pr

ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ଟିକ୍ରାପଡା ଠାରେ ପଞ୍ଚାୟତସ୍ତରୀୟ ଯାଦବ ସମାଜର ବୈଠକରେ ନୂତନ କର୍ମକର୍ତ୍ତା ଚୟନ

dr. purohit

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ଟିକ୍ରାପଡାଠାରେ ପଞ୍ଚାୟତସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତେନ୍ତୁଳୀଖୁଣ୍ଟି ପଞ୍ଚାୟତର ସମସ୍ତ ଯାଦବ ସଦସ୍ୟମାନେ ଯୋଗଦେଇଥିଲେ । ଏଥିରେ ବ୍ଲକ ଯାଦବ ମହାସଭା ସଭାପତି ଗଙ୍ଗାଧର ହେର୍ଣ୍ଣା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ତରୁଣ ପୋଡ଼, ପୁରୁଷୋତ୍ତମ ବାଗ, ତେଜୁରାମ ବାଗ, ଦନାର୍ଦନ ବଗର୍ତ୍ତି, କୋଶଲି କବି ମଧୁସୂଦନ ନାଗ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ଯାଦବ ସମାଜର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏଥିରେ ସଭାପତି ରୂପେ ଦୟାନିଧି ବଗର୍ତ୍ତି, ଉପସଭାପତି ଧନଞ୍ଜୟ ଭାଟି, ସମ୍ପାଦକ ଜଳନ୍ଧର ରତେଇ, ସହ ସମ୍ପାଦକ ଦୁଷ୍ମନ୍ତ ବାଗ, କୋଷାଧକ୍ଷ ବେଣୁ ବାଗ, ଯୁବ ଯାଦବ କମିଟିର ଯୁବ ଯାଦବ ସଭାପତି ଭାବେ ଦଶରଥ ନିଆଲ, ଉପ ସଭାପତି ଗୋବିନ୍ଦ ନାଗ, ସମ୍ପାଦକ ବିଜୟ ବନଛୋର, ସହ ସମ୍ପାଦକ କିଶୋର ବାଗ, କୋଷାଧକ୍ଷ ବାସୁ ନାଗ, ଉପଦେଷ୍ଟା ଭାବେ ଦୁର୍ବଦଲ ରତେଇ, ବବ୍ରୁବାହାନ ବାଗ, ଉଜ୍ଜଳ ରତେଇ, ଲକ୍ଷ୍ମଣ ନାଗ, ହରିବନ୍ଧୁ ନାଗ, ଧୀରମନ ନାଗ, ପଙ୍କଜ ବାଗ, ଟିକେରାମ ରତେଇ, ଯୁଗଲ ବାଗ, ସୁରେନ୍ଦ୍ର ଭାଟି ଓ ଅଞ୍ଚଳର ଶତାଧିକ ଯାଦବ ପ୍ରେମୀ ଯୋଗଦେଇଥିଲେ ।

nrusinghnath
Leave A Reply

Your email address will not be published.