Browsing Tag

muribahal news

ଗରଗଡ଼ବାହାଲ ପଞ୍ଚାୟତ ସ୍ତରୀୟ ଗିରିଗୋବର୍ଦ୍ଧନ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗରଗଡ଼ବାହାଲ ପଞ୍ଚାୟତଠାରେ ପଞ୍ଚାୟତସ୍ତରୀୟ ଗିରିଗୋବର୍ଦ୍ଧନ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି । ଯୁବ ସାମ୍ବାଦିକ ହୃଦାନନ୍ଦ ବାଗଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକ ପରିଚାଳନା
Read More...

ଦୀର୍ଘ ୨୫ ବର୍ଷ ପରେ ଭୋଇପଡା ଘରଭଙ୍ଗା ଓ ଆକ୍ରମଣ ମାମଲାରେ ୩ ଭାଇଙ୍କୁ ୪ ମାସ ସଶ୍ରମ କାରାଦଣ୍ଡାଦେଶ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୋଇମୁଣ୍ଡ ପଞ୍ଚାୟତ ଭୋଇପଡ଼ା ଗ୍ରାମର ଦୀର୍ଘ ୨୫ ବର୍ଷ ଏକ ପୁରୁଣା ଘରଭଙ୍ଗା ଓ ଆକ୍ରମଣ ଘଟଣାରେ ମୁରିବାହାଲ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ୩ ଜଣ ଅଭିଯୁକ୍ତ ଭାଇଙ୍କୁ ୪ମାସ ସଶ୍ରମ
Read More...

ମୁରିବାହାଲର ବହୁ ସାମୂହିକ ସମସ୍ୟା ନେଇ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ବ୍ଲକ ଅଞ୍ଚଳର ବିଭିନ୍ନ ସାମୂହିକ ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ଜନ ଶୁଣାଣିରେ ଅଭିଯୋଗ କରାଯାଇଛି । ଆସୋସିଏସନର ଅଭିଯୋଗ ମୁତାବକ ବ୍ଲକ ଅଞ୍ଚଳର
Read More...

ଟେଙ୍ଗରାରେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା

ବାପଘର ଲୋକଙ୍କ ହତ୍ୟା ଅଭିଯୋଗରେ ସ୍ଵାମୀ କୋର୍ଟ ଚାଲାଣ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବଡସାଇମରା ପଞ୍ଚାୟତ ଟେଙ୍ଗରା ଗ୍ରାମରେ ସୁନୀତା ଦାସ(୨୭) ନାମ୍ନୀ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରିଥିଲାଫ
Read More...

ମାଲପଡା ଛକରେ ଟ୍ରକ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରି ଦେଢ଼ ଲକ୍ଷ ଟଙ୍କା ସହ ଦାମୀ ମୋବାଇଲ ଲୁଟ ଘଟଣା

୩ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ୨ବର୍ଷ ୬ମାସ ସଶ୍ରମ କାରାଦଣ୍ଡ, ୨ଜଣଙ୍କୁ ଜେଲ, ଜଣଙ୍କୁ ଜାମିନ୍ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଚଳିତ ବର୍ଷ ଫେବୃୟାରୀ ମାସରେ ରାୟପୁର- ଗୋପାଳପୁର ୫୯ନମ୍ବର ଜାତୀୟ ରାଜପଥ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ମାଲପଡା ଗ୍ରାମ ଛକ ନିକଟରେ ୪ଜଣ ବାଇକ୍
Read More...

ମୌଳିକ ଅଧିକାର ଓ ସୁବିଧା ସୁଯୋଗରୁ ବଞ୍ଚିତ ହଳଦୀ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଅଫିସ୍ ଅଛି ରହୁନାହାଁନ୍ତି ଅଧିକାରୀ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ସଦର ମହକୁମାରେ ସାଧାରଣ ଜନତା ସାମାନ୍ୟତମ ମୌଳିକ ଅଧିକାର ଓ ସୁବିଧା ସୁଯୋଗରୁ ସମ୍ପୂର୍ଣ୍ଣ ବଞ୍ଚିତ ହେଉଥିବା ନେଇ ଗ୍ରାମବାସୀ ବଲାଙ୍ଗିର ଜିଲ୍ଲାପାଳଙ୍କ
Read More...

ମାକ୍ରିପଡା ଲାୟନ୍ସ ୟୁଥ୍ ଆସୋସିଏସନ୍ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବହାଲ ବ୍ଲକ ଲେବଡ଼ା ପଞ୍ଚାୟତ ଅନ୍ତର୍ଗତ ମାକ୍ରିପଡ଼ା ଗ୍ରାମରେ ଲାୟନ୍ସ ୟୁଥ୍ ଆସୋସିଏସନ୍‌ର ବିଶେଷ ପରାମର୍ଶ ଦାତା ସାଧୁ ଚନ୍ଦ୍ର ଛତରଙ୍କ ପରାମର୍ଶ କ୍ରମେ ତଥା ଆସୋସିଏସନ୍‌ର ସଭାପତି ଭୁଲେଶ୍ୱର ଛତର ଓ ଉପସଭାପତି ତୁଲାରାମ
Read More...

ଜିଲ୍ଲାପାଳ ଓ ଏସ୍‌ପିଙ୍କ ଦ୍ଵାରା ମୁରିବାହାଲରେ ଶ୍ରୀଅନ୍ନ ଯୋଜନାରେ ମିଲେଟ ଟିଫିନ୍ ସେଣ୍ଟର୍ ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ରାଧାକୃଷ୍ଣ ଓ ଶିବ ମନ୍ଦିର ଛକରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଓ ଏସ୍‌ପି ଋଷିକେଶ ଖିଲାରୀଙ୍କ ଦ୍ଵାରା ଶ୍ରୀ ଅନ୍ନ ଯୋଜନାରେ ଏକ ମିଲେଟ୍ ଟିଫିନ୍ ସେଣ୍ଟର୍ ଉଦ୍‌ଘାଟିତ ହୋଇଯାଇଛି ।
Read More...

ବଜରଙ୍ଗ ଦଳର ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବରେ ‘ମାଁ ମାହେଶ୍ୱରୀ ସେନା’ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଟିଟିଲାଗଡଠାରେ ବଜରଙ୍ଗ ଦଳର ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ହିସାବେ ନିମନ୍ତ୍ରଣ କରି 'ମାଁ ମାହେଶ୍ୱରୀ ସେନା'କୁ ସ୍ଵତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ବିଧାୟକ ନବୀନ ଜୈନ
Read More...

ହଳଦୀ କଲେଜ ପକ୍ଷରୁ ଜାତୀୟସ୍ତରର ଫୁଟବଲ୍ ଖେଳରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀ ସୁଶ୍ରୀ ଟୁନୀ ଛତରଙ୍କୁ କଲେଜ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ଗ୍ରାମରେ ଅବସ୍ଥିତ ବୀର ସୁରେନ୍ଦ୍ର ସାଏ ଯୁକ୍ତ ୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଜାତୀୟସ୍ତରର ଫୁଟବଲ୍ ଖେଳରେ କୃତିତ୍ୱ ଅର୍ଜନ କରିଥିବା ଯୁକ୍ତ ୨ କଳା ପ୍ରଥମ ବର୍ଷର ଛାତ୍ରୀ ସୁଶ୍ରୀ ଟୁନୀ ଛତରଙ୍କୁ
Read More...