ମଣ୍ଡିରୁ ଧାନ ଉଠୁନି : ଭୋକ ଉପବାସରେ ରାଜରାସ୍ତାରେ ଚାଷୀ
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଝାରବନ୍ଧ, ଡ଼ଭା, ଲଉଡିଦରହା, ଜଗଦଲପୁର, ଅମଠି, ବିଳାସପୁର, କନ୍ଦାଡ଼ଙ୍ଗର ଧାନ ମଣ୍ଡିରେ ଚାଷୀଙ୍କ ଧାନ ଉଠୁନାହିଁ । କୁଇଣ୍ଟାଲ ପିଛା ୩ କିଲୋ ଧାନ କଟା ଯାଉଛି । ଚାଷୀଙ୍କୁ ଅଖା ଯୋଗାଇବା ନିୟମ ରହିଥିବା!-->…
Read More...
Read More...