Browsing Tag

muribahal news

ମୁରିବାହାଲ ବ୍ଲକ କୃଷକ ସଂଗଠନ ପକ୍ଷରୁ ବିଭିନ୍ନ ମଣ୍ଡି ପରିଦର୍ଶନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କୃଷକ ସଂଗଠନ ପକ୍ଷରୁ ବ୍ଲକର ସମସ୍ତ ମଣ୍ଡି ପରିଦର୍ଶନ କରିବା ସହ ଚାଷୀଙ୍କ ଧାନ ବିକ୍ରି ଉପରେ ସେମାନେ ଚାଷୀଙ୍କୁ ପଚାରି ବୁଝିଥିଲେ । ଏଥିରେ ବ୍ଲକ କୃଷକ ସଂଗଠନ ସଭାପତି ଚକ୍ରଧର ହେର୍ଣ୍ଣା, କାର୍ଯ୍ୟକାରୀ ସଭାପତି…
Read More...

ମୁରିବାହାଲ ରେଞ୍ଜ ଅଞ୍ଚଳରେ ପୁଣି ୧୩ ଟିକିଆ ହାତୀପଲଙ୍କ ଆତଙ୍କ

ବାରବନ୍ଧ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ତିଖାଲି ସଂରକ୍ଷିତ ଜଙ୍ଗଲରେ କିଛି ଦିନର ନୀରବତା ପରେ ପୁଣି ୧୩ ଟିକିଆ ହାତୀପଲଙ୍କ ଆତଙ୍କ ଦେଖିବାକୁ ମିଳିଛି । ସୋମବାର ରାତିରେ ଏହି ହାତୀପଲ ଗୁଡ଼ିଘାଟ ବିଟ୍…
Read More...

ମାଁ ବାରଖୁଲେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଚାଚେରବେଙ୍ଗ ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ଗୁଡିଘାଟ ପଞ୍ଚାୟତ ବାରବନ୍ଧ ଖେଳପଡିଆ ଠାରେ ମାଁ ବାରଖୁଲେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି । ଚାଚେରବେଙ୍ଗ ଦଳ ଓ ତୁରେକେଲା ଦଳ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚ୍‌ରେ ତୁରେକେଲାକୁ…
Read More...

ବାଙ୍କେଲ ଗ୍ରାମରେ ଅନୁଷ୍ଠିତ ଭ୍ରମରବର ବାଇ ଓ ସଜନା ବାଇ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ପାତଲପଡା ଚମ୍ପିୟାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ବାଙ୍କେଲ ଗ୍ରାମ ପଞ୍ଚାୟତ ସଦର ମହକୁମାଠାରେ ଚାଲିଥିବା ସ୍ୱର୍ଗତ ଭ୍ରମରବର ବାଇ ଓ ସ୍ୱର୍ଗତା ସଜନା ବାଇ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଫାଇନାଲରେ ଜଗୁଆ ଦଳକୁ…
Read More...

ବାଙ୍କେଲ ସାପ୍ତାହିକ ବଜାରଠାରେ ପଞ୍ଚାୟତ ସ୍ତରୀୟ ଯାଦବ ସମାଜର ବୈଠକରେ ନୂତନ କର୍ମକର୍ତ୍ତା ମନୋନୟନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାଙ୍କେଲ ସାପ୍ତାହିକ ବଜାର ଠାରେ ପଞ୍ଚାୟତ ସ୍ତରୀୟ ଯାଦବ ସମାଜର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଙ୍କେଲ ଗ୍ରାମ ପଞ୍ଚାୟତର ସମସ୍ତ ଯାଦବ ସଦସ୍ୟମାନେ ଯୋଗଦେଇଥିଲେ । ଏଥିରେ ବ୍ଲକ ଯାଦବ ମହାସଭା ସଭାପତି…
Read More...

ଖେରଟ ଗ୍ରାମରେ ପ୍ରେମ ସମ୍ପର୍କରୁ ଜଣେ ୧୯ବର୍ଷୀୟା ଯୁବତୀଙ୍କୁ ଅପହରଣ ଅଭିଯୋଗ : ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଲି(ଖ) ପଞ୍ଚାୟତ ଖେରଟ ଗ୍ରାମର ଜଣେ ୧୯ବର୍ଷୀୟା ଯୁବତୀ(୧୯)ଙ୍କୁ ପ୍ରେମ ସମ୍ପର୍କରୁ ଅପହରଣ ଅଭିଯୋଗରେ ଗ୍ରାମର ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ ରବିବାର କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଯୁବକ…
Read More...

ଯୁଗିରତାରେ ପାଣିରେ ବୁଡି ଗଦାଧର ବାଗ ନାମକ ଜଣେ ବ୍ୟକ୍ତିଙ୍କ ଅକାଳ ବିୟୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ପଞ୍ଚାୟତ ଯୁଗିରତା ଗ୍ରାମର ଗଦାଧର ବାଗ (୪୫) ନାମକ ଜଣେ ବ୍ୟକ୍ତିଙ୍କ ଆଜି ପାଣିରେ ବୁଡି ଆକସ୍ମିକ ବିୟୋଗ ଘଟିଛି । ଏ ସମ୍ପର୍କରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ…
Read More...

ଭାଟିପଡାକୁ ୬-୪ ଟ୍ରାଇବେକରରେ ଗୋଲରେ ହରାଇ ବଡଗମଡା ସେମିରେ

ଅଇଁଲାଭଟା ଜିଲ୍ଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି (କ)ପଞ୍ଚାୟତ ଅଇଁଲାଭଟା ଗ୍ରାମର ୟଙ୍ଗ ଷ୍ଟାର୍ କ୍ଳବ୍ ଆନୁକୁଲ୍ୟରେ ଚାଲିଥିବା ୩ୟତମ ଅସ୍ତୁରାଜ ଭୋଇ ମେମୋରିଆଲ ଜିଲ୍ଲାସ୍ତରୀୟ ଫୁଟବଲ…
Read More...

ବାରବନ୍ଧ ଗ୍ରାମରେ ମାଁ ବାରଖୁଲେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ବାରବନ୍ଧ ଗ୍ରାମର ଖେଳପଡିଆଠାରେ ମାଁ ବାରଖୁଲେନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ବାରବନ୍ଧ କ୍ରିକେଟ କ୍ଳବ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟର…
Read More...

ଘୁଷୁରାମୁଣ୍ଡା ୧୬ତମ ଜିଲ୍ଲାସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ଝରବାହାଲିକୁ ୫-୦ ଗୋଲରେ ହରାଇ ଘୁଷୁରାମୁଣ୍ଡା ସେମି…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ଘୁଷୁରାମୁଣ୍ଡା ଗ୍ରାମର ନେହେରୁ ସ୍ପୋଟିଂ କ୍ଲବ ଆନୁକୁଲ୍ୟରେ ଚାଲିଥିବା ୧୬ତମ ଜିଲ୍ଲାସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଏକ କ୍ୱାର୍ଟର ଫାଇନାଲ ମ୍ୟାଚରେ ଆୟୋଜକ ଘୁଷୁରାମୁଣ୍ଡା ଦଳ ୫-୦ ଗୋଲରେ…
Read More...