pakka

ବ୍ରାଉନସୁଗାର ଜବତ : ୧ ଗିରଫ

bbehera

ନିମାପଡା : ନିମାପଡା ଅବକାରୀ ଥାନା ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ୍‌ ନିମାପଡା ଥାନା ଅଧୀନ ରେଞ୍ଚ ଶାସନଛକ ଠାରେ ଚଢ଼ାଉ କରି ୮୨ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବ୍ରାଉନସୁଗାର ରଖିବା ଅଭିଯୋଗରେ ସୂର୍ଯ୍ୟ ନାରାୟଣ କାଣ୍ଡି(୪୦)ଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୮,୨୦,୦୦୦ ଟଙ୍କାରୁ ଊର୍ଦ୍ଧ୍ବ ହେବ । ଏହି ଚଢ଼ାଉରେ ଅବକାରୀ ଏସଆଇ ନାରାୟଣ ବେହେରା, ଏସଆଇ ସ୍ୱୟଂପ୍ରଜ୍ଞା ଶୁଭଦର୍ଶିନୀ ନାୟକ ଏବଂ ଅବକାରୀ କର୍ମଚାରୀ ଆଶିଷ କୁମାର ପ୍ରଧାନ, ତପନ ପ୍ରଧାନ, ଜିତେନ୍ଦ୍ର ବେହେରା, ଶେଖ ୱାରିସ ପ୍ରମୁଖ ସାମିଲ ଥିଲେ ।

jay balangir
Leave A Reply

Your email address will not be published.

18 − 18 =

error: Content is protected !!