Browsing Tag

muribahal news

ବାଙ୍କେଲ ପଞ୍ଚାୟତର ୮ଟି ରାଜସ୍ଵ ଗ୍ରାମକୁ ବୃହତ ଉଠା ଜଳସେଚନ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ହଂସରାଜ ଜୈନଙ୍କ ବାରମ୍ବାର ନିବେଦନକୁ ରକ୍ଷା କରି ଏବଂ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ସହଯୋଗରେ ମୁରିବାହାଲ ବ୍ଲକ ବାଙ୍କେଲ ପଞ୍ଚାୟତର
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ହଂସରାଜ ଜୈନଙ୍କ ଆମ ଓଡ଼ିଶା ନବୀନ ଓଡ଼ିଶା ତଥା ୫ଟି ଅଧ୍ୟକ୍ଷଙ୍କୁ ସାକ୍ଷାତ

ମୁରିବାହାଲ, (ଦୁର୍ଗାନନ୍ଦ ମହକୁର) : ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ, ପୂର୍ବ ବ୍ଲକ ଅଧ୍ୟକ୍ଷ ଓ ବିଜେଡ଼ି ରାଜ୍ୟ ସମ୍ପାଦକ ହଂସରାଜ ଜୈନ ଭୁବନେଶ୍ୱର ନବୀନ ନିବାସଠାରେ ଆମ ଓଡିଶା ନବୀନ ଓଡିଶା ତଥା ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସ୍ୱତନ୍ତ୍ର
Read More...

ମୁରିବାହାଲ ବ୍ଲକସ୍ତରୀୟ କଳାକାର ସମ୍ମିଳନୀ ଅନୁଷ୍ଠିତ

ପ୍ରଥମେ ବିଜେଡ଼ି ଓ ପରେ ବିଜେପି ନେତାଙ୍କ ଉପସ୍ଥିତିକୁ ନେଇ ଚର୍ଚ୍ଚା ଜୋର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ନିକଟସ୍ଥ ଘଣ୍ଟବାହାଲ ଖେଳ ପଡିଆରେ ଶୁକ୍ରବାର ମୁରିବାହାଲ ବ୍ଲକସ୍ତରୀୟ କଳାକାର ସଂଘ ପକ୍ଷରୁ ବ୍ଲକସ୍ତରୀୟ କଳାକାର ସମ୍ମିଳନୀ
Read More...

ମୁରିବାହାଲ ରାଧାକୃଷ୍ଣ ଓ ଶିବ ମନ୍ଦିରରେ ମହିଳାଙ୍କ ସଂକ୍ରାନ୍ତି ପୂଜା ମହୋତ୍ସବ ଉଦ୍‌ଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ରାଧାକୃଷ୍ଣ ଓ ଶିବ ମନ୍ଦିରଠାରେ ମାଆମାନଙ୍କର ସଂକ୍ରାନ୍ତି ବ୍ରତର ଉଦ୍‌ଯାପନୀ ଉତ୍ସବ ମହାସମାରୋହରେ ଆଜି ପାଳିତ ହୋଇଥିଲା । ଏହି ଉତ୍ସବରେ ପୂଜକ ଭାବେ କାଶୀନାଥ ଦାସ ଓ ରାଜକୁମାର ଦାସ ଏବଂ ସୁନ୍ଦରକାଣ୍ଡ ପାରାୟଣ ଭାବେ ଗାୟକ ସଂଜୀବ ଯୋଶୀ
Read More...

ମୁରିବାହାଲ ଡିଗ୍ରୀ କଲେଜର ନବନିର୍ମିତ ପାଚେରୀ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ଦ୍ଵାରା ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ କଲେଜରେ ଜିଲ୍ଲା ପରିଷଦର ଆଇଏପି ଯୋଜନାରେ ୨୦୨୨-୨୩ ବର୍ଷରେ ନବନିର୍ମିତ ୧୦ଲକ୍ଷ ଟଙ୍କାର କଲେଜ ପାଚେରୀକୁ ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ ମୁଖ୍ୟ ଅତିଥି ରୂପେ
Read More...

ମୁରିବାହାଲ-କଣ୍ଟାବାଞ୍ଜି ଟ୍ରେନ ଲାଇନ ପାର୍ଶ୍ଵରୁ ବିଜେଡ଼ି ନେତାଙ୍କ ମୃତଦେହ ଉଦ୍ଧାର, ଜିଆରପି ପୋଲିସର ତଦନ୍ତ, କାରଣ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଳ ଷ୍ଟେସନଠାରୁ ପଶ୍ଚିମ ଦିଗକୁ ୧୮୩/୧୬-୧୮ ରେଳଖମ୍ୱର ରେଳ ଲାଇନ ପାର୍ଶ୍ୱ ପୋଖରୀ ନିକଟରୁ ଗୁରୁବାର କଣ୍ଟାବାଞ୍ଜି ଜିଆରପି ପୋଲିସ ଜଣେ ବିଜେଡ଼ି ନେତାଙ୍କ ମୃତଦେହକୁ ଉଦ୍ଧାର କରିଛି । ମୃତ ବିଜେଡ଼ି ନେତା ଜଣଙ୍କ
Read More...

ମୁରିବାହାଲ ଗିରିଗୋବର୍ଦ୍ଧନ ପୂଜା ରୌପ୍ୟ ଜୟନ୍ତୀ ୨୫ତମ ବର୍ଷରେ

ଅଷ୍ଟ ପ୍ରହରୀ ନାମଯଜ୍ଞ ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରବଳ ଜନସମାଗମହଳଦୀ ସମେତ ବ୍ଲକର ୧୬ଟି ସ୍ଥାନରେ ପୂଜା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଓ ଲଖନା ପଞ୍ଚାୟତ ଯାଦବ ସମାଜ ପକ୍ଷରୁ ଅନୁଷ୍ଠିତ ହେଉଥିବା ଶ୍ରୀ ଶ୍ରୀ ଗିରିଗୋବର୍ଦ୍ଧନ ପୂଜା ଚଳିତ
Read More...

ଗୁଡିଘାଟ ପଞ୍ଚାୟତ ରାତ୍ରୀ ଜଗୁଆଳୀଙ୍କ ସହ ୩ଜଣଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଗ୍ରାମରେ ଦିନସାରା ତୀବ୍ର ଉତ୍ତେଜନା, ଉଭୟ ପକ୍ଷରୁ ମାମଲା ରୁଜ୍ଜୁ, ୫ଜଣଙ୍କୁ କୋର୍ଟ ଚାଲାଣ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡ଼ିଘାଟ ପଞ୍ଚାୟତର ରାତ୍ରୀ ଜଗୁଆଳୀଙ୍କ ସହ ଅନ୍ୟ ଦୁଇ ଜଣଙ୍କୁ ପଞ୍ଚାୟତ ଭିତରକୁ ପଶି ନିସ୍ତୁକ ମାଡ ମାରିବା ସହ
Read More...

ପତ୍ରାପାଲି(ଖ) ଜୟ ଡଙ୍ଗରବୁଢ଼ା ଫୁଟବଲ ମ୍ୟାଚ ଉଦଯାପିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(ଖ) ପଞ୍ଚାୟତ ଖେରଟ ଗ୍ରାମ ନିକଟସ୍ଥ ଖେଳ ପଡିଆରେ ଚାଲିଥିବା ଜୟ ଡଙ୍ଗରବୁଢ଼ା ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଉଦଯାପନୀ ଫାଇନାଲ୍‌ ଖେଳରେ ନାରେନ୍ ଦଳ ୨-୦ ଟ୍ରାଇବ୍ରେକର ଯୋଗେ ସମାଚୁଆଁ
Read More...

ଗୁଡିଘାଟ ମୁକୁନ୍ଦିଲାଲ ଅଗ୍ରୱାଲ ହାଇସ୍କୁଲର ୧୬୮ଜଣ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପୋଷାକ ବଣ୍ଟନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡ଼ିଘାଟ ଗ୍ରାମସ୍ଥିତ ମୁକୁନ୍ଦିଲାଲ ଅଗ୍ରୱାଲ ହାଇସ୍କୁଲର ୧୬୮ଜଣ ଛାତ୍ରଛାତ୍ରୀଙ୍କୁ ଶନିବାର ସ୍କୁଲ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ
Read More...