pakka

୮୨ ଗ୍ରାମ ବ୍ରାଉନସୁଗାର ଜବତ : ଜଣେ ଗିରଫ

bbehera

ନିମାପଡା : ନିମାପଡା ଅବକାରୀ ଥାନା ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ ନିମାପଡା ଥାନା ଅଧୀନ ରେଞ୍ଚ ଶାସନଛକ ଠାରେ ଚଢ଼ାଉକରି ୮୨ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ଜଣାପଡିଛି । ଏଥିସହ ବ୍ରାଉନସୁଗାର ରଖିବା ଅଭିଯୋଗରେ ସୂର୍ଯ୍ୟ ନାରାୟଣ କାଣ୍ଡି (୪୦) ଗିରଫ କରିଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୮,୨୦,୦୦୦ ଟଙ୍କାରୁ ଅଧିକ ହେବ । ଏହି ଚଢ଼ାଉରେ ଅବକାରୀ ଏସ୍‌ଆଇ ନାରାୟଣ ବେହେରା, ଏସ୍‌ଆଇ ସ୍ୱୟଂପ୍ରଜ୍ଞା ଶୁଭଦର୍ଶିନୀ ନାୟକ ଏବଂ ଅବକାରୀ କର୍ମଚାରୀ ଯଥା -ଆଶିଷ କୁମାର ପ୍ରଧାନ, ତପନ ପ୍ରଧାନ, ଜିତେନ୍ଦ୍ର ବେହେରା, ଶେଖ ୱାରିସ ପ୍ରମୁଖ ସାମିଲ ଥିଲେ ।

jay balangir
Leave A Reply

Your email address will not be published.

five − 1 =

error: Content is protected !!