ଯମୁନା ଗ୍ରାମରେ ବ୍ଲକସ୍ତରୀୟ ମକର ମେଳା ମହୋତ୍ସବ ଉଦଯାପିତ : ଶ୍ରଦ୍ଧାଳୁଙ୍କ ବିପୁଳ ଜନସମାଗମ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମର ପ୍ରସିଦ୍ଧ ଡଙ୍ଗରବୁଢ଼ା ପାହାଡରେ ଗତ ଚାରିଦିନ ଧରି ଚାଲିଥିବା ଦ୍ଵିତୀୟ ବର୍ଷ ମକର ମେଳା ମହୋତ୍ସବ ତଥା ଷୋହଳ ପ୍ରହରୀ ନାମଯଜ୍ଞ ଗୁରୁବାର ଉଦ୍ଯାପିତ ହୋଇଯାଇଛି । ସୋମବାର ଅଧିବାସ!-->…
Read More...
Read More...