pakka

ସୋନିଆ କହିଲେ, ମୋଦୀ-ଯୋଗୀ ଦାୟିତ୍ୱହୀନ ସରକାରର ପରିଚୟ ଦେଲେ

kalikesh

ନୂଆଦିଲ୍ଲୀ : ସୋନିଆ ଗାନ୍ଧୀ ଆଜି କଂଗ୍ରେସ କର୍ମୀଙ୍କ ନାମରେ ଏକ ସନ୍ଦେଶ ଜାରି କରିଛନ୍ତି । ଏଥିରେ ସେ କେନ୍ଦ୍ରର ମୋଦୀ ସରକାର ଉପରେ କଡ଼ା ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ, ଦେଶର କୃଷକ ଓ ଯୁବକମାନେ ନିରାଶ ହୋଇଛନ୍ତି । ସେ ଆହୁରି କହିଛନ୍ତି ଯେ, କରୋନା କାଳରେ ପିଏମ୍‌ ନରେନ୍ଦ୍ର ମୋଦୀ ଏବଂ ସିଏମ୍‌ ଯୋଗୀ ଆଦିତ୍ୟନାଥ ଦାୟିତ୍ୱହୀନ ସରକାରର ପରିଚୟ ଦେଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାର ତାଙ୍କ ଲୋକସଭା କ୍ଷେତ୍ର ରାୟବରେଲି ସହ ବୈମାତୃକ ବ୍ୟବହାର ପ୍ରଦର୍ଶନ କରିଛନ୍ତି ।

pp
Leave A Reply

Your email address will not be published.

17 − 9 =