Browsing Tag

news of india

ବିଜେପି. ସାଂସଦ ରବି କିଶନଙ୍କ ଉପରେ ରାଜ୍ୟସଭାରେ ବର୍ଷିଲେ ଜୟା ବଚ୍ଚନ

ମୁମ୍ବାଇ : ଡ୍ରଗ୍ସ ମାମଲାରେ ବଲିଉଡ଼୍‌କୁ ବଦନାମ କରାଯିବା ପାଇଁ ଚକ୍ରାନ୍ତ କରାଯାଉଛି ବୋଲି ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ କହିଛନ୍ତି । ଆଜି ରାଜ୍ୟସଭାରେ ଜୟା ବଚ୍ଚନ ଏହି ବୟାନ ଦେଇଛନ୍ତି । ସେ ନାଁ ନନେଇ ବିଜେପି. ସାଂସଦ ରବି କିଶନଙ୍କ ଉପରେ ଟାର୍ଗେଟ କରିଛନ୍ତି । ସେ
Read More...

ସେପ୍ଟେମ୍ବର ୧୫ରେ ସହରାଞ୍ଚଳ ଭିତ୍ତିଭୂମି ସହ ଜଡିତ ବିହାରର ୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ…

ନୂଆଦିଲ୍ଲୀ, (ପିଆଇବି) : ସହରାଞ୍ଚଳ ଭିତ୍ତିଭୂମି ସହ ଜଡ଼ିତ ବିହାରର ୭ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୫ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିବେ । ଏଥିରେ ଚାରିଟି ଜଳଯୋଗାଣ ପ୍ରକଳ୍ପ, ଦୁଇଟି ସ୍ୱେରେଜ ଟ୍ରିଟମେଣ୍ଟ ପ୍ରକଳ୍ପ ଓ
Read More...

ଇସ୍ପାତ ପୁଞ୍ଜର ବିକାଶ ପାଇଁ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାକୁ ଜଣାଇଲେ

ନୂଆଦିଲ୍ଲୀ, (ପିଆଇବି) : ଦେଶରେ ଇସ୍ପାତ ପୁଞ୍ଜର ବିକାଶ ପାଇଁ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ଏକ ଚିଠା ନୀତି ପ୍ରସ୍ତୁତ କରିଛି । ବର୍ତ୍ତମାନର ଇସ୍ପାତ ପୁଞ୍ଜଗୁଡିକର ବିକାଶ ସହ ପରିବେଶ ଅନୁକୂଳ ସବୁଜିମା ଭରା ଇସ୍ପାତ ପୁଞ୍ଜର ବିକାଶ ନେଇ ଏହି ଚିଠା ନୀତିରେ ଉଲ୍ଲେଖ ରହିଛି । ଏହି ଇସ୍ପାତ
Read More...

ଦେଶରେ କରୋନା ଆରୋଗ୍ୟ ହାର ୭୮ ପ୍ରତିଶତ ଛୁଇଁଲା

● ସକ୍ରିୟ ମାମଲା ତୁଳନାରେ ସୁସ୍ଥରୋଗୀ ସଂଖ୍ୟା ୨୮ ଲକ୍ଷରୁ ଅଧିକ● ସମୁଦାୟ ସକ୍ରିୟ ମାମଲାର ୬୦ ପ୍ରତିଶତ ୫ଟି ରାଜ୍ୟରୁନୂଆଦିଲ୍ଲୀ, (ପିଆଇବି) : କରୋନା ଆରୋଗ୍ୟ ହାରରେ ଦେଶ ଆଉ ଏକ ସଫଳତାର ମାଇଲଖୁଣ୍ଟ ଛୁଇଁଛି । ଏହି ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ବେଳେ ଏହା ଶତକଡା ୭୮ ପ୍ରତିଶତରେ
Read More...

ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଦିଲ୍ଲୀ ଜୁହାର ପରିବାର ଇ-ନୂଆଁଖାଇ ପରବ ପାଳିତ

ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ଼. ପ୍ରମୋଦ କୁମାର ମିଶ୍ର : ପ୍ରଖ୍ୟାତ ବାନ୍ଧକଳା ବିଶେଷଜ୍ଞ ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୁହାର ସମ୍ମାନ-୨୦୨୦ନୂଆଦିଲ୍ଲୀ : ଉତ୍ସାହ ଆଉ ଉଦ୍ଦୀପନା ମଧ୍ୟରେ ଆଜି ଜୁହାର ପରିବାର ନୂଆଦିଲ୍ଲୀର
Read More...

ଇସ୍ରାଏଲ୍‌ରେ ପୁଣି ଥରେ ଲକ୍‌ ଡାଉନ୍‌

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : କରେନା ମହାମାରୀ ଯୋଗୁଁ ବିଶ୍ୱର ସମସ୍ତ ଦେଶ ଗୁଡିକରେ ଲକ୍‌ଡାଉନ୍‌ ହୋଇଥିଲା । କିନ୍ତୁ ବର୍ତ୍ତମାନ ସ୍ଥିତିକୁ ଦେଖିବାକୁ ଗଲେ ଅନେକ ଦେଶରେ ଲକ୍‌ ଡାଉନ୍‌ ଉଠି ଅନଲକ ପ୍ରକ୍ରିୟା ସୃଷ୍ଟି ହୋଇଛି । ତେବେ ବିଶ୍ୱ ମହାମାରୀ କରୋନା ଯୋଗୁଁ ଏବେ ସ୍ଥିତି ସାରା
Read More...

ମନ୍ଦିର ପୂଜକମାନଙ୍କୁ ପ୍ରତି ମାସ ମିଳିବ ହଜାରେ ଟଙ୍କା ଲେଖାଏଁ : ମମତା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ମମତା ସରକାର ଏବେ ପ୍ରତି ମାସ ମନ୍ଦିରଗୁଡ଼ିକରେ ପୂଜା କରୁଥିବା ପୂଜକମାନଙ୍କୁ ହଜାରେ ଟଙ୍କା ଲେଖାଏଁ ଦେବେ । ତେବେ ଏହି ଯୋଜନାରେ ୮ ହଜାର ପୂଜକଙ୍କୁ ଲାଭ ମିଳିବ ବୋଲି କୁହାଯାଇଛି । ଏପରିକି ଯେଉଁ ପୂଜକମାନଙ୍କର ବାସଗୃହ ନାହିଁ, ସେମାନଙ୍କୁ ପଶ୍ଚିମବଙ୍ଗ ଆବାସ
Read More...

୨୦୨୪ ଯାଏଁ ସମସ୍ତଙ୍କୁ ମିଳି ପାରିବନି କରୋନା ଭେକ୍‌ସିନ୍‌ : ସବୁଠୁ ବଡ଼ କଂପାନୀର ବୟାନ

ନୂଆଦିଲ୍ଲୀ : ଦୁନିଆଁର ସବୁଠାରୁ ବଡ଼ ଭେକ୍‌ସିନ୍‌ ଉତ୍ପାଦକ କଂପାନୀ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଅଦାର ପୁନାୱାଲା କହିଛନ୍ତି ଯେ, ସଂସାରର ସବୁ ଲୋକ ଭେକ୍‌ସିନ ପାଇବା ପାଇଁ ଏତେମାତ୍ରାରେ ୨୦୨୪ ପର୍ଯ୍ୟନ୍ତ ମଧ୍ୟ ଭେକ୍‌ସିନ୍‌ ପ୍ରସ୍ତୁତ ହୋଇ ପାରିବନାହିଁ । ସେ ଭାରତର
Read More...

ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସାଂସଦଙ୍କ କରୋନା ଟେଷ୍ଟ : ୧୭ ପଜିଟିଭ୍‌

ନୂଆଦିଲ୍ଲୀ : ଦେଶରେ ୧୭ ଜଣ ସାଂସଦଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି । ଏହି ସାଂସଦମାନଙ୍କ ମଧ୍ୟରେ ବିଜେପି ସାଂସଦ ମୀନାକ୍ଷୀ ଲେଖୀ, ପ୍ରବେଶ ସାହେବ ସିଂହ ବର୍ମା, କର୍ଣ୍ଣାଟକର ବିଜେପି. ସାଂସଦ ଅନନ୍ତ କୁମାର ହେଗ୍‌ଡେ଼ ମଧ୍ୟ ସାମିଲ୍‌ ଅଛନ୍ତି । ସଂସଦର ମୌସୁମୀ ଅଧିବେଶନ
Read More...

ରିୟା ଡଗ୍ସ ମାମଲାରେ ଏନ୍‌ସିବିର ତନାଘନା ତଦନ୍ତ

ନୂଆଦିଲ୍ଲୀ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାର ତଦନ୍ତରେ ଡ୍ରଗ୍‌ସ ଏଙ୍ଗଲ୍‌ର ଯାଂଚ କରୁଥିବା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ତନାଘନା ଚାଲିଛି । ଆଜି ଏନ୍‌ସିବିର ଟିମ୍‌ ଡ୍ରଗ୍ସ ପୈଡ଼ଲର୍‌ ସୂର୍ଯ୍ୟଦୀପ ମାଲହୋତ୍ରାଙ୍କ ଘର ଉପରେ ଚଢାଉ କରିଛି । ତେବେ ସୂର୍ଯ୍ୟଦୀପ,
Read More...