ମୁରିବାହାଲର ନୂତନ ତହସିଲଦାର ରୂପେ ଆୟୁବ ମଣ୍ଡଳଙ୍କ କାର୍ଯ୍ୟରେ ଯୋଗଦାନ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲରେ ନୂତନ ତହସିଲଦାର ରୂପେ ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ ଆୟୁବ ମଣ୍ଡଳ ଗୁରୁବାର କାର୍ୟ୍ୟରେ ଯୋଗଦାନ କରିଛନ୍ତି । ସେ ଏହାପୂର୍ବରୁ କୋରାପୁଟ ଜିଲ୍ଲା କୁନ୍ଦ୍ରା ତହସିଲଦାର ରୂପେ କାର୍ୟ୍ୟ କରୁଥିଲେ ।!-->…
Read More...
Read More...