Browsing Tag

news of india

ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଥିବା ସଫଦର ନାଗୋରୀ କହିଛି – ସମ୍ବିଧାନ ନୁହେଁ, କୋରାନ ମୋ ପାଇଁ ସର୍ବୋଚ୍ଚ

ଭୋପାଳ : ସହରରେ ୨୦୦୮ ସିରିଏଲ ବୋମା ବିସ୍ଫୋରଣ ଘଟଣାରେ ଶୁକ୍ରବାର ଦିନ ଅହମ୍ମଦାବାଦର ଏକ ସ୍ୱତନ୍ତ୍ର କୋର୍ଟ ୩୮ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଏବଂ ଅନ୍ୟ ୧୧ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ବୋମା ବିସ୍ଫୋରଣ ମାମଲାରେ ମୃତ୍ୟୁଦଣ୍ଡ ପାଇଥିବା ୩୮ ଦୋଷୀମାନଙ୍କ ମଧ୍ୟରୁ ସଫଦର
Read More...

ରେଳ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ

ପାଟନା : ଆଜି ସକାଳେ ବିହାରର ମଧୁବନୀ ରେଳ ଷ୍ଟେସନରେ ଠିଆ ହୋଇଥିବା ଟ୍ରେନରେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଦିଲ୍ଲୀରୁ ଆସୁଥିବା ସ୍ୱତନ୍ତ୍ର ସେନାନୀ ସୁପରଫାଷ୍ଟ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିବା ବେଳେ ନିଆଁ ଖୁବ୍ ଶୀଘ୍ର ତୀବ୍ର ହୋଇଯାଇଥିଲା
Read More...

ହିଜାବ ବିବାଦ : କର୍ଣ୍ଣାଟକର ଶିବମୋଗାରେ ୫୮ କଲେଜ ଛାତ୍ରୀ ସସ୍‌ପେଣ୍ଡ୍‌, ହିଜାବ ପିନ୍ଧିବାକୁ କରୁଥିଲେ ଦାବୀ

ବାଙ୍ଗାଲୁରୁ : କର୍ଣ୍ଣାଟକର ଶିବମୋଗା ଜିଲ୍ଲାର ଏକ କଲେଜର ଅତିକମ୍‌ରେ ୫୮ ଜଣ ଛାତ୍ରୀଙ୍କ ହିଜାବ ପିନ୍ଧି କ୍ଲାସ୍‌ରୁମ୍‌କୁ ଯିବା ପାଇଁ ଦାବୀ ଓ ବିକ୍ଷୋଭ ପ୍ରଦର୍ଶନ ଅଭିଯୋଗରେ ଆଜି ସେମାନଙ୍କୁ ସସ୍‌ପେଣ୍ଡ କରି ଦିଆଯାଇଛି । ଏହି ୫୮ ଜଣ ଛାତ୍ରୀ ଶିରାଲାକୋପ୍ପାର ସରକାରୀ ପ୍ରି-ୟୁନିଭରସିଟି
Read More...

ଶ୍ରୀଲଙ୍କା ବିରୁଦ୍ଧରେ ଟେଷ୍ଟ୍‌ ସିରିଜ୍‌ ପାଇଁ ରୋହିତ ଶର୍ମା ହେଲେ କ୍ୟାପଟେନ୍‌ : ପୂଜାରା ଓ ରହାଣେ ବାହାରିଲେ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ୍‌ ବୋର୍ଡ (ବିସିସିଆଇ) ଶ୍ରୀଲଙ୍କା ବିରୁଦ୍ଧରେ ଟେଷ୍ଟ୍‌ ସିରିଜ୍‌ ପାଇଁ ଟିମ୍‌ ଇଣ୍ଡିଆର ଘୋଷଣା କରିଛି । ଦୁଇଟି ମ୍ୟାଚ୍‌ର ଟେଷ୍ଟ୍‌ ସିରିଜ୍‌ ପାଇଁ ୧୮ଜଣ ଖେଳଳୀଙ୍କୁ ବଛା ଯାଇଛି ଏବଂ ରୋହିତ ଶର୍ମାଙ୍କୁ ଦିଆଯାଇଛି କ୍ୟାପ୍‌ଟେନ୍‌ ଦାୟିତ୍ୱ ।
Read More...

ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ : ୧ ଆତଙ୍କବାଦୀ ମୃତ

ଜମ୍ମୁ : ଦକ୍ଷିଣ-କାଶ୍ମୀର ଶୋପିୟାଁର ଜୈନାପୋରା ଅଞ୍ଚଳର ଚେରମାର୍ଗରେ ଗୁଳିବିନିମୟ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଆଜି ସକାଳେ ଶୋପିୟାଁର ଜୈନାପୋରା ଅଞ୍ଚଳ ଚେରମାର୍ଗ ଅଞ୍ଚଳରେ ଆତଙ୍କବାଦୀ ଲୁଚି ଥିବା ନେଇ ପୁଲିସ, ସୈନାବାହିନୀ ଓ ସିଆରପିଏଫର ଏକ ଟିମ ସୂଚନା ପାଇଥିବା ବେଳେ
Read More...

ଲାଞ୍ଚ ନେବା ସମୟରେ ଏପିପି ନେତ୍ରୀ ଧରାପଡ଼ିଲେ ସିବିଆଇଙ୍କ ହାତରେ

ନୂଆଦିଲ୍ଲୀ : ଆମ୍ ଆଦମୀ ପାର୍ଟିର ମ୍ୟୁନିସିପାଲ କାଉନସିଲର ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଲାଞ୍ଚ ମାମଲାରେ ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଗତକାଲି ଗିରଫ କରିଥିବା ଜଣାପଡ଼ିଛି । ଅଭିଯୁକ୍ତମାନେ ହେଲେ ଗୀତା ରାୱତ, ଯିଏକି ପୂର୍ବ ଦିଲ୍ଲୀ ମ୍ୟୁନିସିପାଲିଟି କାଉନସିଲର
Read More...

ଷ୍ଟିଲ୍‌ ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌ : ଅଣନିଃଶ୍ୱାସୀ ହୋଇ ୩ ଶ୍ରମିକଙ୍କ ମୃତ୍ୟୁ, ୪ ହସ୍ପିଟାଲ୍‌ରେ ଭର୍ତ୍ତି

କୋଲ୍‌କାତା : ପଶ୍ଚିମବଙ୍ଗର ଦୁର୍ଗାପୁର ସ୍ଥିତ ଏକ ଷ୍ଟିଲ୍‌ ପ୍ଲାଣ୍ଟ ରେ ଆଜି ଦ୍ୱିପହର ବେଳେ ଗ୍ୟାସ୍‌ ଲିକ୍‌ ହେବା ଦେଖିବାକୁ ମିଳିଛି । ଘଟଣାରେ ଅଣନିଃଶ୍ୱାସୀ ହୋଇ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି
Read More...

ପତିଙ୍କୁ ମୁକ୍ତ କରି ଦେଇଛି, ତାଙ୍କ ଇଚ୍ଛା ଅନୁସାରେ ଯେଉଁ ମହିଳାଙ୍କୁ ଚାହିଁବେ ପ୍ରେମ କରିପାରନ୍ତି : ଫେମସ୍‌…

ନୂଆଦିଲ୍ଲୀ : ଇନ୍‌ଷ୍ଟାଗ୍ରାମ୍‌ର ଜଣେ ଫେମସ୍‌ ମୋଡେ଼ଲ୍‌ କହିଛନ୍ତି ଯେ, ପତିଙ୍କୁ ମୁକ୍ତ କରି ଦେଇଛି, ତାଙ୍କ ଇଚ୍ଛା ଅନୁସାରେ ଯେଉଁ ମହିଳାଙ୍କୁ ଚାହିଁବେ ସେ ପ୍ରେମ କରିପାରିବେ । ଏହି ମୋଡେଲ୍‌ ଜଣକ ହେଉଛନ୍ତି ୩୭ ବର୍ଷ ବୟସ୍କା ମୋନିକା ହୁଲ୍ଡ । ତାଙ୍କ କହିବା ଅନୁସାରେ ପତିଙ୍କୁ ଖୁସ୍‌
Read More...

ଅପରାଧ ଆଇନକୁ ଗଣିତ ଭଳି ଲାଗୁ କରାଯାଇ ପାରିବ ନାହିଁ : ପକ୍‌ସୋ ଆକ୍ଟରେ ଅଭିଯୁକ୍ତକୁ ଜାମିନ୍‌ ଦେଲେ ହାଇକୋର୍ଟ

ଆହ୍ଲାବାଦ : ପକ୍‌ସୋ ଆକ୍ଟକୁ ନେଇ ଆହ୍ଲାବାଦ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କୋର୍ଟ ପକ୍‌ସୋ ଆକ୍ଟ ସହ ଜଡ଼ିତ ଏକ ମାମଲାରେ ୫ ଲକ୍ଷ ଟଙ୍କା ଜମା କରିବା ସର୍ତ୍ତରେ ଅଭିଯୁକ୍ତକୁ ଜାମିନ୍‌ ମଂଜୁର କରିଛନ୍ତି । ପୀଡ଼ିତା ମହିଳା ଓ ତାଙ୍କ ନାବାଳକ ଶିଶୁଙ୍କ ନାମରେ ବ୍ୟାଙ୍କ ଡ୍ରାଫ୍ଟ
Read More...

କୁମାର ବିଶ୍ୱାସଙ୍କ ଅଭିଯୋଗ ଉପରେ ଉତ୍ତର ରଖିଲେ କେଜ୍ରିୱାଲ : ମୁଁ ଦୁନିଆର ସବୁଠୁ ବଡ଼ ‘ସ୍ୱିଟ୍‌ ଆତଙ୍କବାଦୀ’

ଚଣ୍ଡିଗଡ଼ : ଆମ୍‌ ଆଦମୀ ପାର୍ଟି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସମସ୍ତ ଭ୍ରଷ୍ଟାଚାରୀ ଆମ୍‌ ଆଦମୀ ପାର୍ଟିକୁ ପରାଜିତ କରିବା ପାଇଁ ଏବଂ ଭଗବନ୍ତଙ୍କୁ ସିଏମ୍‌ ହେବାରେ ପ୍ରତିବନ୍ଧକ ସୃଷ୍ଟି କରିବା ପାଇଁ ଏକତ୍ରୀତ
Read More...