ଗୋଇମୁଣ୍ଡଠାରେ ତୈଳିକ ବୈଶ୍ୟ ସମାଜର ବ୍ଲକସ୍ତରୀୟ ବୈଠକ ଅନୁଷ୍ଠିତ ଓ ନୂତନ କର୍ମକର୍ତ୍ତା ମନୋନୟନ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡଠାରେ ବ୍ଲକସ୍ତରୀୟ ତୈଳିକ ବୈଶ୍ୟ ସମାଜର ଏକ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଦଧିବାମନ ମନ୍ଦିର କମିଟି ସଭାପତି କୃତିବାସ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସମାଜର ବ୍ଲକସ୍ତରୀୟ!-->…
Read More...
Read More...