ବୋରାସମ୍ବର ବ୍ଲକ ସ୍ତରୀୟ ଚିତ୍ରଶିଳ୍ପୀ ସଂଘର ବୈଠକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବୋରାସମ୍ବର ବ୍ଲକ ସ୍ତରୀୟ ଚିତ୍ରଶିଳ୍ପୀ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ ଅତିଥି ଅଲ୍ ଓଡିଶା ଚିତ୍ରକଳା ଏସୋସିଆସନ ସମ୍ପାଦକ ରଞ୍ଜନ ମିଶ୍ର, ଜିଲ୍ଲା କମିଟିର ପରିଚାଳକ ତେଜରାଜ ସାହୁ. ବିଜେପୁରର ଚିତ୍ରଶିଳ୍ପୀ ଅଭିମନ୍ୟୁ ମେହେର ଓ!-->…
Read More...
Read More...