Browsing Tag

padmapur news

ଖୋଲିଲା ନୃସିଂହନାଥ ମନ୍ଦିର : ଦର୍ଶନ କଲେ ଭକ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ କଟକଣା ଯୋଗୁଁ ଦୀର୍ଘ ଦିନରୁ ବନ୍ଦ ଥିବା ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଆଜି ଭକ୍ତମାନଙ୍କ ଦର୍ଶନ ପାଇଁ ଖୋଲା ଯାଇଅଛି । ଗତ ୩ ତାରିଖ ଦିନ ଜିଲ୍ଲାପାଳ ବରଗଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଆଜି ସକାଳ ୮…
Read More...

ଡେଙ୍ଗନାଡିହିରେ କୃଷକ ଉତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୧୯ ମସିହାର ପ୍ରଧାନମନ୍ତ୍ରୀ ଫସଲ ବୀମା ଟଙ୍କା ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତର ଚାଷୀ ମାନେ ପାଇବା ପରେ ଆଜି ଡେଙ୍ଗନାଡିହି ଗ୍ରାମରେ ଜୟ କିଷାନ କୃଷକ ସଙ୍ଗଠନ ତରଫରୁ ଏକ କୃଷକ ଉତ୍ସବ ପାଳନ କରାଯାଇଥିଲା । ଏହି କୃଷକ ଉତ୍ସବରେ ଭେଙ୍ଗରାଜପୁର,…
Read More...

ସମ୍ପିଆ ଗ୍ରାମରେ ନୂତନ ନଳକୂପ ବସାଯିବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋଡାସମର ବ୍ଳକ ଅନ୍ତର୍ଗତ କଂସର ଗ୍ରାମ ପଞ୍ଚାୟତ ସମ୍ପିଆ ଗ୍ରାମରେ ଏକ ନୂତନ ନଳକୂପ ବସାଯିବ । ସମ୍ପିଆ ଓ ବନୁପାଲି ପାଇଁ ସମ୍ପିଆ ଗାଁ ମୁଣ୍ଡରେ ଏକ ଗଭୀର ନଳକୂପ ଖନନ କରି ଦୁଇ ଗ୍ରାମକୁ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଥିଲା ।…
Read More...

ଆସନ୍ତା ୧୧ରୁ ସମସ୍ତ ଧର୍ମାନୁଷ୍ଠାନ ଖୋଲିବ

ବରଗଡ଼, (ସତ୍ୟନାରାୟଣ ପଧାନ) : ଆସନ୍ତା ଜାନୁୟାରୀ ୧୧ ତାରିଖରୁ ବରଗଡ଼ ଜିଲ୍ଲାର ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାରା ଆଦି ଖୋଲିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଦେଶ ନାମା ଜାରି କରାଯାଇଛି । ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ଆଦେଶ ସଂଖ୍ୟା VI - 28/2020-45/EMG.dated 5-1-2021…
Read More...

ପଦ୍ମପୁର ବିଜେପି ଯୁବମୋର୍ଚ୍ଚା ତରଫରୁ ଥାନା ଘେରାଉ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଦର୍ଶ ଥାନା ପଦ୍ମପୁର ସମ୍ମୁଖରେ ଆଜି ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ କଟକ ଜିଲ୍ଲା ମହଂଗା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପିର ବରିଷ୍ଠ କାର୍ୟ୍ୟକର୍ତ୍ତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ହିବ୍ୟସିଂହ ବରାଳଙ୍କୁ ଆକ୍ରମଣ କରାଯାଇ ଆକ୍ରୋଶ…
Read More...

ପାଇକମାଲ ବ୍ଲକ କଂଗ୍ରେସ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଥାନା ଅଧୀନସ୍ଥ ଯୋଗେନ୍ଦ୍ରନାଥପୁର ନାବାଳିକା ହତ୍ୟା କାଣ୍ତକୁ ନେଇ ପାଇକମାଲ କଂଗ୍ରେସ ଦଳ ପକ୍ଷରୁ ପାଇକମାଲ ଥାନା ଅଧିକାରୀଙ୍କ ଜରିଆରେ ବରଗଡ଼ ଏସପିଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ଆଜି । ପ୍ରଥମେ କଂଗ୍ରେସ ଦଳ ପକ୍ଷରୁ…
Read More...

ଉପାନ୍ତ ଅଞ୍ଚଳରେ ଅସହାୟମାନଙ୍କୁ ଶୀତବସ୍ତ୍ର ବଣ୍ଟନ କଲା ବଦାନ୍ୟ ବନ୍ଧୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବଦାନ୍ୟ ବନ୍ଧୁ ପକ୍ଷରୁ ଉପାନ୍ତ ଅଞ୍ଚଳରେ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ବରଗଡ଼ ଜିଲ୍ଲାରେ ପ୍ରବଳ ଶୀତ ଲହରି ଜାରି ରହିଛି । ଏଥିପାଇଁ ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବଦାନ୍ୟ ବନ୍ଧୁ ପକ୍ଷରୁ ଜିଲ୍ଲାର ଉପାନ୍ତ ଅଞ୍ଚଳ ମାନଙ୍କରେ…
Read More...

ସୁଜିତ ନନ୍ଦ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ସ୍ଥିତ ଜର୍ଜଗଡରେ ଚାଲିଥିବା ସୁଜିତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ କୁଆପାଲି ଦଳ ଓ ପାଇକମାଲ କଲୋନୀ ଦଳକୁ ପରାସ୍ତ କରି ବିଜୟୀ ହୋଇଥିଲେ । କୁଆପାଲି ଦଳ ୨୦ ଓଭରରେ ୧୫୪ ରନ…
Read More...

ସ୍ଵର୍ଗତଃ ରାଏଧର ଲୁହାରଙ୍କ ୧୬ତମ ସ୍ମୃତି ସଭା ଓ ଲକ୍ଷେ ଘର ଗଣ୍ଡା ସମାଜ ବ୍ଳକ ସ୍ତରୀୟ ବାର୍ଷିକ ସାଧାରଣ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମିଠାପାଲି ପଞ୍ଚାୟତ ଅନ୍ତର୍ଗତ ବିକ୍ରମନଗର ଠାରେ ସମାଜସେବୀ କ୍ଷେତ୍ରୀ ଲୁହାରଙ୍କ ସଭାପତିତ୍ବରେ ସ୍ଵର୍ଗତ ରାଏଧର ଲୁହାରଙ୍କ ୧୬ତମ ସ୍ମୃତି ସଭା ଓ ଲକ୍ଷେ ଘର ଗଣ୍ଡାସମାଜ ବ୍ଲକ ସ୍ତରୀୟ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ…
Read More...

ଖଲିଆପାଲି କ୍ରିକେଟ କପ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ବୁଡେନ ଥାନା ଅନ୍ତର୍ଗତ ଖଲିଆପାଲି ଗ୍ରାମରେ ସ୍କୁଲ ଖେଳ ପଡ଼ିଆ ଠାରେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ୨୩ତମ ନେତାଜୀ ମେମୋରିଆଲ କ୍ରିକେଟ କପ ଉଦ୍‌ଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ପଦ୍ମପୁର ଫରେଷ୍ଟ…
Read More...