ବିଡିଓଙ୍କୁ ଦାବୀପତ୍ର ପ୍ରଦାନ କଲେ ଗାଁ ସାଥୀ ସଂଘ
ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗାଁ ସାଥୀ ସଂଘର ସଭାପତି ପବିତ୍ର ପ୍ରଧାନଙ୍କ ନେତୃତ୍ୱରେ ବିଭିନ୍ନ ପଞ୍ଚାୟତର ଗାଁ ସାଥୀ ଏକଜୁଟ ହୋଇ ବିଡିଓଙ୍କୁ ଭେଟିବା ସହ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଗାଁ ସାଥୀମାନେ କହିବା ଅନୁସାରେ ୨୦୦୮ ମସିହାରୁ ସରକାରଙ୍କ!-->…
Read More...
Read More...