦର ଚେହେରାକୁ ନେଇ ମନୋରଞ୍ଜନ କାର୍ୟ୍ୟକ୍ରମ ଡ଼ିପି କଂଟେଷ୍ଟ । ଏହି କଂଟେଷ୍ଟରେ ନିଜର ମନ ପସନ୍ଦ ବ୍ୟକ୍ତିଙ୍କୁ ଭୋଟ୍ ଦିଆଯାଇଥାଏ । ଗତ ବର୍ଷ ୨୦୨୦ର ବିଜେତା ହୋଇଥିଲେ ସାନୁ…
Read More...

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୬ତମ ବାର୍ଷିକ ଉତ୍ସବ : ଗନ୍ଧମାର୍ଦ୍ଦନକୁ ଜାତୀୟ ସଂପତ୍ତି ଘୋଷଣା ପ୍ରସ୍ତାବ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ସ୍ଥିତ ଭାଗବତତତ୍ୱ ଆଶ୍ରମ ପରିସରରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଆଜି ୩୬ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଗନ୍ଧମାର୍ଦ୍ଦନ ପର୍ବତକୁ ଜାତୀୟ ସଂପତ୍ତି ଘୋଷଣା ସହ ଇକୋ ସେନସିଟିଭ ଜୋନ୍‌ର ମାନ୍ୟତା ଦେବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ…
Read More...

ବାରିକ ସମାଜ କଲ୍ଯାଣ ମଣ୍ତପ ପଦ୍ମପୁର ଠାରେ ସେଲୁନ ଦୋକାନୀ ସଂଘର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ):ବରଗଡ଼ ଜିଲ୍ଲା ପଦ୍ମପୁର ବାରିକ ସମାଜ କଲ୍ଯାଣ ମଣ୍ତପ ଠାରେ ପଦ୍ମପୁର ସେଲୁନ ଦୋକାନୀ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ଆରମ୍ଭରୁ ବଲାଙ୍ଗିରର ସ୍ବର୍ଗତ ନେତ୍ରାନନ୍ଦ ବାରିକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରାର୍ଥନା କରାଯାଇଥିଲା । ସ୍ବର୍ଗତ ଶ୍ରୀ ବାରିକ ଜଣେ କବି…
Read More...

ଘେଁସ ଠାରେ ବୀରତା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶହୀଦ ପୀଠ ବୀରଭୂମି ଘେଁସ ଠାରେ ଉପଖଣ୍ତ ପ୍ରଶାସନ ତରଫରୁ ବୀରତା ଦିବସ ୨୦୨୦ ପାଳିତ ହୋଇଯାଇଛି । ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଲୋକ କବିରତ୍ନ ପଦ୍ମଶ୍ରୀ ହଲଧର ନାଗ ତଥା ଅନ୍ୟାନ୍ୟ ଅତିଥି ସଂଗ୍ରାମୀ ବୀର ମାଧୋସିଂଙ୍କ ବାସଭବନକୁ ଯାଇ…
Read More...

ବୀରତା ଦିବସ ଅବସରରେ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଆପ୍

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ ସ୍ୱାଧୀନତା ସଂଗ୍ରାମର ଅନନ୍ୟ ବୀର ତଥା ଘେଁସ ଜମିଦାର ମାଧୋ ସିଂଙ୍କ ଫାଶୀ ଦିବସକୁ ବୀରତା ଦିବସ ଭାବେ ପାଳନ କରାଯାଏ। ଏହି କ୍ରାନ୍ତିକାରୀ ମାନଙ୍କୁ ମନେ ପକେଇବା ପାଇଁ ୩୧ ଡ଼ିସେମ୍ବରକୁ ବଳିଦାନ ଦିବସ ଭାବେ ମଧ୍ୟ ପାଳନ କରାଯାଏ । ମାଧୋ ସିଂ ଓ ତାଙ୍କ…
Read More...

ମାର୍ଗଶିର ପୂର୍ଣ୍ଣିମାରେ ଗନ୍ଧମାର୍ଦ୍ଦନ ପର୍ବତରେ ମାଁ ଦୁର୍ଗେଇ ଖୋଲ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) :ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନ ଏବଂ ପାହାଡ ମାନଙ୍କରେ ରହିଛି ବିଭିନ୍ନ ଐତିହ୍ୟର ମାନ୍ୟତା । ବିଭିନ୍ନ ରୂପରେ ଦେବାଦେବୀ ମାନେ ଆସ୍ଥିନ ଥିବା ବେଳେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଦୁର୍ଗେଇଖୋଲ ଅଂଚଳରେ ଥିବା ମା' ଦୁର୍ଗାଙ୍କର ରହିଛି…
Read More...

କଣ୍ଟାବାଞ୍ଜିକୁ ହରାଇ ବ୍ଳୁ ଡାଇମଣ୍ଡ ବରଗଡ଼ ଜିତିଲା : ୨୬ତମ ସର୍ବଭାରତୀୟ ଛିନ୍ଦେଇକେଲା କପ୍‌-୨୦୨୦

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଛିନ୍ଦେଇକେଲା ଗ୍ରାମରେ ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଫାଇନାଲ ମ୍ୟାଚ କଣ୍ଟାବାଞ୍ଜି ଓ ବରଗଡ଼ ବ୍ଳୁ ଡାଇମଣ୍ଡ ମଧ୍ୟରେ ମ୍ୟାଚ ହୋଇଥିଲା । ମହେନ୍ଦ୍ର ଖୁଣ୍ଟିଆ ଅତିଥି ରୂପେ ଯୋଗଦେଇ ଖେଳ ଉଦଘାଟନ କରିଥିଲେ ।…
Read More...

କଂଗ୍ରେସ ଦଳର ୧୩୬ ତମ ପ୍ରତିଷ୍ଠା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ଚେତନା ଶ୍ରମିକ ସଙ୍ଗଠନ କାର୍ୟ୍ୟାଳୟ ପରିସରରେ ପାଇକମାଲ ବ୍ଲକ କଂଗ୍ରେସ ଦଳର ୧୩୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ବୈଠକରେ ନୁତନ ଭାବେ ପାଇକମାଲ ବ୍ଲକ ସଭାପତି ଭାବେ ନିର୍ବାଚିତ ହୋଇଥିବା ଶ୍ରୀ ବିନୋଦ ବିହାରୀ…
Read More...