Browsing Tag

nimapada news

ଦୀପ ନିଆଁରେ ୨ ମହିଳା ଆହତ

ନିମାପଡ଼ା : ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା ଉପଲକ୍ଷେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା । ତେବେ ଚାରିଛକ ନିକଟସ୍ଥ ଅମରେଶ୍ୱର ଶୈବପୀଠରେ ଜଣେ ମହିଳା ଭକ୍ତ ଦୀପ ଜାଳୁଥିବା ବେଳେ ଅସାବଧାନତା ଯୋଗୁ ନିଆଁ ଲାଗି ପିନ୍ଧାଲୁଗା ଜଳିଯାଇଥିଲା । ଉକ୍ତ ମହିଳା ଜଣକ ଗହଳି ଭିତରେ ଏଣେତେଣେ ଦୌଡ଼ୁଥିବା
Read More...

ବ୍ରାଉନସୁଗାର ଜବତ, ୧ ଗିରଫ

ନିମାପଡା, (ଦିଲ୍ଲୀପ କୁମାର ଧାଉଡିଆ) : ନିମାପଡା ବଡବଜାରରୁ ବ୍ରାଉନସୁଗାର ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶରେ ନିମାପଡା ଅବକାରୀ ଥାନା ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ
Read More...

ଯୌତୁକ ଦାବୀରେ ନବବଧୂଙ୍କୁ ହତ୍ୟା ଅଭିଯୋଗ

ନିମାପଡ଼ା : ଯୌତୁକ ଦାବୀରେ ନବବଧୂଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ନିମାପଡ଼ା ଥାନା ଅନ୍ତର୍ଗତ ଶେଉଳଖାଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣକ ହେଲେ ଶେଉଳଖାଲ ଗ୍ରାମର ଦିପ୍ତିରଞ୍ଜନ ବରାଳଙ୍କ ପତ୍ନୀ ତପସ୍ଵିନୀ ବିଶୋଇ । ସୂଚନାନୁଯାୟୀ, ତପସ୍ଵିନୀ ବିଶୋଇ(୨୬) ଶେଉଳଖାଲ
Read More...

୮୨ ଗ୍ରାମ ବ୍ରାଉନସୁଗାର ଜବତ : ଜଣେ ଗିରଫ

ନିମାପଡା : ନିମାପଡା ଅବକାରୀ ଥାନା ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ ନିମାପଡା ଥାନା ଅଧୀନ ରେଞ୍ଚ ଶାସନଛକ ଠାରେ ଚଢ଼ାଉକରି ୮୨ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ଜଣାପଡିଛି । ଏଥିସହ ବ୍ରାଉନସୁଗାର ରଖିବା ଅଭିଯୋଗରେ ସୂର୍ଯ୍ୟ ନାରାୟଣ କାଣ୍ଡି (୪୦) ଗିରଫ କରିଛି ।
Read More...

ବ୍ରାଉନସୁଗାର ଜବତ : ୧ ଗିରଫ

ନିମାପଡା : ନିମାପଡା ଅବକାରୀ ଥାନା ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ୍‌ ନିମାପଡା ଥାନା ଅଧୀନ ରେଞ୍ଚ ଶାସନଛକ ଠାରେ ଚଢ଼ାଉ କରି ୮୨ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବ୍ରାଉନସୁଗାର ରଖିବା ଅଭିଯୋଗରେ ସୂର୍ଯ୍ୟ ନାରାୟଣ
Read More...

ଆଜି ପବିତ୍ର ଅଁଳା ନବମୀ, ଶ୍ରୀରାଧା ପାଦ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ନିମାପଡ଼ା : ଆଜି ପବିତ୍ର ଅଁଳା ନବମୀ । କାର୍ତ୍ତିକ ଶୁକ୍ଲପକ୍ଷ ନବମୀ ତିଥିରେ ଓଡ଼ିଆଣି ବେଶରେ ଦର୍ଶନ ଦିଅନ୍ତି ଶ୍ରୀରାଧା । ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ସାକ୍ଷୀଗୋପାଳ ମନ୍ଦିରରେ ଠାକୁରାଣୀ ଶ୍ରୀ ଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ । ବର୍ଷକରେ କେବଳ ଏହି ଗୋଟିଏ ଦିନ ଭକ୍ତମାନେ
Read More...

ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଗଲା ଆସବାବପତ୍ର ସମେତ ୧୦ ବଖରା ଘର

ନିମାପଡା, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ପିପିଲି ବ୍ଲକ୍ ସରସ୍ୱତୀପୁର ଗାଁରେ ଅଗ୍ନିକାଣ୍ଡ ଘଟି ପୋଡି ପାଉଁଶ ହୋଇଗଲା ଆସବାବପତ୍ର ସମେତ ୧୦ ବଖରା ଘର । ସୂଚନା ଯୋଗ୍ୟ ଯେ, ପୁରୀ ଜିଲ୍ଲା ପିପିଲି ବ୍ଲକ୍ ସରସ୍ୱତୀ ପୁର ଗାଁରେ ପୂର୍ବରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ
Read More...

ବିପୁଳ ପରିମାଣର ବ୍ରାଉନସୁଗାର ଜବତ : ୪ ଗିରଫ

ନିମାପଡା, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଭୁବନେଶ୍ଵର ୩୧୬ ନମ୍ଵର ଜାତୀୟ ରାଜପଥ ଉତ୍ତରା ଛକ ସ୍ଥିତ ରାମ ମନ୍ଦିର କେନାଲ ରୋଡରେ ବ୍ରାଉନସୁଗାର ବେପାର ପାଇଁ ମୁଲଚାଲ ଚାଲିଥିବା ଖବର ପାଇ ପିପିଲି ଓ କୌଶଲ୍ୟାଗଙ୍ଗ ପୋଲିସ ମିଳିତ ଭାବରେ ଚଢାଉ କରି ୪ ଜଣକୁ ଗିରଫ କରିଥିବା ଜଣାପଡିଛି ।
Read More...

ବାଣ ଫୁଟି ୪ ଗୁରୁତର

ନିମାପଡ଼ା, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ବଳଙ୍ଗା ସାଇଁସ ଭଗବତୀପୁର ମେଳଣରେ ବାଣ ଫୁଟି ୪ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତରଙ୍କୁ ପିପିଲି ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।
Read More...

ଗଣଶିକ୍ଷା ମନ୍ତ୍ରୀ ଅଚାନକ ଗସ୍ତ କଲେ ନିମାପଡାର ଭାଣପୁର ହାଇସ୍କୁଲକୁ

ନିମାପଡା : ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ପୂର୍ବାହ୍ନରେ ନିମାପଡାର ଭାଣପୁର ହାଇସ୍କୁଲକୁ ବିଦ୍ୟାଳୟରେ କୋଭିଡ୍‍-୧୯ ମାର୍ଗଦର୍ଶିକା ସଠିକ୍‍ ବ୍ୟବହାର କରାଯାଉଛି କି ନାହିଁ ତାହାର ଅନୁଧ୍ୟାନ ପାଇଁ ଅଚାନକ ଗସ୍ତ କରିଥିଲେ । ସୂଚନାଯୋଗ୍ୟ ଯେ, ରାଜ୍ୟ ବିଦ୍ୟାଳୟ ଓ
Read More...