ସିରୋଲ ଜୟ ଡଙ୍ଗରବୁଢ଼ା କ୍ରିକେଟ : ଖଗସା ଚମ୍ପିୟାନ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ସିରୋଲ ପଞ୍ଚାୟତ ସଦରମହକୁମା ବିଷପିଟେନ ଖେଳ ପଡିଆଠାରେ ଚାଲିଥିବା ୧୪ତମ ଜୟ ଡ଼ଙ୍ଗରବୁଢା କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ଖେଳରେ ଧାମନଡଙ୍ଗାକୁ ହରାଇ ଖଗସା ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି ।ଫାଇନାଲ ମ୍ୟାଚରେ ମୁଖ୍ୟଅତିଥି ରୂପେ!-->…
Read More...
Read More...