pakka

ଭାରତ ବିରୁଦ୍ଧରେ ଟି-୨୦ ସିରିଜ୍‌ ପାଇଁ ଶ୍ରୀଲଙ୍କା ଟିମ୍‌ ଘୋଷଣା କଲା, ଦଳରୁ ବାହାରିଲେ ୩ ଜଣ ବଡ଼ ଖେଳାଳୀ

ନୂଆଦିଲ୍ଲୀ : ଭାରତ ବିରୁଦ୍ଧରେ ହେବାକୁ ଥିବା ଟି-୨୦ ସିରିଜ୍‌ ପାଇଁ ଶ୍ରୀଲଙ୍କା ନିଜ ଟିମ୍‌ ଘୋଷଣା କରିଦେଇଛି । ଆହତ ହୋଇଥିବା କାରଣରୁ ଅବିଷ୍କା ଫର୍ଣ୍ଣାଣ୍ଡେଙ୍କ ସହ ୩ ଜଣ ଖେଳାଳୀଙ୍କୁ ଟିମ୍‌ରେ ସାମିଲ କରାଯାଇନାହିଁ । ଏମିତିରେ ବି ଟି-୨୦ ସିରିଜ୍‌ର ପ୍ରଥମରୁ ଶ୍ରୀଲଙ୍କାକୁ ଝଟ୍‌କା ଲାଗିସାରିଛି ।

Leave A Reply

Your email address will not be published.

twelve − eleven =