ସିନାପାଲି ବନ ବିଭାଗର ବଡ଼ ସଫଳତା : ଚୋରା କାଠ ସହ ୩ କାଠ ମାଫିଆ ଗିରଫ
ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବନ ବିଭାଗ ଅଧୀନରେ ଥିବା ଘାଟମାଲ ନିକଟରେ ଗୋଟିଏ ବୋଲେରୋ ପ୍ଲସ ଗାଡି ସହିତ ତିନି ଜଣ କାଠ ମାଫିଆଙ୍କୁ ବନ ବିଭାଗ ଧରିବାରେ ସଫଳ ହୋଇଥିବା ଜଣାପଡିିଛି । ସୂଚନା ଅନୁସାରେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସିନାପାଲି ବନ ବିଭାଗ!-->…
Read More...
Read More...