Browsing Tag

muribahal news

ବାଙ୍କେଲ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ଏଡସ୍‌ ଦିବସ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାଙ୍କେଲ ଗ୍ରାମରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ବାଙ୍କେଲ ଓ ସହଭାଗୀ ଅନୁଷ୍ଠାନ ସେବାଜଗତର ମିଳିତ ସହଯୋଗରେ ବିଶ୍ଵ ଏଡସ୍‌ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଥମେ ବାଙ୍କେଲ ଉଚ୍ଚବିଦ୍ୟାଳୟର…
Read More...

ମୁରିବାହାଲ ଡ଼ିଗ୍ରୀ କଲେଜରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର): ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟରେ ଆଜି ଡିସେମ୍ବର ପହିଲା ଶୁକ୍ରବାରରୁ ୧୫ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି ।…
Read More...

କୁର୍ଲୁବାହାଲ ଗ୍ରାମରୁ ଜଣେ ୧୭ ବର୍ଷୀୟା ନାବାଳିକା ନିଖୋଜ : ଥାନାରେ ଏତଲା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଣାବାହାଲ ପଞ୍ଚାୟତ କୁର୍ଲୁବାହାଲ ଗ୍ରାମର ଜଣେ ୧୭ ବର୍ଷୀୟା ନାବାଳିକା ବୁଧବାର ସନ୍ଧ୍ୟାରୁ ଘରୁ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ପରିବାର ଲୋକେ ଗୁରୁବାର ମୁରିବାହାଲ ଥାନାରେ ଏତଲା ଦେଇଛନ୍ତି । ନାବାଳିକା ଜଣଙ୍କ…
Read More...

ହଳଦୀର ବିବାହିତ ଯୁବକ ଚେନ୍ନାଇରୁ ନିଖୋଜ : ଥାନାରେ ଏତଲା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ଗ୍ରାମର ଭରତଲାଲ ବାଗ ନାମକ ଜଣେ ବିବାହିତ ଯୁବକ ସୁଦୂର ଚେନ୍ନାଇ ଯାଇ ସେଠାରେ ୮ ଦିନ ହେବ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ଧର୍ମପତ୍ନୀ ଭାରତୀ ବାଗ ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି । ଭାରତୀଙ୍କ ଲିଖିତ…
Read More...

ଟେଙ୍ଗରା ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମାରେ ବୁଡ ପକାଇବାକୁ ଯାଇ ପୋଖରୀରୁ ବୃଦ୍ଧା ନିଖୋଜ

ଅଗ୍ନିଶମ ବାହିନୀ ପାଣିରେ ଖୋଜି ନାକେଦମ୍ପୋଖରୀ ନିକଟ କପା କିଆରୀରୁ ସୁରକ୍ଷିତ ଉଦ୍ଧାର ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବଡ଼ସାଇମରା ପଞ୍ଚାୟତ ଟେଙ୍ଗରା ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଲିଥିଲା । କାର୍ତ୍ତିକ ପୂର୍ଣ୍ଣିମା…
Read More...

ମୁରିବାହାଲ ବ୍ଲକ ସଦର ମହକୁମାରେ ସୁଧୁରୁନି ସବୁଦିନିଆ ରାସ୍ତା ସମସ୍ୟା : ବନବାହାଲର ଯୁବକମାନେ ଶ୍ରମଦାନ କରି ତିଆରି…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ବର୍ଷ ବର୍ଷ ଧରି ସବୁଦିନିଆ ରାସ୍ତା ସମସ୍ୟା ଲାଗି ରହିଛି । ଦୀର୍ଘ ଦିନ ପୂର୍ବରୁ ହୋଇଥିବା ଗେଟି, ପଥର, ଆବଡାଖାବଡା ରାସ୍ତାଗୁଡିକରେ ଯିବା ଆସିବା କରିବାକୁ ହଜାର ହଜାର ଲୋକେ ବାଧ୍ୟ ହେଉଛନ୍ତି ।…
Read More...

ମୁରିବାହାଲ ଡିଗ୍ରୀ କଲେଜରେ ‘ଚିନ୍ତାମୁକ୍ତ ଜୀବନ’ ବିଷୟ ନେଇ ଆଲୋଚନାଚକ୍ର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଓ ପଞ୍ଚାୟତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମିଳିତ ଉଦ୍ୟମରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାର ବିଷୟ "ଚିନ୍ତା ମୁକ୍ତ ଜୀବନ" ଥିଲା । ସଭାର ଆବାହକ ପଶ୍ଚିମ ଓଡ଼ିଶା ବିକାଶ…
Read More...

ଲଭ୍, ସେକ୍ସ୍ ଓ ଧୋକ୍କା ଘଟଣା : ସାଲେଭଟାରେ ଯୁବତୀଙ୍କୁ ପ୍ରେମ ପ୍ରତାରଣା, ଯୁବକ କୋର୍ଟ ଚାଲାଣ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଟୁପାଉଡାର ପଞ୍ଚାୟତ ସାଲେଭଟା ଗ୍ରାମର ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ପ୍ରଥମେ ପ୍ରେମ ଓ ପରେ ପ୍ରତାରଣା କରିବା ଅଭିଯୋଗରେ ଗ୍ରାମର ପବିତ୍ର ହାତୀ ନାମକ ଜଣେ ଯୁବକଙ୍କୁ ପୁଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ…
Read More...

ହୃଦଘାତରେ ଯୁବ ଆଇନଜୀବୀ କୁଳମଣୀ ଲୁହାଙ୍କ ଅକାଳ ବିୟୋଗ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବିଟାବନ୍ଧ ପଞ୍ଚାୟତ କନ୍ଦାଖାଳ ଗ୍ରାମର ଯୁବ ଆଇନଜୀବୀ କୁଳମଣି ଲୁହା(୪୦)ଙ୍କ ହୃଦଘାତରେ ଅକାଳ ବିୟୋଗ ଘଟିଛି । ବୁଧବାର ଅପରାହ୍ନ ୪ଟା ସମୟରେ ସେ ଘରେ ଥିବା ବେଳେ ହଠାତ ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା । ତାଙ୍କୁ…
Read More...

ମୁରିବାହାଲ ଆଦର୍ଶ ବିଦ୍ୟାଳୟରେ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ

୬୦ଟି ବିଦ୍ୟାଳୟର ୧୩୪ ପ୍ରକଳ୍ପ ପ୍ରଦର୍ଶିତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମଗ୍ର ବ୍ଲକ ଅଞ୍ଚଳର ୬୦ଟି ବିଭିନ୍ନ…
Read More...