Browsing Tag

muribahal news

ବାବେଜୁରୀ ମହାଶିବରାତ୍ରୀ ମେଳା ଉପଲକ୍ଷେ ଅନୁଷ୍ଠିତ ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ବାବେଜୁରୀ ଗ୍ରାମର ହରଗୌରୀ ମନ୍ଦିରଠାରେ ଅନୁଷ୍ଠିତ ହେବାକୁ ଥିବା ନାମଯଜ୍ଞ ପାଇଁ ମହିଳାଙ୍କ ଦ୍ୱାରା ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୂଜକ ରୂପେ ପ୍ରଦୁମ୍ନ ଖମାରୀ
Read More...

ମୁରିବାହାଲରେ ନୂତନ ତହସିଲଦାର ରୂପେ ଜଗଦୀଶ କାରତ୍ତାମିଙ୍କ ଯୋଗଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲର ନୂତନ ତହସିଲଦାର ରୂପେ ଜଗଦୀଶ କାରତ୍ତାମି ଆଜି ଗୁରୁବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ସେ ମୁରିବାହାଲ ତହସିଲଦାର ଆୟୁବ ମଣ୍ଡଳଙ୍କଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ । କାରତ୍ତାମି ଏହା ପୂର୍ବରୁ ବଲାଙ୍ଗିର
Read More...

ବାରବନ୍ଧ ଗ୍ରାମରେ ମୋବାଇଲ୍ ନେଟୱାର୍କ ସମସ୍ୟା : ସାଧାରଣରେ ଅସନ୍ତୋଷ

୯ଶହ ଭୋଟରଙ୍କ ଭୋଟ ବର୍ଜନ ଚେତାବନୀବିଡିଓଙ୍କୁ ଦାବିପତ୍ର ପ୍ରଦାନମୋବାଇଲ ନେଟୱର୍କରୁ ବଞ୍ଚିତ ଅଞ୍ଚଳବାସୀ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତର ମୁଖ୍ୟ ରାଜସ୍ୱ ଗ୍ରାମ ବାରବନ୍ଧ ସହ ସୁକୁନିପଦର, ରାଣୀସିଲେଟ, ବେହେରାଖାଇ ଓ
Read More...

ମୁରିବାହାଲ ସାପ୍ତାହିକ ବଜାରରେ ଜୈବିକ ଉତ୍ପାଦ କେନ୍ଦ୍ର ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ସାପ୍ତାହିକ ବଜାର ପରିସରରେ ଜୈବିକ ଉତ୍ପାଦ ବିକ୍ରୟ କେନ୍ଦ୍ର ମଙ୍ଗଳବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ବ୍ଲକ ଭାରପ୍ରାପ୍ତା କୃଷି ଅଧିକାରୀ ରତିକାନ୍ତ ସେଠି, ସମ୍ମାନିତ ଅତିଥି ରୂପେ ସହାୟକ କୃଷି
Read More...

ମୁରିବାହାଲ ବ୍ଲକସ୍ତରୀୟ ପଞ୍ଚାୟତିରାଜ ତଥା ଲୋକସେବା ଦିବସ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ବ୍ଲକସ୍ତରୀୟ ପଞ୍ଚାୟତିରାଜ ତଥା ଲୋକସେବା ଦିବସ ମଙ୍ଗଳବାର ପାଳିତ ହୋଇଯାଇଛି । ବ୍ଲକ ଜିପିଇଓ ଏନ୍‌ଜେ ଥିଓଫିଲ୍‌ଙ୍କ ସଭାପତିତ୍ୱରେ ତଥା ଓଏଲ୍‌ଏମ୍‌ ବିପିଏମ୍‌ ଡ. ଗୋପାଳକୃଷ୍ଣ ଦୀପଙ୍କ
Read More...

ଗୁରୁଣ୍ଡା ଖେଳ ପଡିଆରେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ବିଶାଳ ଶଙ୍ଖ ଜନସମ୍ପର୍କ ସମାବେଶ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଗୁରୁଣ୍ଡା ଖେଳ ପଡିଆଠାରେ ଓଡିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଜୟନ୍ତୀ ଅବସରରେ ମଙ୍ଗଳବାର ବିଶାଳ ଶଙ୍ଖ ଜନସମ୍ପର୍କ ସମାବେଶ ଅନୁଷ୍ଠିତ ହୋଇଥିଲା ।
Read More...

ଜାମୁଟ ଗ୍ରାମରେ ଜଣଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି (କ) ପଞ୍ଚାୟତ ଜାମୁଟ ଗ୍ରାମରେ ଜଣଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଗ୍ରାମର କରୁଣା ପୁଟେଲ (୪୮) ନାମକ ଜଣେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ
Read More...

ଲେବଡା ଗ୍ରାମର ମୃତ ଦାଦନ ଶ୍ରମିକଙ୍କ ପତ୍ନୀଙ୍କୁ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡା ଗାଁର ନିରୀହ ଦଶମତି ସାହୁଙ୍କ ସ୍ୱାମୀ ସନ୍ତୋଷ ସାହୁ ଦଶ ମାସ ଆଗରୁ ହରିୟାଣାକୁ ଦାଦନ ଖଟିବା ପାଇଁ ଯାଇ ଛାତ ଉପରୁ ଖସିପଡ଼ି ମୃତ୍ୟୁ ବରଣ କରିଥିଲେ । ସ୍ଵାମୀଙ୍କ ମୃତ୍ୟୁ ପରେ ନିରୀହ ଦଶମତୀ ଏକା ହୋଇଯିବା
Read More...

ମୁରିବାହାଲ ରେଳଷ୍ଟେସନରେ ପୁରୀ-ଦୁର୍ଗ ଏକ୍ସପ୍ରେସ ଟ୍ରେନର ପୁନଃ ରହଣୀ ଆରମ୍ଭ : ଜନସାଧାରଣଙ୍କ ବିପୁଳ ସ୍ୱାଗତ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଳଷ୍ଟେସନରେ ଶନିବାରଠାରୁ ପୁରୀ-ଦୁର୍ଗ ଏକ୍ସପ୍ରେସର ରହଣୀ ଆରମ୍ଭ ହୋଇଛି । ମହାମାରୀ କୋଭିଡ ପରେ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିବା ଦୁଇ ଏକ୍ସପ୍ରେସ ଟ୍ରେନ ପୁରୀ-ଦୁର୍ଗ (ନଂ ୧୮୪୨୫-୧୮୪୨୬ )ଓ
Read More...

କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ଵାରା ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ୫ଲକ୍ଷ ଟଙ୍କାର ୬ଟି ପ୍ରକଳ୍ପର କାର୍ଯ୍ୟାଦେଶ ବଣ୍ଟନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଦ୍ଵାରା ୨୦୨୧-୨୨-୨୩ ଆର୍ଥିକ ବର୍ଷର ୬ଟି ବିଭିନ୍ନ ପ୍ରକଳ୍ପର ମୋଟ ୫ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲ । ବିଶେଷ ଭାବେ
Read More...